Daily Archives

ମାନସିକ ଅନଗ୍ରସରଙ୍କ ଶିକ୍ଷଣୀୟ ଉପକରଣ ପ୍ରଦାନ ଉତ୍ସବର ଉଦ୍‌ଘାଟନ କଲେ ନରସିଂହ

ମାନସିକ ଅନଗ୍ରସରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯଥେଷ୍ଟ ଉଦ୍ୟମର ଆବଶ୍ୟକତା ରହିଛି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଡା ହରେକୃଷ୍ଣ ମହତାବ ମାନସିକ ନ୍ୟୁନତା ସଂସ୍ଥାନ ପାଇଁ ପ୍ରାୟ ୭ଲକ୍ଷ ୩୫ ହଜାର ଟଙ୍କାର ଶିକ୍ଷଣୀୟ ଉପକରଣ
Read More...

ରିଆଡମିସନ ଫିଜ୍‌ ପ୍ରତ୍ୟାହାର ଦାବୀରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ରିଆଡମିସନ ଫିଜ୍‌ର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି । ପ୍ରକାଶ ଥାଉକି କଳା ଓ ବାଣିଜ୍ୟରେ ୧୬୩୪ ଟଙ୍କା ଓ ବିଜ୍ଞାନ
Read More...

ଗାଇସିଲେଟରେ ପୁରୁଷ ବନ୍ଧ୍ୟାକରଣର ସଚେତନତା ରଥ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ଡ଼ାକ୍ତର ଯଶୋବନ୍ତ ମେହେର ଶାଗୁଆ ପତାକା ଦେଖାଇ ପୁରୁଷ ବନ୍ଧ୍ୟାକରଣ ସଚେତନା ରଥକୁ ଉଦ୍‌ଘାଟନ କରିଥିଲେ । ଏହି ରଥ ଗାଇସିଲେଟ ବ୍ଲକର ସମସ୍ତ ଗ୍ରାମକୁ ଯାଇ
Read More...

ସାମୁହିକ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ନରସିଂହ ମନ୍ଦିର ଠାରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ଏଗାର ଜଣ ବ୍ରାହ୍ମଣ ବବୃଙ୍କର ବ୍ରତୋପନୟନ ସଂସ୍କାର ନିଃଶୁଳ୍କ ଭାବରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଦନ ମୋହନ ରଥ ଓ
Read More...

ଯଶୋବନ୍ତ ରଣା ପାଇଲେ ତିଲଜୋଡି ‘ଗୌରବ ସମ୍ମାନ-୨୦୨୧’

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ତିଲଜୋଡି ଗାଁରେ ପ୍ରତି ବର୍ଷ ଅନୁଷ୍ଠିତ ହୁଏ 'ଆମର ତିଲଜୋଡି ବାର୍ଷିକ ଉତ୍ସବ' । ଏହି ବର୍ଷ ୩ୟ ବାର୍ଷିକ ଉତ୍ସବ ପାଳନ କଲେ ତିଲଜୋଡିବାସୀ । ଏହି ବାର୍ଷିକ ଉତ୍ସବରେ ତିଲଜୋଡି ଗାଁର ୧୦ଜଣ ପ୍ରତିଭାଙ୍କୁ 'ଗାଁ ଗୌରବ ସମ୍ମାନ'ରେ
Read More...

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ ଛାତ୍ରଛାତ୍ରୀଙ୍କ ରାଜଧାନୀ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ୧୧ତମ ସର୍ବଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ୨୦ଜଣ ଛାତ୍ରଛାତ୍ରୀମାନେ ଭାଗ ନେବେ ବୋଲି କରାଟେ
Read More...

ବୌଦ୍ଧ ଜିଲ୍ଲା ବଲାସିଙ୍ଗାଠାରେ ବିଜେଡି ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ସୋନପୁର ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଦୁଇ ବିଜେଡି ମନ୍ତ୍ରୀଙ୍କୁ ଜିଲ୍ଲାର ବଲାସିଙ୍ଗାଠାରେ କଳା ପତାକା ପ୍ରଦର୍ଶନ ସହ ଅଣ୍ତା ମାଡ କରାଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ
Read More...

କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ସଭାପତି ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧ ଜିଲ୍ଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିବା ଜଣାଯାଇଛି
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଗାନ୍ଧିନଗରକୁ ହରାଇ ୟଙ୍ଗ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଓସିଏ ଭିଜନ ୨୦୨୪ ଜୁନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଘାଟିତ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚରେ ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ
Read More...

ପ୍ରାଚୀନ ଲୋକନୃତ୍ୟ ସଂଘର ୪ର୍ଥ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ୨୦୧୭ ମସିହାରୁ ତାଳଚେରଠାରେ ପ୍ରତିଷ୍ଠିତ ପ୍ରାଚୀନ ଲୋକନୃତ୍ୟ ସଂଘର ୪ର୍ଥ ବାର୍ଷିକ ଉତ୍ସବ ତଥା ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ପଂଚାୟତ ସମିତି ସଭାଘରଠାରେ ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...