Daily Archives

ପ୍ରଜ୍ଞାପୁରୁଷ ପ୍ରଫେସର୍ ନାରାୟଣ ପୃଷେଠଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମାରକୀ ବକ୍ତୃତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଜୀବନରେ ସଂସ୍କାର ଆଣିବାକୁ ହେଲେ ସମର୍ଥ ସମାଜ ଦରକାର ଓ ସମର୍ଥ ସମାଜ ପାଇଁ ଏକ ସମର୍ଥ ପ୍ରଶାସନ ଦରକାର । ପରସ୍ପର ପରିପୂରକ ହେଲେ ହିଁ ଆମେ ସମଗ୍ର ବିଶ୍ୱରେ ନିଜର ସାମାଜିକତାକୁ ଓ ଭାରତୀୟତାକୁ ପ୍ରତିଷ୍ଠିତ କରିପାରିବା ବୋଲି ମତ ଦେଇଛନ୍ତି
Read More...

ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ତେଲ ମହୁଲ ଗ୍ରାମରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗ୍ରାମବାସୀଙ୍କ ତତ୍ୱାବଧାନରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ଶିଳାନ୍ୟାସ ଉତ୍ସବ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଉପକରଣ ଦେବା ପାଇଁ ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେନ୍ ଯୋଗଦାନ କରି କାର୍ଯ୍ୟକୁ
Read More...

ଜୟ ଓଡ଼ିଶା, ଇଣ୍ଡସଇଣ୍ଡ ବ୍ୟାଙ୍କ୍‌ ଓ କୋଭିଡ ଆକ୍ସନ କୋଲାବ୍‌ ଦ୍ୱାରା ରକ୍ତଦାନ ଭାନ ଏବଂ ସିଲେଇ ମେସିନ୍‌ ହସ୍ତାନ୍ତର…

ଯାଜପୁର, (କେପିଏନ୍‌ଏସ୍‌) : ଜୟ ଓଡିଶା, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ୍‌ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ, ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁସଙ୍ଗିକ ସହିତ ଏକ ମଲ୍ଟି-ୟୁଟିଲିଟି
Read More...

ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚ ପକ୍ଷରୁ ହାସ୍ୟ କବି ସମ୍ମିଳନୀ ଓ କଳାକାର ସମାବେଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସୌଖିନ କଳାକାର ସଂଘ ପ୍ରେକ୍ଷାଳୟଠାରେ ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚ ପକ୍ଷରୁ ଆଜି ହାସ୍ୟ କବି ସମ୍ମିଳନୀ ଓ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ
Read More...

ବରଗଡ଼ ଜିଲ୍ଲା ପରିଷଦର ଶେଷ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦର ଶେଷ ସାଧାରଣ ବୈଠକ ଆଜି ଡିଆରଡିଏର ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଷଦ ପକ୍ଷରୁ ବିଗତ ଦିନରେ ଜିଲ୍ଲାର ଉନ୍ନୟନ ପାଇଁ
Read More...

ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଓଡିଶା ଡ୍ରାଇଭର ମହାସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଦ୍ୱିତୀୟ ଥର ମହୁଲ ପାଲି ବଜାର ପ୍ରାଙ୍ଗଣ, ଭେଡେନ, ବରଗଡ଼ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସର୍ବମୋଟ୍ ୭୧ ୟୁନିଟ୍
Read More...

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାରା ଦେଶରେ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନଭେମ୍ବରର ଚତୁର୍ଥ ରବିବାରକୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ ଅବସରରେ ଡେଲାଙ୍ଗର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମହତାବ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶାରୀରିକ ଶିକ୍ଷକ ନଟବର
Read More...

ଡେଲାଙ୍ଗ ପଞ୍ଚାୟତ ସମିତିର ୮ମ ବୈଠକ

ଫନି ସହାୟତା, ପାନୀୟ ଜଳ, ବିଦ୍ୟୁତ୍‌ ସ୍ୱଛତା, ଗମନାଗମନ ଉପରେ ଗୁରୁତ୍ୱ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫନି ମହାବାତ୍ୟା ପରେ ପରେ କୋଭିଡ କଟକଣା ହତେୁ ବହୁଦିନ ପରେ ଗତକାଲି ଡେଲାଙ୍ଗ ପଞ୍ଚାୟତ ସମିତି ୮ମ ଅଧିବେଶନ ବୈଠକ ପଞ୍ଚାୟତ ସମିତ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ
Read More...