Daily Archives

କଁସିଲ୍ ଗାଁରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ଥିବା ଅଭିଯୋଗ

ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡି) : ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁରେ ଦୀର୍ଘ ୧୫ ଦିନ ହେବ ୭ଟି ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ । ଯାହା ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କଁସିଲ୍‌ ଗ୍ରାମ ପଂଚାୟତର ମୁଖ୍ୟ ସ୍ଥଳ ହୋଇଥିବାରୁ ଆଖପାଖ ଗାଁ ଲୋକେ ମଧ୍ୟ ଦୋକାନ ବଜାର ପାଇଁ ଯିବା
Read More...

କାର୍ ଧକ୍କାରେ ଅଧ୍ୟାପକ ମୃତ

ଖୋର୍ଦ୍ଧା : କାର୍ ଧକ୍କାରେ ଅଧ୍ୟାପକ ମୃତ । ବୋଲଗଡ ଛକଠାରେ ଏକ କାର୍ ଧକ୍କାରେ ପରମାନନ୍ଦ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ପ୍ରଦୀପ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପରମାନନ୍ଦ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ପ୍ରଦୀପ ମିଶ୍ର ଏକ ସ୍କୁଟିରେ ବୋଲଗଡ଼ ବ୍ଲକ
Read More...

ସମଲିଙ୍ଗି ବିବାହ ବିରୁଦ୍ଧରେ ସଚେତନ ନାଗରିକଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକଙ୍କ ତରଫରୁ ସମଲିଙ୍ଗି ବିବାହ ବିରୁଦ୍ଧରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭାରତର ସର୍ବୋଚ୍ଚ ଅଦାଲତରେ ଚାଲିଥିବା ଏହି ବିଷୟକୁ ନେଇ ଦେଶବାସୀ
Read More...

5T ଯୋଜନାରେ ୭ଟି ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟକୁ 5T ଯୋଜନାରେ ବ୍ଲକର ୭ ଗୋଟି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଣ୍ଣାଢ଼୍ୟ ସାମାରୋହର ସଭାରେ ଭାଲୁମୁଣ୍ଡାଠାରେ ଭାଲୁମୁଣ୍ଡା ସରପଞ୍ଚ ରଞ୍ଜିତା ମେହେର,
Read More...

କରଙ୍ଗାକଟା ବନ୍ଧ ସଫା ପାଇଁ ବନ୍ଧ ଆଡିରେ ଧାରଣାରେ ବସିଲେ ବ୍ରାହ୍ମଣପଡାର ମହିଳାମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ପାଖାପାଖି ୨୦ରୁ ଅଧିକ ବନ୍ଧ ଥିବାବେଳେ ଏହା ପୌର ପରିଷଦର ଅନ୍ତର୍ଗତ । କିନ୍ତୁ ବଡ ଦୁର୍ଭାଗ୍ୟର କଥା ଯେ, ଏହି ୨୦ରୁ ଅଧିକ ବନ୍ଧ ରକ୍ଷଣାବେକ୍ଷଣ ଅଭାବରୁ ଅପରିଷ୍କାର ହୋଇ ପଡିବା ସହ ବନ୍ଧ ଚାରି ଆଡେ ପଦ୍ମପତ୍ର ଭର୍ତ୍ତି ହୋଇଯାଇଛି ।
Read More...

କୁମୁଡ଼ାରୁ କତରକେଲା କେନାଲ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ଖାସ କରି ଗମନାଗମନ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ପଛ ପଟେ ଯାଇଥିବା କୁମୁଡ଼ା ଠାରୁ କତରକେଲା ଯାଏଁ ରାସ୍ତା ଅବସ୍ଥା
Read More...

ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଯୋଗ ପତ୍ର ରଖିବାକୁ ନାରାଜ : ସାମ୍ବାଦିକ ମନୋଜ ଜୈନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରାରେ ସରକାରୀ ଜାଗାକୁ ବହୁ ବ୍ୟକ୍ତି ଜବରଦଖଲ କରି ନିଜ କବଜାରେ ରଖିଥିବା ବେଳେ ସାମ୍ବାଦିକ ମନୋଜ ଜୈନଙ୍କୁ ଭୟଭିତ କରିବା ପାଇଁ ତୁଷୁରା ଏନ୍‌ଏସି ପ୍ରଶାସନ ପକ୍ଷରୁ ଗୁରୁବାର ଏକ ନୋଟିସ କରାଯାଇଥିଲା । ଶ୍ରୀ ଜୈନ ତାର ପ୍ରତିଉତ୍ତର ଲିଖିତ ଦେବାକୁ
Read More...

ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ପଞ୍ଚାୟତର ଝରଣୀ ଗ୍ରାମ ମିଶନ ଶକ୍ତି କାର୍ଯ୍ୟଳୟ ସମ୍ମୁଖରେ ଗତ ସୋମବାର ଦିନ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ
Read More...

କିଛି ମୁଷ୍ଟିମେୟ ବ୍ୟକ୍ତି ଦଳରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି : ଲୋଇସିଂହା ବିଜେଡି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ମଧ୍ୟରେ କୌଣସି ଫାଟ ନାହିଁ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମୀ ଏକଜୁଟ ହୋଇ ଦଳ ପାଇଁ କାମ କରୁଛନ୍ତି । କିଛି ମୁଷ୍ଟିମେୟ ବ୍ୟକ୍ତି ଦଳକୁ ବଦନାମ
Read More...

୧୨ ଦଫା ଦାବୀ ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମ୍‌ ଆଦମୀ ପାର୍ଟି ତରଫରୁ ଗଣଧାରଣା

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏନ୍ଏସିରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ୧୨ ଦଫା ଦାବୀ ନେଇ ଗତକାଲି ବୁଧବାର ଦିନ ଆମ୍‌ ଆଦମୀ ପାର୍ଟି ତରଫରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ଘେରାଉ କରି
Read More...