Daily Archives

ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦାର ମହିଳାମାନେ ସାମୁହିକ ଭାବେ ଚୈତ୍ର ମାସର ଶେଷ ମଙ୍ଗଳବାର ବ୍ରତ ବିଧିପୂର୍ବକ ପାଳନ କରିଥିଲେ । ସମାଜସେବୀ ରିତା ସାମଲଙ୍କ ନେତୃତ୍ୱରେ ରୁବି ନାୟକ, ଶୋଭା ମହାନ୍ତି, ବନ୍ଦନା, ମମତା, ସରସ୍ୱତୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ
Read More...

ଚଳିତ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ ହେବ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଚଳିତ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଳନ ହେବ । ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଠକ @DC_Odisha ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍
Read More...

ନଦୀରେ ବୁଡି ୩ ମୃତ

ଭଦ୍ରକ : ଭଦ୍ରକ ବ୍ଲକ ନାଳିଆ ନଦୀ ହରିପୁର ଘାଟରେ ମଙ୍ଗଳବାର ଗାଧୋଉଥିବା ବେଳେ ୩ ଜଣ ଯୁବକ ବୁଡିଯାଇଥିବା ସୂଚନା ମିଳିଛି । ସେମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ହରିପୁର ଗ୍ରାମର ପ୍ରଣୟ ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା । ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି
Read More...

ଭୋଗରାଇ ମୋ ପରିବାର ପକ୍ଷରୁ ଉତ୍କଳ ଦିବସରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦୁଡପଳ ଗ୍ରାମ ପଞ୍ଚାୟତର ଅଧିନସ୍ଥ ବାହାର୍ଦ୍ଦାଠାରେ ଭୋଗରାଇ ମୋ ପରିବାର ଟ୍ରଷ୍ଟ ପକ୍ଷରୁ ୮୮ତମ ପବିତ୍ର ଉତ୍କଳ ଦିବସ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଦୁଡ଼ପଳ ଗ୍ରାମ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ଅନାଦି
Read More...

ବେଳାମାର୍ଗରେ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

କୋଣାର୍କ : ପୁରୀ-କୋଣାର୍କ ବେଳାମାର୍ଗରେ ଏକ କାର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପର୍ଯ୍ୟଟକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ପୁରୀରୁ ଏକ କାରରେ ପର୍ଯ୍ୟଟକମାନେ କୋଣାର୍କ ବୁଲିବାକୁ ଆସୁଥିବା ବେଳେ ବେଳାମାର୍ଗ ଇକୋ ରିଟ୍ରିଟ ନିକଟରେ କାରଟି ଓଲଟି ପଡିଥିଲା । ଫଳରେ କାର
Read More...

ଓଦା ଶୁଖିଲା ପଦ୍ଧତିରେ ଧାନ ଚାଷ ସମ୍ବନ୍ଧରେ ତାଲିମ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସିଆଲଖଣ୍ଡହତା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ମହାଶକ୍ତି ଫାଉଣ୍ଡେସନ ଓ କୋର୍ କାର୍ବନ୍ ଏକ୍ସ୍ ସୋଲୁସନ୍ ପ୍ରାଇଭେଟ୍ ଲିମିଟେଡ (ସିସିଏକ୍ସ)ର ମିଳିତ ଆନୁକୂଲ୍ୟରେ ଓଦା ସୁଖିଲା ପଦ୍ଧତିରେ ଧାନ
Read More...

କବି ସୁଶାନ୍ତ କୁମାର ନାୟକ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱପ୍ନକୁ ସାକାର କରିବାକୁ, ମନ, ପ୍ରାଣ, ଧୈର୍ଯ୍ୟ, ଇଚ୍ଛାଶକ୍ତିକୁ ଏକାକାର କରିବା ସହିତ କଠୋର ସାଧନା କରିବାକୁ ପଡିଥାଏ । ଯାହା କବି ସୁଶାନ୍ତ କୁମାର ନାୟକ କରି ଦେଖାଇଛନ୍ତି । ସୁଦୂର ବୌଦ୍ଧ ମାଟିରେ ଆତ୍ମ ପ୍ରକାଶ କରିଥିବା ଶିକ୍ଷା, ସାହିତ୍ୟ ଓ
Read More...

ସୀମାନ୍ତରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ଛତିଶଗଡରେ ମାଓବାଦୀଙ୍କୁ ଶକ୍ତ ଝଟ୍‌କା ଲାଗିଛି । ସୋମବାର ସିଆରପିଏଫ୍‌ର ଦାନ୍ତୱୋଡା ଡେପୁଟି ରେଞ୍ଜର କମଳାଲୋଚନ କଶ୍ୟପ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଅଞ୍ଜାନେୟ ଭର୍ସନିଙ୍କ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି ।
Read More...

ଶ୍ରୀମନ୍ଦିର ସମ୍ମୁଖରେ ରଥଯାତ୍ରା ନେଇ ଅନୁଧ୍ୟାନ କଲେ ପୁରୀ ଏସ୍‌ପି

ପୁରୀ : ରଥଯାତ୍ରାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ପୁରୀ ଏସ୍‌ପି କେ. ବିଶାଲ ସିଂ । ୨୩ ଅକ୍ଷୟ ତୃତୀୟା, ଜୁନ୍ ୪ ସ୍ନାନ ପୂର୍ଣ୍ଣିମା, ଜୁନ୍ ୨୦ ରଥଯାତ୍ରା, ବାହୁଡା ଯାତ୍ରା ୨୮, ସୁନାବେଶ ୨୯, ଜୁଲାଇ ୧ ନିଳାଦ୍ରୀ ବିଜେ । ଜୁନ ରଥଯାତ୍ରାକୁ ଆଉ ୭୭ ଦିନ ବାକି ରହିଥିବା
Read More...

କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣା : ୪ ଅଭିଯୁକ୍ତ ଗିରଫ

କଟକ : କ୍ରିକେଟ୍ ଖେଳକୁ ନେଇ ଚୌଦ୍ୱାରରେ ବିଭତ୍ସ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ସମ୍ପର୍କରେ ଏମାନଙ୍କୁ ଚୌଦ୍ୱାର ଥାନାରେ ପଚରାଉଚରା କରାଯାଇ ଗିରଫ ୪ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ,
Read More...