Daily Archives

ଛତ୍ରପୁର ସହର ସୀତାରାମପଲ୍ଲୀରେ ହନୁମାନ ଜୟନ୍ତୀ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ସୀତାରାମପଲ୍ଲୀରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ବର୍ଣ୍ଣାଢ଼୍ୟ ସମାରୋହରେ ହନୁମାନ ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ପାରମ୍ପରିକ ବିଧିବିଧାନ ସହକାରେ ଯୁବଗୋଷ୍ଠୀଙ୍କ ପୂର୍ଣ୍ଣ ସହଯୋଗରେ ହନୁମାନଜୀଙ୍କ…
Read More...

ପଦ୍ମପୁରରେ ଧୁମ୍‌ଧାମ୍‌ରେ ହନୁମାନ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ହନୁମାନ ଜନ୍ମୋତ୍ସବ ସମିତି ଏବଂ ବଜରଙ୍ଗ ଦଳ ତରଫରୁ ମହାଆଡମ୍ବରରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାମଜୀ ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ଲୋକଙ୍କ ଶୋଭା ଯାତ୍ରା ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲେ । ଏହି ଶୋଭା…
Read More...

ପରମାନନ୍ଦପୁରରେ ମହାବିଷୁବ ସଂକ୍ରାନ୍ତି ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ମହାବଳି ହନୁମାନ ଜନ୍ମୋତ୍ସବକୁ କେନ୍ଦ୍ର କରି ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।…
Read More...

କୁଶମେଲ ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁଶମେଲ ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ନେଇ ଡିଏଫ୍‌ଓ ନୀତିଶ କୁମାର ଆଜି ନିଜ କାର୍ଯ୍ୟାଳୟ ଠାରେ ସୂଚନା ଦେଇଛନ୍ତି । ଚଢାଉରେ ୧୫ଟି କେନ୍ଦୁ ଗଣ୍ଡି ଜବତ କରାଯାଇଥିବା ବେଳେ ଜବତ ସାମଗ୍ରୀକୁ ରେଞ୍ଜ ଅଫିସ କ୍ୟାମ୍ପସକୁ ଆଣି…
Read More...

ସମସ୍ତ ଦଣ୍ଡ ପୀଠରେ କାଳୀ ପୂଜା ସମ୍ପନ୍ନ : ଭକ୍ତଙ୍କ ହାରି ଗୁହାରୀ ଶୁଣିଲେ ମା’

ମ.ରାମପୁର, (ହେମନ୍ତ ସାହୁ) : ପନ୍ଦର ଦିନ ଆଗରୁ ଆରମ୍ଭ ହୋଇଥିବା କାମନା ଦଣ୍ଡ ଯାତ୍ରାର ଆଜି କାଳୀ ପୂଜା ସମ୍ପନ୍ନ ହୋଇଯାଇଛି । ସମସ୍ତ ଦଣ୍ଡ ପୀଠରେ ଦିହାରୀମାନଙ୍କ ମୁଣ୍ଡରେ ମା' କାଳୀ ସବାର ହୋଇ ଜିଲ୍ଲାର ବିଭିନ୍ନ ବ୍ଲକରୁ ଭକ୍ତମାନେ ପୀଠ ଗୁଡ଼ିକରେ ପହଞ୍ଚି ମା'ଙ୍କ ପାଖରେ ନିଜ ନିଜ…
Read More...

ଭୂମିକା ପକ୍ଷରୁ ବିଷୁବୋତ୍ସବ-୨୦୨୩ ଅନୁଷ୍ଠିତ

ସ୍ତମ୍ଭକାର ଶ୍ରୀକାନ୍ତ ଚାଟାର୍ଜିଙ୍କୁ ‘ଭୂମିକା ସମ୍ମାନ’କବି ଓ ସାହିତ୍ୟିକର ଅନ୍ତଦୃଷ୍ଟିରୁ ହିଁ ସମାଜିକ ସ୍ଥିତିର ଲେଖା ବାହାରିଥାଏ : ଶ୍ରୀକାନ୍ତ ଚାଟାର୍ଜି ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ଓ ସାହିତ୍ୟିକମାନେ ଅତି ନିକଟରୁ ସୂକ୍ଷ୍ମ ଦୃଷ୍ଟିରେ ସମାଜକୁ ପରଖିଥାନ୍ତି । ତେଣୁ…
Read More...

ମା’ ତାରିଣୀଙ୍କ ବିଷୁବ ପୂଜା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ୍ ରାସ୍ତାରେ ଥିବା ମାଆ ତାରିଣୀଙ୍କ ମନ୍ଦିରରେ ବିଷୁବ ପୂଜା ଅନୁଷ୍ଠିତ ହୋଇଯାଇଛି । ୨୦୦୦ ମସିହାରୁ ନିୟମିତ ଭାବେ ଏହି ମନ୍ଦିରରେ ପୂଜା ସମ୍ପାଦନା ହେଉଥିବା ବେଳେ ବିଭିନ୍ନ ନୀତି କାନ୍ତି ଓ ବିଭିନ୍ନ ପର୍ଯ୍ୟାୟରେ ସମସ୍ତ…
Read More...

ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ

ମ.ରାମପୁର, (ହେମନ୍ତ ସାହୁ) : ଡକ୍ଟର ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ମ.ରାମପୁର ଅନ୍ତର୍ଗତ ଜୟନ୍ତୀ ନଗରପଡାଠାରେ ଦମ୍ବ ବିକାଶ ପରିଷଦର ସଭାପତି ବୃନ୍ଦାବନ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟସେନ୍ ନିଆଲ, ମୁଖ୍ୟବକ୍ତା…
Read More...

ଧର୍ମପରାୟଣ ମହିଳାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ରାଢ଼ୁଅ ଗ୍ରାମର ବାର୍ଷିୟାନ ଧର୍ମପରାୟଣ ମହିଳା ବଦନୀ ପଳେଇ(୮୨)ଙ୍କ ଗୁରୁବାର ଅପରାହ୍ନ ୧ ଘଟିକାରେ ପରଲୋକ ଘଟିଯାଇଛି । ତାଙ୍କର ଏହି ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକାରଛାୟା ଖେଳିଯାଇଛି…
Read More...

ବଲାଙ୍ଗିରର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳନ ସହ ପଣା ବଣ୍ଟନ

ଜୟନ୍ତୀ ସମନ୍ୱୟ କମିଟି ତରଫରୁ ସହରରେ ବିଶାଳ ଶୋଭାଯାତ୍ରା୨୫ରୁ ଅଧିକ ସଂଗଠନର ଯୋଗଦାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ସହ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
Read More...