pakka

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତକୁ ବିରୋଧ କରି ପ୍ରତିବାଦ କରିବ ବିଜେପି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ମଣ୍ତଳ ସଭାପତି ବିପିନ ବିହାରୀ ସାହୁଙ୍କ ନେତୃତ୍ବରେ ମଣ୍ତଳ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୩ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଗସ୍ତ କାର୍ଯ୍ୟକ୍ରମର ବିରୋଧ କରି ପ୍ରତିବାଦ କରିବ ବିଜେପି । ରାଜ୍ୟ ସରକାର ବଦଳିବା ଦରକାର କାରଣ ଏହି ସରକାର ହତ୍ୟାକାରୀମାନଙ୍କୁ ସହଯୋଗ କରି ମୁକ ବଧିର ପାଲଟିଛି ବୋଲି ଦଳର ବରିଷ୍ଠ ନେତା ମଦନ ମୋହନ ଦୀପ, ପ୍ରବୀଣ ପାଣିଗ୍ରାହୀ ମତ ପ୍ରକାଶ କରିଥିଲେ । ବିନାୟକ ଗୁରୁ, ଝସକେତନ ସାହୁ, ଘନଶ୍ୟାମ ସାହୁ, ବିଶ୍ବନାଥ ସାହୁ, ଆନନ୍ଦ ମଟାରୀଙ୍କ ସମେତ ପଞ୍ଚାୟତର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seven − 7 =

error: Content is protected !!