Daily Archives

ନାବାଳକଙ୍କୁ ଗାଡି ଚାଳନାରୁ ନିବୃତ କରିବାକୁ ଅଭିଭାବକମାନଙ୍କୁ ପରିବହନ ବିଭାଗ ତରଫରୁ ପରାମର୍ଶ

ନାବାଳକଙ୍କ ଗାଡି ଚାଳନା ଉଭୟ ଧନ ଓ ଜୀବନ ପ୍ରତି ବିପଦଆଜି ପାଞ୍ଚ ଜଣ ନାବାଳକଙ୍କ ଠାରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟସନ୍ଧ୍ୟା ସୁଦ୍ଧା ୪୩ ଜଣ ଆଇନ ଖିଲାପକାରୀ ଗାଡି ଚାଳକଙ୍କୁ ଜୋରିମାନା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ
Read More...

ଅବସରପ୍ରାପ୍ତ ସୈନିକ ତ୍ରିନାଥ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ ତିଗିରିଆ ଗ୍ରାମର ଅବସରପ୍ରାପ୍ତ ସୈନିକ ତ୍ରିନାଥ ସାମନ୍ତରାୟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଦୀର୍ଘ ୨୫ ବର୍ଷ ବିଏସ୍‌ଏଫ୍‌ରେ
Read More...

ଗରିମା ଅନୁଷ୍ଠାନର ଓଡିଶା ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ତରଫରୁ ସ୍ଥାନୀୟ ସିଭିକ ସେଣ୍ଟରଠାରେ ପଞ୍ଚମ ଓଡିଶା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ନକଲି ସାର୍ଟିଫିକେଟ୍‌ର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ୍‌ ମାମଲାରେ କ୍ରାଇମବ୍ରାଞ୍ଚ ଆହୁରି ତଥ୍ୟ ଖୋଜୁଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆହୁରି ବଳିଷ୍ଠ କରିବାରେ ଲାଗିଛି । ଏହି କ୍ରମରେ ଆଜି କ୍ରାଇମବ୍ରାଞ୍ଚ ଦଳ ରିଲାଏନ୍ସ ଏଜୁକେସନ୍‌ କମ୍‌ପ୍ଲେକ୍ସର ମାଲିକ ତଥା ଏହି ଘଟଣାର ମାଷ୍ଟର
Read More...

ତୁଜୁଙ୍ଗ ଗ୍ରାମରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ : ସୀତା ଚୋରି ମଞ୍ଚସ୍ଥ

ମ.ରାମପୁର, (ହେମନ୍ତ ସାହୁ): ୧୯୬୭ ମସିହାରୁ ତୁଜୁଙ୍ଗ ଗ୍ରାମରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇ ଆସୁଛି । ମହୋତ୍ସବର ଦ୍ୱିତୀୟ ଦିନରେ ମଞ୍ଚରେ ଅରଣ୍ୟକାଣ୍ଡର ଖର-ଦୁଶଣ-ତ୍ରିଶୀରା ବଧ, ସୂର୍ପଣଖା ନାସା-କର୍ଣ୍ଣ ଛେଦନ ଏବଂ ସୀତା ଚୋରି ନାଟକ ପରିବେଷଣ ହୋଇଥିଲା ।
Read More...

ବଲାଙ୍ଗିର ସହରର ବୁଲା କୁକୁରମାନଙ୍କ ସୁରକ୍ଷା ଓ ଯତ୍ନ ପୂର୍ବକ ବଲାଙ୍ଗିର ପଶୁ ଚିକିତ୍ସାଳୟଠାରେ ନିର୍ମାଣ ହେଉଛି ପଶୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବୁଲା କୁକୁରମାନଙ୍କ ସୁରକ୍ଷା ଓ ଯତ୍ନ ପୂର୍ବକ ବଲାଙ୍ଗିର ପଶୁ ଚିକିତ୍ସାଳୟଠାରେ ପଶୁ ସୁରକ୍ଷା ଗୃହ ନିର୍ମାଣ ହେଉଥିବା ଜଣାପଡିଛି । ଗତ ଜାନୁଆରୀ ଶେଷ ଆଡକୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ସ୍ଥାନ ନିରୂପଣ କରାଯାଇ ଆରମ୍ଭ ହୋଇଥିଲା
Read More...

ଜ୍ଞାନ ବିକାଶ କେନ୍ଦ୍ର ଦ୍ୱାରା ରାଉରକେଲା କବିମାନେ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବୌଦ୍ଧ ମାଟିରେ ଆତ୍ମ ପ୍ରକାଶ କରିଥିବା ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପତ୍ରିକା "'ଜ୍ଞାନ ପ୍ରକାଶ"ର ସପ୍ତମ ବାର୍ଷିକ ଉତ୍ସବରେ କବି ସୁଶାନ୍ତ କୁମାର ନାୟକଙ୍କୁ "ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୩" ସମ୍ମାନରେ ସମ୍ବର୍ଦ୍ଧିତ କରିଥିବା ବେଳେ
Read More...

ଆଜିଠାରୁ ଆରମ୍ଭ ହୋଇଛି ଆଇଟିଏଫ୍ ଏସିଆ-୧୪ ବର୍ଷରୁ କମ୍ ଡେଭେଲପମେଣ୍ଟ ଚାମ୍ପିୟନସିପ୍ ଫାଇନାନ୍ସ ଟେନିସ୍ ପ୍ରତିଯୋଗିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ରୀଡା ଭିତ୍ତିଭୂମି ପାଇଁ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଆଇଟିଏଫ୍ ଏସିଆ-୧୪ ବର୍ଷରୁ କମ୍ ଡେଭେଲପମେଣ୍ଟ ଚାମ୍ପିୟନସିପ୍ ଫାଇନାନ୍ସ ଟେନିସ୍ ପ୍ରତିଯୋଗିତା । ଏଥିରେ ଅଂଶଗ୍ରହଣ କରିବେ ୧୪ଟି ଦେଶର ଖେଳାଳି । ନୂତନ ଭାବେ ନିର୍ମିତ
Read More...

‘ଆମ ରାଉରକେଲା’ ଉପରେ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନନ୍ତ ଉଦୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଉରକେଲାର ସିଭିକ ସେଣ୍ଟରଠାରେ 'ଆମ ରାଉରକେଲା' ଉପରେ ଆଲୋଚନାଚକ୍ର, ବକ୍ତୃତା, ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବର ପ୍ରଥମ ସୋପାନରେ 'ଆମ ରାଉରକେଲା' ଉପରେ ଏକ ଆଲୋଚନାଚକ୍ର
Read More...

ସ୍ବାଧୀନତା ସଂଗ୍ରାମୀ ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ବାଧୀନତା ସଂଗ୍ରାମୀ ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ପୂର୍ବାହ୍ନରେ ୟୁନିଟ୍-୯ ସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ରଣପୁର
Read More...