Daily Archives

ସମ୍ବଲପୁର ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବେ ବିବେଚିତ ହେଲେ ସିଏନ୍‌ସି ମହାବିଦ୍ୟାଳୟର ଛାତ୍ରୀ ରିଙ୍କି ରାଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୨ ତାରିଖ ଦିନ ସିଏନ୍‌ସି ଛାତ୍ରୀ ରିଙ୍କି ରାଏଙ୍କୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ମାନିତ କରାଯାଇଛି । ଓଡିଶା ସୋସାଇଟି ଅଫ୍‌ ଆମେରିକା, ନ୍ୟୁୟର୍କ ଦ୍ଵାରା ପ୍ରଦତ୍ତ ଏହି ସମ୍ମାନଟି ଯୁକ୍ତ ୩ ଶେଷ ବର୍ଷ ସମ୍ମାନ ବିଷୟରେ
Read More...

ବଙ୍ଗୋମୁଣ୍ଡା ବ୍ଲକରେ ପିଆଜ ଚାଷ ଦ୍ୱାରା ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ପିଆଜ ଚାଷ ସାଧାରଣତଃ ବର୍ଷକୁ ଥରେ ରବି ଋତୁରେ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କେତୋଟି ଗ୍ରାମରେ ଯଥା ବାଗବାହାଲ, ଝଲପ, ଦେଢଗାଁ, ଟିଟିସିଲେଟ, ପୂର୍ଣିଆପାଲି, ବରକାନି, ଭାନପୁର, ଖୁଜେନବାହାଲ ଇତ୍ୟାଦି ଗ୍ରାମ ଗୁଡିକରେ ଖରିଫ ଓ
Read More...

ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଦଳିତ ସମାଜ ପକ୍ଷରୁ ସାମ୍ବିଧାନିକ ଭାରତର ରାଷ୍ଟ୍ରପିତା ତଥା ଭାରତ ରତ୍ନ ଡଃ. ଭୀମ ରାଓ ଆମ୍ବେଦକରଙ୍କ ୧୩୨ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଦଳିତ ସମାଜର ହଜାର ହଜାର ସଦସ୍ୟମାନେ କୋଶଳ କଳା ମଂଡଳ ଠାରୁ ଏକ ବିଶାଳ ରାଲିରେ
Read More...

ଜିଲ୍ଲାସ୍ତରୀୟ ଡ. ବି.ଆର୍‌. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପିପି ଏକାଡେମୀ ସଭା ଗୃହରେ ଜିଲ୍ଲାସ୍ତରୀୟ ଡ. ବି.ଆର୍‌. ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମହେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି
Read More...

ପେଜ ପଡି ଯୁବତୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାତ ରାନ୍ଧୁଥିବା ବେଳେ ଗରମ ପେଜ ପଡି ସଇଁନ୍ତଳା ଥାନା ଘୁନସର ଗାଁର ଚତୁରୀ ମହାଲିଙ୍ଗ ନାମ୍ନୀ ଜଣେ ଯୁବତୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସଇଁନ୍ତଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ
Read More...

ହମିରପୁର ଉନ୍ନୟନ ପରିଷଦ ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ହମିରପୁରରେ ଥିବା ସାଇ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ନୂଆ ବର୍ଷକୁ ସ୍ୱାଗତ ଓ ଡ଼କ୍ଟର ବି. ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତ ସଭାପତିତ୍ୱ କରି ସମସ୍ତଙ୍କୁ
Read More...

ନୀଳାଦ୍ରି ଗାଁରେ ଭୟାବହ ଅଗ୍ନିକାଣ୍ଡ, ୮ ବଖରା ଘର ଭସ୍ମୀଭୂତ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନୀଳାଦ୍ରି ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୮ ବଖରା ଘର ଭସ୍ମୀଭୂତ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡର କାରଣ
Read More...

ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମହାମହିମ ରାଜ୍ୟପାଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ପ୍ରଥମ ଦିନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ସମସ୍ତଙ୍କୁ ଆହ୍ୱାନ
Read More...

ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସେମିଫାଇନାଲରେ ଖଲ୍ଲିକୋଟ କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରଠାରେ ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ପ୍ରଥମ ସେମିଫାଇନାଲରେ ଖଲ୍ଲିକୋଟ କ୍ରିକେଟ କ୍ଲବ ବିଜୟୀ । ବିନାୟକ ଆଚାର୍ଯ୍ୟ କଲେଜ ପଡିଆଠାରେ ଜୁନିୟର କ୍ରିକେଟ କ୍ଲବ ପକ୍ଷରୁ ପଞ୍ଚମ ଜିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ
Read More...

ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ସାହା ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍‌ କରି ସେ ଲେଖିଛନ୍ତି, ଓଡ଼ିଆ ନବବର୍ଷ ଏବଂ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ମହାପ୍ରଭୁ ଜଗନ୍ନାଥଙ୍କ କୃପା
Read More...