Daily Archives

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତକୁ ବିରୋଧ କରି ପ୍ରତିବାଦ କରିବ ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ମଣ୍ତଳ ସଭାପତି ବିପିନ ବିହାରୀ ସାହୁଙ୍କ ନେତୃତ୍ବରେ ମଣ୍ତଳ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୩ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଗସ୍ତ
Read More...

ଛତ୍ରପୁର ସହରରେ ଲଗାଣ ବର୍ଷାରେ ଡ୍ରେନେଜ ସମସ୍ୟା ସଙ୍ଗୀନ

ଛତ୍ରପୁର ସହରର ୧୦ ଓ ୧୧ ନମ୍ବର ୱାର୍ଡରେ ଡ୍ରେନ ଭାଙ୍ଗି ଲୋକଙ୍କ ଘରେ ଆଣ୍ଠୁଏ ପାଣି ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଡ୍ରେନେଜ ସମସ୍ୟା ଲାଗିରହିଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷା ହେତୁ ଲୋକଙ୍କ ନାହିଁ ନଥିବା ସମସ୍ୟା ଦେଖାଦେଇଛି । ସହରରେ ପରିମଳ ବ୍ୟବସ୍ଥା
Read More...

ଝଲପପଲ୍ଲୀ ପ୍ରଗତି ପାଠାଗାରର ଲାଇବ୍ରେରୀ ଉଦ୍‌ଘାଟନ କଲେ ବ୍ଲକ ଅଧ୍ୟକ୍ଷା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ପ୍ରଗତି ପାଠାଗାରର ଲାଇବ୍ରେରୀ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ସଭାପତି ଝସକେତନ ବାରିକଙ୍କ
Read More...

ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀଙ୍କୁ ନେଇ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ

କ୍ଷତିପୂରଣ ପ୍ରଦାନରେ ଥିବା ଅସଂଗତି ଦୂର ପାଇଁ ଭୁବନେଶ୍ୱରରେ ହେବ ଆଲୋଚନା - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବ୍ଲକ ସ୍ଥିତ ବାରପୁଡୁଗିଆ ଗ୍ରାମରେ ଲୋୟର ସୁକତେଲ ଜଳ ସେଚନ ଦ୍ୱାରା କ୍ଷତିଗ୍ରସ୍ତ ଓ ପ୍ରଭାବିତ ଲୋକଙ୍କ ସମସ୍ୟା ଶୁଣିବା ଓ ତାର ସମାଧାନ ବାହାର
Read More...

ଡେଲାଙ୍ଗରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ କଂଗ୍ରେସର ବନ୍ଦ ପାଳନ । ବହୁ ଚର୍ଚ୍ଚିତ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ସ୍ୱର୍ଗତ ମମିତାଙ୍କ ପାଇଁ ନ୍ୟାୟ ଦାବୀରେ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ
Read More...

କର୍ଲ।ମୁଣ୍ଡା କପ୍‌ : ଟକରଲା ବିଜୟୀ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ପୁଟିଗା ସ୍ଥିତ ଚିନାବାଡ଼ି ପଡିଆଠାରେ କାର୍ଲମୁଣ୍ଡା ଫୁଟବଲ ଟିମ୍‌ ପକ୍ଷରୁ କାର୍ଲମୁଣ୍ଡା କପ୍‌(ଫୁଟବଲ) ଆଜି ଟକରଲା ଓ ତୁଲାପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ ଦେଇ ନ
Read More...

ଏସ୍‌ଆଇଏଚ୍‌ଏମ୍‌ କଲେଜରେ ଆଣ୍ଟିରେଗିଂ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜାଖମନ ସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ଏସ୍‌ଆଇଏଚ୍‌ଏମ୍‌) କଲେଜରେ ଆଜି ଅପରାହ୍ନରେ ୪ ଟାରେ ଆଣ୍ଟିରାଗିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସୁରେଶ ଏକନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୨ ଓ ୱାର୍ଡ ନଂ ୧୦ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବରଗଡ଼ରେ ମାଳ ମାଳ ନେତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ କ୍ରମେ ଆଜି ସକାଳୁ ବରଗଡ଼ ସହରରେ ମାଳ ମାଳ ନେତାଙ୍କ ସମାଗମ ଦେଖିବାକୁ ମିଳିଥିଲା । ସେହିପରି ସୋହେଲା ଏବଂ ବରପାଲିଠାରେ ମଧ୍ୟ ସ୍ଥାନୀୟ ଓ ଉପକୁଳିଆ ନେତା ମୁଖ୍ୟମନ୍ତ୍ରୀଙ୍କ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ରକ୍ତ ଭଣ୍ଡାରଠାରେ ଓଡିଶା ମୋ ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାର ବଲାଙ୍ଗିର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ
Read More...