Daily Archives

ୱେଷ୍ଟ ଜୋନ୍‌ ଟାଇକଣ୍ଡୋ ଚାମ୍ପିୟନସିପ୍‌ରେ ବଲାଙ୍ଗିରକୁ ୧୩ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବରଗଡର ଗଣପତି ଭିଲ୍ଲାଠାରେ ଦ୍ୱିତୀୟ ୱେଷ୍ଟ ଜୋନ୍‌ ଟାଇକଣ୍ଡୋ ଚାମ୍ପିୟନସିପ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ୧୩ ଜଣିଆ ଦଳ ଭାଗ ନେଇ ସଫଳତା ହାସଲ କରିଥିବା ବଲାଙ୍ଗିର ଜିଲ୍ଲା
Read More...

କଳା ଶିକ୍ଷକ ନିଯୁକ୍ତିରେ ସ୍ଥାନୀୟ ନିଯୁକ୍ତି ଦାବୀ କଲା ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିରରେ କଳା ଶିକ୍ଷକ ନିଯୁକ୍ତିକୁ ସ୍ଥାନୀୟ ଆବେଦନକାରୀଙ୍କୁ ଆଗ୍ରାଧିକାର ଦେଇ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ
Read More...

ବ୍ୟବସାୟୀଙ୍କ ମନମୂଖୀ କାର୍ଯ୍ୟରେ ଜନସାଧାରଣଙ୍କ ଅସନ୍ତୋଷ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ୍ବାଗାନ ନିକଟସ୍ଥ ପୂର୍ବରୁ ଥିବା ଦୀପକ ସିନେମା ହଲ୍‌କୁ ଜନୈକ ବ୍ୟବସାୟୀ ନେବା ପରେ ଏହାକୁ ଏକ ମଲ୍ ରୂପେ ରୂପଦେବାକୁ ଚେଷ୍ଟା କରୁଛନ୍ତି । ତେବେ ବ୍ୟବସାୟୀଙ୍କ ନିର୍ଦ୍ଦେଶରେ ଦୀର୍ଘ ପଚାଶ ଦଶନ୍ଧିରୁ ଉର୍ଦ୍ଧ୍ବ ଶ୍ରୀଗୁଣ୍ଡିଚା ମନ୍ଦିର ପଛପାଖ ଓ
Read More...

ବଲାଙ୍ଗିରରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ

ମ୍ୟାଲେରିଆ ନିରାକରଣ ସକାଶେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ
Read More...

କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ହିଆଁଲ ପଂଚାୟତ ମାଲପାମୁଣ୍ଡା ଗାଁ ରାସ୍ତାରେ ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଘଟଣାର ସାକ୍ଷ୍ୟ ପ୍ରମାଣ ପରେ ମଙ୍ଗଲବାର କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ
Read More...

ଭୀମଭୋଇ ମେଡିକାଲରେ ନିୟାମକ ମଣ୍ଡଳୀ ବୈଠକ

ସ୍ୱତନ୍ତ୍ର କର୍କଟ ଡାକ୍ତରଖାନା ହେବ ନିର୍ମାଣଅଗଷ୍ଟ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମେଡିକାଲପିଜି କ୍ଲାସ ଖୋଲିବା ପାଇଁ ଆନୁସଙ୍ଗିକ ପ୍ରସ୍ତୁତିଅନୁପସ୍ଥିତ ଡାକ୍ତରଙ୍କ ଉପରେ ହେବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ
Read More...

ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ

ହିଆଁଲ ସରକାରୀ ଉନ୍ନୀତ ହାଇସ୍କୁଲର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବୀ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ପଂଚାୟତ ସଦର ମହକୁମାରେ ରହିଛି ସରକାରୀ ଉନ୍ନୀତ ହାଇସ୍କୁଲ । ଏହି ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ରହିଛି ମାତ୍ର ୫ଟି
Read More...

ଗୁରୁଙ୍କ ନାମରେ କଳଙ୍କ : ପୃଥ୍ୱୀରାଜ ହାଇସ୍କୁଲର କ୍ରୀଡା ଶିକ୍ଷକ ସୌରଭ ପଧାନଙ୍କ ନାମରେ ପ୍ରେମ ପ୍ରତାରଣା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଗୁରୁଙ୍କ ନାମରେ କଳଙ୍କ । ଏଭଳି ଏକ ଖବର ବଲାଙ୍ଗିର ସହରରେ ଚହଳ ସୃଷ୍ଟି କରିଛି । ଛାତ୍ରଛାତ୍ରୀଙ୍କୁ ସଂସ୍କାର ପ୍ରଦାନ କରିବା ଓ ସେମାନଙ୍କ ଚରିତ୍ର ଗଠନର ଗୁରୁ ଦାୟିତ୍ୱ ବହନ କରୁଥିବା ଶିକ୍ଷକଙ୍କ ଯଦି ଚରିତ୍ର କଳଂକିତ ହୁଏ, ତେବେ କଥା ସରିଲା । ଏଭଳି
Read More...

ଜିଲ୍ଲାସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

ମଇ ମାସ ୨୬ ତାରିଖରୁ ରବି ଧାନ କ୍ରୟ ଆରମ୍ଭ ହେବ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ
Read More...

ଗୋଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ଜବତ

ଗୋଛାପଡା : କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଦ୍ଵାରା ଗଞ୍ଜେଇ ବିରୋଧୀ ଅଭିଯାନ ଜାରି ରହିଛି । ଆଜି ୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଗୋଛାପଡା ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ କଟ୍ରିଙ୍ଗିଆ ପଂଚାୟତ ଅଧୀନସ୍ଥ ବଗାଲି ଗାଁ
Read More...