Daily Archives

ବୈଶାଖୀ ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବୈଶାଖ ମାସରେ ପ୍ରତ୍ୟେକ ଓଡ଼ିଆ ତାଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ସମ୍ମାନ ଜଣାଇ ବୃକ୍ଷ ରୋପଣ କରିବା ଉଚିତ । ନିଜେ ମହାପ୍ରଭୁ ଦାରୁରେ ଜୀବନ୍ୟାସ ପାଇ ଥିବାରୁ ତାଙ୍କର ଅନ୍ୟତମ ନାମ ଦାରୁବ୍ରହ୍ମ । ଜଗତର କଲ୍ୟାଣ ପାଇଁ ଏବଂ ପରିବେଶ ସନ୍ତୁଳନ
Read More...

ଭୀମ ଭୋଇ ମେଡିକାଲ କଲେଜର ନୂତନ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସ୍ଥାନକୁ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନେଇ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେବା ସହ ରୋଗୀଙ୍କ ପାଇଁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ନୂତନ ହସ୍ପିଟାଲ ନିର୍ମାଣ କରୁଛନ୍ତି । ତେବେ ନିର୍ମାଣ ହେଉଥିବା
Read More...

ଜରାସିଂହାରେ ରାମଲୀଳା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ରାମଲୀଳା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଜରାସିଂହା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଭଜନ କଳା ମଣ୍ଡପରେ ୧୭ଦିନ ଧରି ହେଉଥିବା ନାଟକରେ ରବିବାର ରାବଣ ବଧ ସହ ପୁଷ୍ପା ଭିସେକ୍ କରାଗଲା ଓ ଗ୍ରାମ ପରିକ୍ରମା କରାଯାଇଥିଲା । ଏହାକୁ
Read More...

ଯୋଗୀସର୍ଡା ରାମଲୀଳା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଦଧିବାମନ ରାମଲୀଳା ଉଦ୍‌ଯାପିତ ହୋଇଯାଇଛି । ଗତ ମାର୍ଚ୍ଚ ୩୦ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଭୁ ରାମଚନ୍ଦ୍ରଙ୍କ କଥାମୃତ ନାଟକ ଜରିଆରେ ପରିବେଷିତ ହୋଇଥିଲା । ଗତ ୧୯୩୧ ମସିହାରୁ ଗ୍ରାମର ଦଧିବାମନ
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ପୋର୍ଟସ ଲଭର ତଥା ପଶ୍ଚିମ ଓଡିଶାର ଜଣେ ସୁପରିଚିତ
Read More...

ସାନମୂଲା ଗାଁରେ ସ୍ୱାଭିମାନ ବିଚାର ମଞ୍ଚ ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ସାନମୁଲା ଗ୍ରାମର ପୁଟେଲ ନର୍ସରୀଠାରେ "ସ୍ୱାଭିମାନ ବିଚାର ମଞ୍ଚ" ଅନୁଷ୍ଠାନ ଆନୁକୂଲ୍ୟରେ ଏକ ଖୋଲା ଜନମଞ୍ଚ (ବିଚାର ସଭା) ଅନୁଷ୍ଠିତ ହୋଇଥିଲା । ହୃଷିକେଶ
Read More...

ରାଜୀବନଗରରୁ ବେଆଇନ ଭାବେ ଦେଶୀ ପିସ୍ତଲ ଓ ଭୁଜାଲି ଦେଖାଉଥିବା ଯୁବକଙ୍କୁ ଗିରଫ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ ଭାବେ ଦେଶୀ ପିସ୍ତଲ ଓ ଭୁଜାଲି ଦେଖାଇ ଆଖପାଖ ଲୋକଙ୍କୁ ଭୟଭୀତ କରୁଥିବା ଜଣେ ଯୁବକଙ୍କୁ ଆଜି ବଲାଙ୍ଗିର ଟାଉନ ପୋଲିସ ଗିରଫ କରିଥିବା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହରର ରାଜୀବନଗର ନିବାସୀ ଆଲୋକ ଓରଫ
Read More...

ସହଯୋଗ ଫାଉଣ୍ଡେସନର ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ନରସିଂହ

ସେବା ପରମଧର୍ମ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେବା ପରମଧର୍ମ । ସେବା ଭୋଗୀ ସେବା ପାଇ ଯେତିକି ଆସ୍ୱସ୍ତ ଅନୁଭବ କରେ, ସେବା କରିକି ସେବାକାରୀ ତାଠୁ ଅଧିକ ଆତ୍ମ ତୃପ୍ତି ପାଏ । ବିଭିନ୍ନ ସରକାରୀ ବେସରକାରୀ ବ୍ୟବସ୍ଥା ସତ୍ୱେ ଅନେକେ ଦୁଃଖ ଦରିଦ୍ରତାରେ କାଳାତିପାତ
Read More...

ରକ୍ତଦାନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମ ପଞ୍ଚୟତର ଅଭ୍ୟର୍ଥନା ଗୃହଠାରେ ଫ୍ରେଣ୍ଡ ଏ ହୋପ ଅନୁଷ୍ଠାନ ଏବଂ କୋଶଳ ସେନା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଯେଉଁଥିରେ ପଦ୍ମପୁର ରକ୍ତ ଭଣ୍ଡାରର ଅଧିକାରୀ ସଂଗ୍ରାମ ମିଶ୍ର ଏବଂ ତାଙ୍କ ଟିମ୍
Read More...

ବରଗଡ଼ର ବିଶିଷ୍ଠ ବ୍ୟବସାୟୀ ଭୁବନଲାଲ ଅଗ୍ରୱାଲଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ୱାର୍ଡ ନମ୍ବର ୮ ସ୍ଥିତ ମିଲନବିହାର ବାସିନ୍ଦା ଭୁବନଲାଲ ଅଗ୍ରୱାଲଙ୍କର ୭୪ ବର୍ଷ ବୟସରେ ନିଧନ ହୋଇଯାଇଛି । ସେ ଗତ ଏକ ମାସରୁ ଅଧିକ ହେବ ବୋନ୍‌ମେରୁ ରୋଗରେ ପୀଡିତ ଥିଲେ । ପ୍ରଥମେ ତାଙ୍କର ଚିକିତ୍ସା ରାଇପୁର ସ୍ଥିତ ଏମ୍ସ ଚିକିତ୍ସାଳୟରେ
Read More...