Daily Archives

ଲୋଇସିଂହା ବନ ବିଭାଗର ଚଢ଼ାଉ : ବିପୁଳ ପରିମାଣର ଖଇର କାଠ ଜବତ, ୨ ଗିରଫ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବନ ବିଭାଗ ପକ୍ଷରୁ ଆଗଲପୁର ଥାନା ମହାକୁରପାଲି ଗ୍ରାମରେ ଆଜି ଭୋରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଖଇର କାଠ ଜବତ କରାଯାଇଛି । ଏଥିସହିତ ଆଗଲପୁର ଥାନା ନୂଆପାଲି ଗ୍ରାମର ଜଗଦୀଶ ବଡ଼କା ଓ
Read More...

ଭିନ୍ନକ୍ଷମ ତିନି ଭାଇ ଭଉଣୀଙ୍କ ଜମି ହଡପ ମାମଲା : ଖବରଦାତା ସମ୍ମିଳନୀରେ କଲେ ପ୍ରକାଶ

ବଡ ଭଉଣୀର ପୁଅ ଦ୍ୱାରା ହଡପ ଅଭିଯୋଗ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝରଣି ପଂଚାୟତ ରାମୋଡ ଗାଁର ତିନି ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପୈତୃକ ସଂପତ୍ତିକୁ ବଡ ଭଉଣୀର ପୁଅ ଦ୍ୱାରା ଜମି ହଡପ ଅଭିଯୋଗରେ ରବିବାର ଦିନ ଏକ ଖବରଦାତା ସମ୍ମିଳନୀ ରାମୋଡ ଗାଁରେ
Read More...

ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ ପକ୍ଷରୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ଆଉଟ ସୋର୍ସିଂ ୟୁନିଅନ, ବଲାଙ୍ଗିର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଧାନସଭା ଆସନରୁ ପ୍ରତିନିଧିତ୍ଵ କରୁଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ୧୧ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି
Read More...

ସୀତାଙ୍କ ହରଣ ଓ ଜଟାୟୁ ମରଣ : ଏ ବର୍ଷ ପୁଣି ଡା. ରୁଦ୍ର ପଟେଲ ରାବଣ ଭୂମିକାରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବପୁରାତନ ରାମଜୀ ସଂସ୍କୃତି ପରିଷଦର ରାମଲୀଳା ନାଟକ ସପ୍ତମ ଦିନେ ସୀତା ହରଣ ଜଟାୟୁ ମରଣ ଅଭିନୀତ ହୋଇଯାଇଛି । ଗତ ଛଅ ଦିନ ହେଲା ବେଶ୍‌ ଧୁମ୍‌ଧାମରେ ରାମଜୀପଡା ଓ ଜଗନ୍ନାଥପଡା ମନ୍ଦିର ପ୍ରାଙ୍ଗଣରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଥିବା ବେଳେ
Read More...

୬ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ : ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଦେଲେ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହେଉଛି ମରୁଡି ପ୍ରବଣ ଜିଲ୍ଲା । ଜିଲ୍ଲାର ଗ୍ରାମାଂଚଳରେ ମଧ୍ୟ ପାଣିର ଘୋର୍‌ ଅସୁବିଧା ଦେଖାଯାଉଥିବା ବେଳେ ଲୋକେ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ଆଜି ରାଜ୍ୟ କେବିନେଟ ଠାରେ ମୁଖ୍ୟମନ୍ତ୍ରୀ ନବୀନ
Read More...

ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ୱାର୍ଡ ନଂ. ୧୪ ଓ ୧୫ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରସ୍ତାବମାନ ଆଲୋଚନା ମାଧ୍ୟମରେ ଗ୍ରହଣ କରାଯାଇଥିଲା । ଏହି ୱାର୍ଡମାନଙ୍କର ରାସ୍ତାର ଅବନତି ଓ
Read More...

ଝଲପ ମହିମା ସ୍ୱୟଂ ସହାୟକ ଦଳ କଲେ ସଫେଇ ଅଭିଯାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଝଲପ ମହିମା ସ୍ୱୟଂ ସହାୟକ ଦଳର ମହିଳାମାନଙ୍କ ତରଫରୁ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ମହିମା ସ୍ୱୟଂ ସହାୟକ ଦଳର ସଭାନେତ୍ରୀ ସାର୍ଖୁଲା ପୁଟେଲ
Read More...

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ମହାସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଧର୍ମପୀଠ ଠାରେ ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ପଞ୍ଚମ ମହାସଭା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି ହାରାଧନ ସାହୁ ଓ ନିତ୍ୟାନନ୍ଦ ସା'ଙ୍କ
Read More...

ମନ୍ତ୍ରୀ ଓ ସାଂସଦଙ୍କ ଦ୍ଵାରା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳ ୧୦ଟା ୩୦ସମୟରେ ଟିଟିଲାଗଡ ଥାନା ପାର୍ଶ୍ଵରେ ଥିବା ପୁରୁଣା ଗୁଜୁରାତି ସ୍କୁଲ ସ୍ଥାନରେ ଏବେ ଏକ ନୂତନ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା
Read More...

ହାପି ମୋମେଣ୍ଟସର ପ୍ରତିଭା ରତ୍ନ ସମ୍ମାନ ସମାରୋହ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ ଉତ୍କଳ ଦିବସ ପାଳନ ଅବସରରେ ଭୁବନେଶ୍ଵର ଜୟଦେବ ଭବନଠାରେ ପ୍ରତିଭା ରତ୍ନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ୱ ଓ ସଂଯୋଜନାରେ ତଥା ଅଧ୍ୟକ୍ଷ
Read More...