Daily Archives

ପଦ୍ମପୁରରେ ଶ୍ୟାମକାଳୀ ପୂଜା ସମାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୪ ତାରିଖରୁ ପଦ୍ମପୁର ସ୍ଥାନୀୟ ହନୁମାନପଡାରେ ସାର୍ବଜନୀନ କାଳୀପୂଜା କମିଟି ତରଫରୁ ଆୟୋଜିତ ହୋଇଥିବା ମା' ଶ୍ୟାମକାଳୀଙ୍କ ପୂଜା ଆଜି ସମାପିତ ହୋଇଯାଇଛି । ୫ ତାରିଖ ରାତିରେ ପାରମ୍ପାରିକ 'କାକରା ଭୋଗ' ଦେବୀଙ୍କଠାରେ ଲାଗି କରାଯାଇଥିଲା । ଆଜି ସକାଳେ
Read More...

ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ନିବାସୀ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଜ୍ୟୋତିଷ ରଞ୍ଜନ ବହିଦାରଙ୍କ ମାତ୍ର ୭୧ ବର୍ଷ ବୟସରେ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବହିଦାର ଜଣେ ମେଳାପି ତଥା ପରୋପକାରୀ ବ୍ୟକ୍ତି ଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ କରଣ
Read More...

‘ଝରନ’ ସିନେମାର ପ୍ରଜୋଜକ ଡ. ଶ୍ରୀକର ମିଶ୍ରଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ଆର୍ଟ ଏଣ୍ଡ୍‌ କଲ୍‌ଚରାଲ ଟ୍ରଷ୍ଟ ବଲାଙ୍ଗିର ଦ୍ୱାରା ପ୍ରୟୋଜିତ କୋଶଳି ଭାଷା ସିନେମା ‘ଝରନ’ ରାଜ୍ୟ ଚଳଚିତ୍ର ପୁରସ୍କାର ୨୦୧୯ ଶ୍ରେଷ୍ଠ ପ୍ରାନ୍ତିୟ ଭାଷା ଚଳଚିତ୍ର ପୁରସ୍କାର ପାଇଥିବା ହେତୁ ଏହାର ପ୍ରଜୋଜକ ଡ. ଶ୍ରୀକର ମିଶ୍ରଙ୍କୁ ସ୍ଥାନୀୟ
Read More...

୭୧ତମ ଭାରତ ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ୭୧ତମ ଭାରତ ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ସ୍ଥାନୀୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ
Read More...

ଡୁମାଲ ସମାଜ କନ୍ଦାଜୁରୀ କେନ୍ଦ୍ର ସାଙ୍ଗଠନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ମାହେଶ୍ୱରୀ ପୀଠରେ ଜିଲ୍ଲା ଷାଠିଏ ଘର ଡୁମାଲ ସମାଜ କନ୍ଦାଜୁରୀ କେନ୍ଦ୍ରର ସାଙ୍ଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ କନ୍ଦାଜୁରୀ କେନ୍ଦ୍ର ସଭାପତି କୁଚୁଂ ମେର୍ଲି ଅଧ୍ୟକ୍ଷତା କରିଥିଲେ ।
Read More...

ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : କୁଡାସିଂହା ଦ୍ୱାରା ୟୁଥ ରେଡକ୍ରସ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପନି ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା
Read More...

ଜାତୀୟ କର୍କଟ ସଚେତନତା ଦିବସ ପାଳନ କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ନଭେମ୍ବର ୭ ତାରିଖ ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର । କ୍ୟାନ୍ସର ରୋଗୀଙ୍କ ସଂଖ୍ୟାରେ ଭଟିଣ୍ଡା
Read More...

ଭୀମପାହାଡ଼ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତ ଭୀମ ପାହାଡ଼ରେ ୨୦୨୧ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଉପଜିଳ୍ଲାପାଳ ଲମ୍ବୋଦର ଧରୁଆ,
Read More...

ମାଟିର ଗୌରବ ସମ୍ମାନ ପାଇଲେ ସୁଚିସ୍ମିତା ଷଡଙ୍ଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ କୋଶଳ ପ୍ରବାହର ୨୨ ତମ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ ମାଟିର ସୁନାମଧନ୍ୟ ନୃତ୍ୟଶିଳ୍ପୀ ସୁଚିସ୍ମିତା ଷଡଙ୍ଗୀଙ୍କୁ ଚଳିତ ବର୍ଷର ମାଟିର ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ଯାହୁକ ନେଇ
Read More...

ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ : ବଡବନ୍ଧକୁ ୫-୪ ଗୋଲରେ ହରାଇଲା ଡଙ୍ଗାଘାଟ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜଗନ୍ନାଥ ଫୁଟବଲ ଏସୋସିଏସନ୍‌ ବଡବନ୍ଧ ପକ୍ଷରୁ ଫୁଟବଲ ପ୍ରତିଯୋଗିତା ଶନିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ବଡବନ୍ଧକୁ ଡଙ୍ଗାଘାଟ ଦଳ ପେନାଳଟି ସହାୟତାରେ
Read More...