Daily Archives

ଏକାଦଶୀ ବ୍ରତ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତ ଖଲିଆପାଲି ଗ୍ରାମରେ କାର୍ତ୍ତିକ ପଞ୍ଚୁକ ଅବସରରେ ଏକାଦଶୀ ବ୍ରତ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ମହଦାର ଅଇଁଠୁ ସାହୁ ଯୋଗଦେଇ ପ୍ରବଚନ ଦେଇଥିଲେ । ଗ୍ରାମର ଏକାଦଶୀ ବ୍ରତୀ
Read More...

ସଂସ୍କୃତି ସଚିବ ଭାବେ ଦାୟିତ୍ୱ ନେଲେ ରଞ୍ଜନ ଦାସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ । ନିକଟରେ ସଂସ୍କୃତି ସଚିବ ଡ. ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଂଚଳ ରାଜସ୍ୱ
Read More...

ଭୀମ ଆର୍ମି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଅଭିନବ ପ୍ରତିବାଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଅଗ୍ରଗତି ହୋଇପାରୁନାହିଁ । ପୋଲିସ କେସ ମଧ୍ୟ ରୁଜୁ କରୁନାହିଁ । ମୃତ ଗୋବିନ୍ଦ କୁମ୍ଭାରର ପରିବାରକୁ କେବେ ନ୍ୟାୟ ମିଳିବ । ଏହାର ପ୍ରତିବାଦରେ ଆଜି ଭୀମ ଆର୍ମି ପକ୍ଷରୁ ଏସ୍‌ପି
Read More...

କରୋନାରେ ସଂକ୍ରମିତ ହେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର : କରୋନାରେ ସଂକ୍ରମିତ ହୋଇଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପ୍ରଥମ ଥର ପାଇଁ କରୋନାରେ ସେ ସଂକ୍ରମିତ ହୋଇଛନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଆଜି ସୁରେଶ ରାଉତରାୟଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ
Read More...

ତାଇୱାନ ପ୍ରସଙ୍ଗରେ ବାଇଡେନଙ୍କୁ ଚେତାବନୀ ଦେଲେ ଜିନପିଙ୍ଗ : କହିଲେ, ଯିଏ ନିଆଁ ସହ ଖେଳିବ, ସେ ଜଳିଯିବ

ବେଜିଂ / ୱାଶିଂଟନ୍ : ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏକ ଅନଲାଇନ୍ ବୈଠକରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, ଚୀନ୍ ଏହାର ସାର୍ବଭୌମତ୍ୱ ତଥା ସୁରକ୍ଷା ସ୍ୱାର୍ଥକୁ ନିଶ୍ଚିତ ଭାବରେ ସୁରକ୍ଷା ଦେବ । ସେ ଚେତାବନୀ ଦେଇ
Read More...

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ସିଂହଡେଓ : ଜୋର୍‌ ଧରିଛି ଚର୍ଚ୍ଚା

ନୂଆଦିଲ୍ଲୀ : ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଡେଓ ବୁଧବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ସୋନିଆ ଗାନ୍ଧୀଙ୍କ ସହ ସଂକ୍ଷିପ୍ତ ବାର୍ତ୍ତାଳାପ ପରେ ସିଂହଦେଓ ରାୟପୁରକୁ ଫେରିଥିଲେ ଏବଂ ସେଠାରେ କିଛି କହିବାକୁ ମନା କରିଦେଇଥିଲେ । ସେ
Read More...

ଦିଲ୍ଲୀ ବାୟୁ ପ୍ରଦୂଷଣ : ୨୧ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୱାର୍କ ଫ୍ରମ୍‌ ହୋମ୍‌, ପରବର୍ତ୍ତୀ…

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ଆସିବେ ନାହିଁ ଏବଂ ସମସ୍ତ କର୍ମଚାରୀ ଘରୁ କାମ କରିବେ । ଏହା ବ୍ୟତୀତ ନଭେମ୍ବର ୨୧ ପର୍ୟ୍ୟନ୍ତ ରାଜଧାନୀ
Read More...

ଟିକ୍ରାପଡ଼ା ଅଞ୍ଚଳରେ ଶ୍ରମିକଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ମତେ ଟିକ୍ରାପଡ଼ା ଲାଂଥ ନଦୀକୁ ଟ୍ରାକ୍ଟର ଯୋଗେ କିଛି ଲୋକ ବାଲି ଆଣିବାକୁ ଯାଇଥିଲେ ସେହି ସମୟରେ ଏହି ବ୍ୟକ୍ତି ଜଣକ ପାଣି ପିଇବା ପାଇଁ
Read More...

ଲଗାଣ ବର୍ଷାରେ ପଚି ଯାଇଥିବା ଧାନ ଗୋଚ୍ଛା ଧରି ଧାରଣା

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବଡ଼ରାମପଲ୍ଲୀ ଗ୍ରାମର କୃଷିଜୀବୀଙ୍କ କ୍ଷୋଭ : ନଦୀବନ୍ଧ ଯୋଜନାର ସଫଳ ନିର୍ମାଣ ପାଇଁ ଦାବୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କୋମଣ୍ଡ ଗ୍ରାମ ପଞ୍ଚାୟତର
Read More...

ନଳକୂପ ମରାମତି ପାଇଁ ଗୁହାରି : ଶୁଣୁ ନାହାନ୍ତି କେହି

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଂଚାୟତ ଅନ୍ତର୍ଗତ ସାଲେମୁଡଗା ଗାଁର ହରିଜନ ପଡ଼ା ନଳକୁପ କାଦୁଅ ପାଣି ବାହାରି ନଳକୁପ ଖରାପ ହୋଇ ଯାଇଥିବାରୁ ପାଣି ମୁନ୍ଦେ ପାଇବା କଷ୍ଟକର ହୋଇପଡ଼ୁଛି ଅଂଚଳବାସୀଙ୍କୁ । ଅନେକ ଥର ସରପଞ୍ଚଙ୍କୁ ଗୁହାରି କରି ଶେଷରେ ଗୋଷ୍ଠୀ ଉନ୍ନୟନ
Read More...