pakka

ତାଇୱାନ ପ୍ରସଙ୍ଗରେ ବାଇଡେନଙ୍କୁ ଚେତାବନୀ ଦେଲେ ଜିନପିଙ୍ଗ : କହିଲେ, ଯିଏ ନିଆଁ ସହ ଖେଳିବ, ସେ ଜଳିଯିବ

bbehera

ବେଜିଂ / ୱାଶିଂଟନ୍ : ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏକ ଅନଲାଇନ୍ ବୈଠକରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, ଚୀନ୍ ଏହାର ସାର୍ବଭୌମତ୍ୱ ତଥା ସୁରକ୍ଷା ସ୍ୱାର୍ଥକୁ ନିଶ୍ଚିତ ଭାବରେ ସୁରକ୍ଷା ଦେବ । ସେ ଚେତାବନୀ ଦେଇ କହିଛନ୍ତି ଯେ, ଯିଏ ନିଆଁ ସହ ଖେଳିବ, ସେ ଜଳିଯିବ ।

jay balangir
Leave A Reply

Your email address will not be published.

4 × one =