Daily Archives

ମାରୱାଡ଼ି ମହିଳା ଗୋଷ୍ଠୀ ଦ୍ଵାରା ସାମୁହିକ ଏକାଦଶୀ ଉଦ୍ୟାପନ କାର୍ଯ୍ୟକ୍ରମ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ମାରୱାଡ଼ି ମହିଳା ଗୋଷ୍ଠୀର ଅଧ୍ୟକ୍ଷା ଶ୍ରୀମତୀ ନିରୁ ଅଗ୍ରୱାଲଙ୍କ ନେତୃତ୍ୱରେ ସାମୂହିକ ଏକାଦଶୀ ଉଦ୍ୟାପନ କାର୍ଯ୍ୟକ୍ରମ ବଲାଙ୍ଗିରରେ ଉଦଯାପିତ ହୋଇଯାଇଛି । ତେଣୁ ଉଦ୍ୟାପନ୍ ପାଳନ କାର୍ଯ୍ୟକ୍ରମରେ ବାଲାଙ୍ଗିର ସହର ସହ ଭୁବନେଶ୍ୱର, ବରଗଡ,
Read More...

ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ସହର ସ୍ଥିତ ହୋଟେଲ ଜଳାରାମର ସଭା ଗୃହରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସ୍ତମ୍ଭକାର
Read More...

କାର୍ତିକେଶ୍ୱରଙ୍କ ଜନ୍ମ ବାର୍ଷିକ ପୂଜା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ଗ୍ରାମର ଯୁବଗୋଷ୍ଟୀଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଭୁ କାର୍ତିକେଶ୍ୱରଙ୍କ ଜନ୍ମ ଉତ୍ସବ ଅବସରରେ ଘୋରଡିଆ ଗ୍ରାମର ମହାବୀରୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ମ ବାର୍ଷିକ କାର୍ତିକେଶ୍ୱର ପୂଜା ଉତ୍ସବ ମହାସମାରୋହ ରବିବାର ପୂର୍ବାହ୍ନରେ
Read More...

ଡେଲାଙ୍ଗରେ ରାଷ୍ଟ୍ରୀୟ ପ୍ରେସ୍‌ ଦିବସ ପାଳିତ

ଆଚଂଳିକ ଶାନ୍ତି ଓ ବିକାଶ କ୍ଷେତ୍ରରେ ସମ୍ବାଦପତ୍ର ଉତ୍ତରଦାୟିତ୍ୱ ଉପରେ ଆଲୋଚନା ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପ୍ରେସ୍‌ କ୍ଲବ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡଆ ପରିବାର, ଡେଲାଙ୍ଗ ମିଳିତ ଆନୁକୁଲ୍ୟରେ ଜାତୀୟ ପ୍ରେସ୍‌ ଦିବସ୍‌- ୨୦୨୧ ଡେଲାଙ୍ଗ ବ୍ଲକ
Read More...

ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାରୀସାଇଟ୍ ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠରେ ଧରତୀ ଆବା ବୀର ବିର୍ସାମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ବିଦ୍ୟାପୀଠ ପରିସରରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା
Read More...

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୧୬ ନଭେମ୍ବର ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ମହାମାରୀରେ ଗଣ ମାଧ୍ୟମ : ଏକ ନୂତନ ଆହ୍ବାନ' ଶିର୍ଷକ ଆଲୋଚନା ଚକ୍ରରେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୬୩ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ଜାତୀୟ ପ୍ରେସ୍‌ ଦିବସ ଅବସରରେ ବଲାଙ୍ଗିର ଦିନ୍‌ ଆୟୋଜନ କମିଟି ପକ୍ଷରୁ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ପ୍ରେସ୍‌ ଦିବସ ଅବସରରେ ବଲାଙ୍ଗିର ଦିନ୍‌ ଆୟୋଜନ କମିଟି ପକ୍ଷରୁ ସ୍ଥାନୀୟ ଯାଦବ ଭବନଠାରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜନ କମିଟି ଆବାହକ ଜୟକୃଷ୍ଣ ମିଶ୍ରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅର୍ଜ୍ଜୁନ କୁମାର
Read More...

କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଟକର୍ଲାକୁ ପରାସ୍ତ କରି ଚିଚର୍ଲା ଚାମ୍ପିଅନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ସ୍ଥିତ ଚିନାବାଡ଼ି ପଡିଆଠାରେ କର୍ଲାମୁଣ୍ଡା ଫୁଟ୍‌ବଲ୍‌ ଟିମ୍‌ ପକ୍ଷରୁ କର୍ଲମେୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ ଚିଚର୍ଲା ଏବଂ ଟକର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ
Read More...

ତୁଳସୀ ଶତପଥୀଙ୍କ ୮୪ ବୟସରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ ମାଲପଡା ନିବାସୀ ତୁଳସୀ ଶତପଥୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ, ମେଳାପୀ, ସ୍ନେହୀ ମହିଳା ଥିଲେ । କିଛିଦିନ ହେଲା ସିଏ ଅସୁସ୍ଥ ଥିଲେ । ତାଙ୍କର ମୃତ୍ୟୁ ସମୟରେ ବଡ଼ ପୁଅ ଶିବ ଶଙ୍କର, ସାନ ପୁଅ ଉମା
Read More...