Daily Archives

ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବ୍ରାହ୍ମଣ ସମାଜ ପକ୍ଷରୁ ଶନିବାର ଦିନ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ବ୍ରାହ୍ମଣ ସମାଜ ଭବନରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ଯୁବା ସଂଘ ଦ୍ୱାରା ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳନ ଅବସରରେ ଗୁରୁବାର
Read More...

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଆନୁକୂଲ୍ୟରେ ସିଭିଲ ସର୍ଭିସ ଦିବସ ପାଳିତ

ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନସମାଜରେ ପରିବର୍ତ୍ତନ ଆଣିବା ପାଇଁ ‘ଟ୍ରାନ୍ସଫର୍ମେଟିଭ ଗଭର୍ଣ୍ଣେନ୍ସ’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକଡେମୀ ପକ୍ଷରୁ ଗତକାଲି ଅପରାହ୍ଣରେ ଲୋକସେବା ଭବନ ସ୍ଥିତ କନଭେନ୍ସନ୍‌ ସେଣ୍ଟର
Read More...

ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗିକରଣ ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗିକରଣ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହା ଗତ ୨୦ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଏଏଫ୍‌ସିସିକୁ ହରାଇ ତୁଷାର ରୟାଲ ଚମ୍ପିୟାନ

ବଲାଙ୍ଗିର, (ଦେବାଷିଶ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନ୍ତିମ ଦିବସର ଫାଇନାଲ ମ୍ୟାଚ୍‌ଟି ତୁଷାର ରୟାଲ ଦଳ ଓ ଏଏଫ୍‌ସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଏଫ୍‌ସିସି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ
Read More...

ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ ବିଶ୍ୱାଳ, ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ୱର/ସାକ୍ଷୀଗୋପାଳ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ଶନିବାର ଅପରାହ୍ନ ସାଢ଼େ ୨ଟାରେ ଶେଷକୃତ୍ୟ ସଂପନ୍ନ ହୋଇଛନ୍ତି । ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସେନା ଅଧିକାରୀ ଓ ସ୍ଥାନୀୟ
Read More...

ବାଇକ୍‌ ଉପରେ ମାଡିଗଲା ଟ୍ରକ୍, ୨ ମୃତ

ତାଳଚେର : ତାଳଚେର ବାଙ୍କଧରା ଲେବଲ କ୍ରସିଂ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗୋଡିବନ୍ଧର ଏମ.ଡି ଆସିଫ ଏବଂ ତାଙ୍କର ୩ ବର୍ଷର ପୁଅ । ତେବେ ଏହି ଦୁର୍ଘଟଣାରେ ତାଙ୍କ ଭଣଜା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ
Read More...

ଭାରସାମ୍ୟ ହରାଇ ଡ୍ରେନ୍‌ ଉପରେ ଚଢିଗଲା ହାଇୱା, ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର : ବ୍ୟବସାୟୀ ଗୁରୁତର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସ୍‌ଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ୍‌ ଉପରକୁ ଏକ ହାଇୱା ନଂ. ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଡ୍ରେନ୍‌ ଉପରକୁ ଚଢିଯାଇଛି । ଫଳରେ ଡ୍ରେନ୍‌ ଉପରେ ଫୁଟ୍‌ପାଥରେ
Read More...

ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟଙ୍କ ଦ୍ୱାରା ପରିବା ବିକାଳିଙ୍କୁ ଛତା, ଚପଲ ଓ ଥଣ୍ଡା ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଶନିବାର ଦିନ ସକାଳୁ ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟଙ୍କ ଦ୍ୱାରା ଖରା ଦାଉରୁ ରକ୍ଷା ପାଇବା ପାଇଁ ଥାନା ସମ୍ମୁଖରେ ବିକୁଥିବା ପରିବା ବିକାଳିଙ୍କୁ ଛତା, ଚପଲ ଓ ଥଣ୍ଡା ବଣ୍ଟନ କରାଯାଇଥିଲା । ଏହି ସେବା କାର୍ଯ୍ୟ
Read More...

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସହିଦ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାମ୍ମୁକାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ମାଡ଼ରେ ସେନାର ଏକ ଗାଡି ଜଳିଯାଇଥିବା ବେଳେ ଏଥିରେ ଥିବା ୫ ଜଣ ଯବାନ ସହିଦ ହେବା ସହ ଜଣେ ଯବାନ ଗୁରୁତ୍ୱର ଆହତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ବୀର ଯବାନ ଦେବାଶିଷ
Read More...

ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରୁ ମିଳିଛି ଜଣେ କୁନି ନାବାଳକ, ଜାଣିଥିଲେ ସହଯୋଗ କରିବାକୁ ଅନୁରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରୁ ମିଳିଛି ଜଣେ କୁନି ନାବାଳକ । କେଉଁ ଆଡୁ ନିଖୋଜ ହୋଇ ଏଠାକୁ ଚାଲିଆସିଛି । ପିଲାଟିର ନାମ ଆଦିତ୍ୟ ପାତ୍ର, ପିତାଙ୍କ ନାମ ମହାବୀର ପାତ୍ର, ବ୍ରହ୍ମପୁର ରେଳ ଷ୍ଟେସନ ଅଞ୍ଚଳ ବୋଲି ନାବାଳକଟି କହୁଛି ।
Read More...