Daily Archives

ସୁପ୍ରିମଟାକ୍ସ ନର୍ସିଂ କଲେଜର ଦ୍ୱିତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଜ୍ୟୋତିନଗର ଲାଲ୍‌ଟିକ୍ରା ଛକ ସୁପ୍ରିମ୍‌ଟାକ୍ସ ନର୍ସିଂ କଲେଜର ଦ୍ୱିତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ୬୫ ଜଣ ଛାତ୍ରଛାତ୍ରୀ ଶପଥ ନେଇଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡିତା ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୀଡିତା ସହାୟତା ଯୋଜନା କମିଟିର ଏକ ବୈଠକ ତା.୧୩/୦୪/୨୦୨୩ ରିଖରେ ମାନନୀୟ ଜିଲ୍ଲା ନ୍ୟାୟାଧିଶ-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଶହୀଦ ଟୋପେଶ୍ୱର ଭୁଏଙ୍କ ଦ୍ୱିତୀୟ ତିରୋଧାନ ଦିବସ

ବରଗଡ, (ନିରୋଜ କୁମାର ପାଣୀ) : ଭଟଲି ବ୍ଲକ ନୂଆଗଡ ଗ୍ରାମର ବୀରପୁତ୍ର ଶହୀଦ ଟୋପେଶ୍ୱର ଭୁଏଙ୍କ ଦ୍ୱିତୀୟ ଶହୀଦ ବାର୍ଷିକୀ ଆଜି ତାଙ୍କର ଜନ୍ମ ମାଟି ନୂଆଗଡ ଗ୍ରାମରେ ପାଳିତ ହୋଇଯାଇଛି । ୨୦୨୧ରେ ଟୋପେଶ୍ୱର ଜମ୍ମୁ ଉଧମପୁରର ରୋଜେରୀଠାରେ ସେନାର ଗାଡି ବିସ୍ପୋରଣରେ ପ୍ରାଣ ହରାଇଥିଲେ । ମା'
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ପାଳିତ ହୋଇଯାଇଛି । ଏହି ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଡେପୁଟି କଲେକ୍ଟର ହିତାଂଶୁ
Read More...

ମହିଳା ବିଜେଡି ତରଫରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ବିଜେଡି ତରଫରୁ ଡିଏଭି ଛକଠାରେ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପରାମର୍ଶ ଓ ପ୍ରାକ୍ତନ ପୌରାଧ୍ୟକ୍ଷା ରଶ୍ମିବାଳା ମିଶ୍ର ତଥା ରାଉରକେଲା ମହିଳା ବିଜେଡି
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ

ଉତ୍ତମ ସମନ୍ଵୟ ମାଧ୍ୟମରେ ଯୋଜନା ଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁଙ୍କ
Read More...

ଯୁବ କୁଲୁତା ସମାଜ ତରଫରୁ ଓଆର୍‌ଏସ୍‌ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଓପିଡି ୱାର୍ଡରେ ଓଆର୍‌ଏସ୍‌ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀ ତଥା ସାଧାରଣ ଲୋକଙ୍କ ପାଇଁ ଓଆର୍‌ଏସ୍‌ ଓ ଥଣ୍ଡା ପାଣି
Read More...

ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (୫ ଖାରବେଲ ନାଗର)ର ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଆବାହନ ଓ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ଘ.୧୧ରୁ ଅପରାହ୍ନ ଘ.୧ ମଧ୍ୟରେ ଜନ କଲ୍ୟାଣ ମଣ୍ଡପ, ବଲାଙ୍ଗିରଠାରେ ମୁଖ୍ୟ ଅତିଥି ଲୋକପାଳ, ବଲାଙ୍ଗିର ସଚ୍ଚିତାନନ୍ଦ
Read More...

ବିପଦରେ ବାରପାହାଡ ରିଜର୍ଭ ଜଙ୍ଗଲ

ସପ୍ତାହେ ହେଲା ନିଆଁରେ ଶହ ଶହ ହେକ୍ଟର ଜଙ୍ଗଲ ପୋଡିଲା, ଜଙ୍ଗଲ ବିଭାଗ ଚେଇଁ ଶୋଇଛି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୀମାନ୍ତରୁ ସୋନପୁର ଜିଲ୍ଲାର ତରଭା ବ୍ଲକ ଓ ସୋନପୁର ବ୍ଲକ ଅଞ୍ଚଳକୁ ଲମ୍ବିଥିବା ୧୦୨ ବର୍ଗ କିଲୋମିଟର ଜଙ୍ଗଲ ବିପଦରେ ରହିଛି । ଗତ ସପ୍ତାହେ ହେଲା
Read More...

‘ଆତ୍ମହତ୍ୟା ଓ ଜୀବନ’ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମାହେଶ୍ୱରୀ ସଂଗଠନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ସହଯୋଗରେ "ଆତ୍ମହତ୍ୟା ଓ ଜୀବନ" ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚାନାଚକ୍ରରେ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର, ତହସିଲଦାର
Read More...