Daily Archives

ବୌଦ୍ଧ ଜିଲ୍ଲା ପରିଷଦ ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ସାଂସଦ ପ୍ରତିନିଧି
Read More...

ଜିଲା ଯୋଜନା ବୋର୍ଡ ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ଯୋଜନା ବୋର୍ଡ ବୈଠକ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨ ପାଇଁ ଯୋଜନା ବୋର୍ଡ ବୈଠକର ଆଭିମୁଖ୍ୟ ଉପରେ
Read More...

ଏନ୍‌ସିସିର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ୨୮/୧୧/୨୧ରେ ଏନସିସିର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଯୁବ ରେଡକ୍ରସର ପରାମର୍ଶଦାତା
Read More...

ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଆଲୋଚନା ଓ ଭାବର ଆଦାନ ପ୍ରଦାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଦୁଇ ଦିନିଆ ମୌଳିକ ସାକ୍ଷରତା ଓ ନୂତନ ଶିକ୍ଷାନୀତି-୨୦୨୦ ଉପରେ ଆଲୋଚନା ଓ ଭାବର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରାଘବ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ
Read More...

ହରଭଙ୍ଗା ଜେଏମ୍‌ଏଫ୍‌ସି କୋର୍ଟ ନୂତନ କୋଠା ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଜେଏମ୍‌ଏଫ୍‌ସି କୋର୍ଟ ନୂତନ କୋଠା ଘର ସୋମବାର ଆଭାସି ମାଧ୍ୟମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ ମୁରଲୀଧର, ବିଚାରପତି ସାବିତ୍ରୀ ରଥୋଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ହରଭଙ୍ଗାରେ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ
Read More...

ୟୁଥ ଫର ଆକ୍ସନ ପକ୍ଷରୁ ବିଡ଼ିଓ ଓ ତହସିଲଦାରଙ୍କୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଦ୍ଵାରା ପ୍ରତିଷ୍ଠିତ ଅଣ ରାଜନୈତିକ ସଙ୍ଗଠନ 'ୟୁଥ ଫର ଆକ୍ସନ ପକ୍ଷରୁ ଡେଲାଙ୍ଗ ବ୍ଲକ ନବ ନିଯୁକ୍ତ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଓ ତହସିଲଦାର ସୁଶ୍ରୀ ନିବେଦିତା ପରିଡାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ
Read More...

ବାୟୁ ପ୍ରଦୂଷଣରୁ ରକ୍ଷା ପାଇଁ ପରିବେଶ କର୍ମୀଙ୍କ ସାଇକେଲରେ ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପରିବେଶ କର୍ମୀ ତଥା ସେଭ ଦି ଆର୍ଥ ଫାଉଣ୍ଡେସନର ଆବାହକ ବିଶ୍ଵଜିତ ପରିଡା ବାୟୁ ପ୍ରଦୂଷଣରୁ ରକ୍ଷା ସାଇକେଲ ଚଲାନ୍ତୁ ବାର୍ତ୍ତା ନେଇ ଆଜି ସାଇକେଲ ଯୋଗେ ମୁନିନ୍ଦା କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରୁ ଯାତ୍ରା ଆରମ୍ଭ କରି କୋଣାର୍କ ଯାତ୍ରା
Read More...

ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ପତ୍ନୀ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ପତ୍ନୀ ବିୟୋଗ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗୁରୁଶ୍ରୀ ଡ. ମିଶ୍ରଙ୍କ ଧର୍ମପତ୍ନୀ ପ୍ରଫୁଲ୍ଲ ମିଶ୍ର(୭୫) ଦୀର୍ଘ ବର୍ଷ ହେଲା ରୋଗାଗ୍ରସ୍ତ ଥିବା ବେଳେ ଗତ ରାତିରେ ତାଙ୍କ ଦେହାନ୍ତ ଘଟିଛି । ସମାଜରେ ଜଣେ
Read More...

ସିଆର୍‌ପିଏଫ୍‌ରେ ଯୋଗଦେଇ ଥିବା ଦୁଇ ଜବାନ ଆଶିଷ କୁମାର ନାଗ ଓ ଜ୍ୟୋତି ରଞ୍ଜନ ଥନାପତିଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ଝୁଲେନବର ଗ୍ରାମର ଆଶିଷ ନାଗ ପିତା ରୁଦ୍ରମଣୀ ନାଗ, ମା ଉର୍ମିଳା ନାଗ, ଜ୍ୟୋତିରଂଜନ ଥନାପତି ପିତା କେଶବ ଥନପତି ମା ମଞ୍ଜୁଳାଙ୍କ ସନ୍ତାନ ଅଟନ୍ତି । ୨୦୧୭/୧୮ ଜେଡି ପରିକ୍ଷାରେ ଉତ୍ତିନ୍ନ ହୋଇ ଆଶିଷ ଓ ଜ୍ୟୋତିରଞ୍ଜନ
Read More...

ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଭାବେ ମନୋନୀତ ହେଲେ ଅକ୍ଷୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଭାବେ ଅକ୍ଷୟ ରଣା ଦୀର୍ଘ ଦିନ ହେଲାଣି ଦାୟିତ୍ୱ ଗ୍ରହଣ କରିବା ସହ ସଙ୍ଗଠନକୁ ସୁଦୃଢ କରିବାରେ ଲାଗିଥିବା ବେଳେ ଅକ୍ଷୟଙ୍କ କାର୍ଯ୍ୟକଳାପକୁ ନେଇ ବିଜେପି ଦଳ ବେଶ ଉତ୍ସାହିତ ମଧ୍ୟ ରହିଛି ତେବେ
Read More...