Daily Archives

ବିଧାୟକ ସରୋଜଙ୍କ ଦ୍ୱାରା ବାଗଦୋର ପଞ୍ଚାୟତର ୫ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ

ପାଟଣାଗଡ : ପାଟଣାଗଡ ବିଧାୟକ ସରୋଜ ମେହେର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡା ବ୍ଲକର ବାଗଦୋର ପଞ୍ଚାୟତକୁ ଗସ୍ତ କରି ୫ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିଥିଲେ । ଆଗାମୀ ଦିନରେ ଅଂଚଳର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି
Read More...

ବିଜୁ ଜନତା ଦଳର ବିରାଟ ଜୋନ ସ୍ତରୀୟ ଦଳୀୟ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ବ୍ଳକ ୧ ନମ୍ବର ଜୋନର ଘୁଚେପାଲି ଠାରେ ବିଜୁ ଜନତା ଦଳର ରାଜ୍ୟପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଆଗଲପୁର ବ୍ଳକ ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ୱ ଏବଂ ସ୍ଥାନୀୟ ସରପଞ୍ଚ ତଥା
Read More...

କଲ୍ୟାଣ ମଣ୍ଡପ ଉଦଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଲାଉନସରା ଗ୍ରାମରେ ନବ ନିର୍ମିତ କଲ୍ୟାଣ ମଣ୍ଡପକୁ ଆଜି ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଉଦଘାଟନ କରିଥିଲେ । ସେହିପରି ଉକ୍ତ ଗ୍ରାମରେ ଥିବା ବଜାର ପ୍ରାଙ୍ଗଣର ଛାତ ନିର୍ମାଣ କାର୍ଯ୍ୟ ପାଇଁ
Read More...

ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ଜିଲ୍ଲାପାଳ ଆବାସ ଘେରିଲେ ଫଲସାପତ୍ରି ବାସିନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅଫିସର କଲୋନୀ ପଛପଟ ଫଳସାପତ୍ରି ଅଂଚଳରେ ଜବର ଦଖଲରେ ରହୁଥିବା ବାସିନ୍ଦାଙ୍କୁ ଘର ଖାଲି କରିବାକୁ ପ୍ରଶାସନ ୨୪ ଘଣ୍ଟିଆ ନୋଟିସ ଜାରି କରିଛି । ଏହି ୨୪ ଘଣ୍ଟିଆ ନୋଟିସ ବିରୁଦ୍ଧରେ ସେମାନେ ଜିଲ୍ଲାପାଳ ଆବାସ ଘେରିଛନ୍ତି । ଦଶନ୍ଧି ଦଶନ୍ଧି ଧରି
Read More...

ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହିଳା କଲେଜ ଠାରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାପ୍ସସଦ ସୁରେଶ ପୂଜାରୀ ଯୋଗଦେଇ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଫେସର
Read More...

ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ଆଜି ଅଗ୍ରଗାମୀ ଯୁବକ ସଂଘର ପାଠାଗାର ପରିସରରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ରମେଶ ମହାପାତ୍ରଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମଞ୍ଚର ଆବାହକ ପବିତ୍ର ଦେହେରୀ, ସମାଜସେବୀ ଶିବାନନ୍ଦ ମଟାରୀ, ମେରିୟମ
Read More...

ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୯ ତାରିଖଠାରୁ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ –…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଖରିଫ୍ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ସକାଶେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା
Read More...

ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

ମ.ରାମପୁର, (ହେମନ୍ତ ସାହୁ) : ଆଜି ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ଟ୍ରେଡ ୟୁନିୟନ ମିଳିତ ମଂଚ ପକ୍ଷରୁ ୧୦ ଦଫା ସମ୍ମିଳିତ ଏକ ଦାବୀପତ୍ର ମ.ରାମପୁର ବିିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କୃଷକ ବିରୋଧୀ ତିନି କଳା କୃଷି ଆଇନ
Read More...

ଦରଦାମ ବୃଦ୍ଧି ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବୀରେ କଂଗ୍ରେସର ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ଦରଦାମ ବୃଦ୍ଧି ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ଆଜି କଂଗ୍ରେସ ତରଫରୁ ମ.ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା । ମ.ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରସାଦ ସିଂହ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା
Read More...

ସମ୍ବିଧାନ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହେଇଯାଇଛି । ମୁଖ୍ୟ ବିଚାରପତି ଏସ୍ ମୁରଲିଧର ସୂଚେଇଥିଲେ ଯେ, ଅସହାୟ ଗରୀବ ଶ୍ରେଣୀର ଲୋକମାନେ ୩୯ ଏ ପ୍ରାବିଧାନ୍ଖଳ ଆରଟିକଲରେ ଆଇନ ସହାୟତାରୁ ବଂଚିତ ହେବେ ନାର୍ହିଁ ।
Read More...