Daily Archives

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଲାଙ୍ଗିର ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ତୁଷୁରା ଉଡାଜାହାଜ ପଡିଆରେ ପହଞ୍ଚିବା ପରେ ତୁଷୁରା ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ । ପରେ ସେ ତୁଷୁରା ପ୍ରାଥମିକ
Read More...

କୋଭିଡ-୧୯ ର ମୁକାବିଲା ଲାଗି ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟାର ସ୍ଥିତି ସମୀକ୍ଷା ପାଇଁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ…

ଉପଜିଲ୍ଲା ସ୍ତର ପର୍ଯ୍ୟନ୍ତ ହସ୍ପିଟାଲ୍ ଭିତ୍ତିଭୂମିର କାର୍ଯ୍ୟକ୍ଷମ ପ୍ରସ୍ତୁତି ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତିରାଜ୍ୟମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସଠିକ୍ ତଥ୍ୟ ପ୍ରଦାନ କରିବା, ସଜାଗ ରହିବା ଏବଂ କୋଭିଡ-୧୯ ସ୍ଥିତିକୁ ନିୟମିତ ଯାଞ୍ଚ କରିବାର ଆବଶ୍ୟକତା
Read More...

ଖଲିଆପାଲି ଗ୍ରାମର ଏକ ଘରୁ ନାଗସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଲେଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଉଦ୍ଧାର ହେଲା ଏକ ବିଷାକ୍ତ ନାଗସାପ । ସାପଟି ଜଣଙ୍କ ଘର ଭିତରେ ଥିବା ଆସବାବପତ୍ର ଭିତରେ ଦୀର୍ଘ ସମୟ ଧରି ରହିଯାଇଥିଲା । ପରିବାର ଲୋକେ ଭୟଭୀତ ହୋଇ ନିକଟତମ ସ୍ନେକ୍‌
Read More...

ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଦ୍ୱାରା ପାଳିତ ହେଲା ଜାତୀୟ କବି ବାଞ୍ଛାନିଧିଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ କବି ଚିନ୍ତାମଣି ମହାନ୍ତି ଥିଲେ ଜଣେ ନିର୍ଭୀକ ଦେଶଭକ୍ତ । ଯେତେବେଳେ ଫିରିଙ୍ଗିର କ୍ରୁରଶାସନ ତଳେ ସାରା ଜନତା ଭୀତତ୍ରସ୍ତ, ଠିକ୍‍ ସେତିକି ବେଳେ ଜଣେ ଶିକ୍ଷିତ ଯୁବକ ହୋଇ ସେ ଜନତା ଭିତରେ ସ୍ୱାଧୀନ ଭାରତର ସ୍ୱପ୍ନ ବିଞ୍ଛି ଚାଲିଥିଲେ । ସେ ଥିଲେ
Read More...

ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରତ ପୂର୍ବ ସରପଞ୍ଚକୁ ଭେଟିଲେ ବିଧାୟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅଧିନ ହୀରାପୁର ପଂଚାୟତରେ ହୋଇଥିବା ଦୁର୍ନୀତିର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବୀରେ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଧାନାଥ ବିଶ୍ୱାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଆମରଣ ଅନଶନରେ ବସିଛନ୍ତି ।
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଆବ୍ରାହମ ଓ ସ୍ୱରାଜ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସର ପ୍ରଥମ ମ୍ୟାଚ୍‌ଟି ଏଏଫ୍‌ସିସି ଓ ଆବ୍ରାହମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଏଫ୍‌ସିସି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ
Read More...

ଓଡିଶାର କୁଶାସନ ବନ୍ଦ କର, ଜନଜୀବନର ଅଧିକାର ନେଇ ବଲାଙ୍ଗିର ଜିଲ୍ଲା ବ୍ୟାପି ପଦଯାତ୍ରା ହେବ : ସିପିଆଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକ ମ୍ୟୁନିସିପାଲିଟି ଓ ଏନ୍‌ଏସିର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗ୍ରା.ପ ଓ ୱାର୍ଡ ସ୍ତରର ନେତୃବୃନ୍ଦ ଯୋଗ ଦେଇ ଦରଦାମ ବୃଦ୍ଧି, ଜନଗଣଙ୍କୁ ସାମ୍ପ୍ରଦାୟିକ ବିଭାଜନ, ହିଂସା, ରୋଜଗାର ଛଡାଇ ନେବା ଇତ୍ୟାଦି ବିରୋଧରେ ମେ’ ୧୫ରୁ
Read More...

ଏଟିଏମ୍‌ ଲୁଟେରାଙ୍କୁ ୨ ବର୍ଷ ୯ ମାସ ଜେଲ୍‌ ଦଣ୍ଡାଦେଶ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏଟିଏମ୍‌ ଲୁଟ୍‌ ମାମଲାରେ ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ଵଜାଲି ମହାନ୍ତି ଅଭିଯୁକ୍ତ ଆଗଲପୁର ଥାନା ନଅଗାଁ(କ) ଗ୍ରାମର ନାରାୟଣ ସାହୁଙ୍କୁ ୨ ବର୍ଷ ୯ ମାସ ସଶ୍ରମ କାରାଦଣ୍ଡ ସହିତ ୯ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ
Read More...

ଶ୍ରଦ୍ଧାଞ୍ଜଳି ସଭା ସହ କବିତା ଆସର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବରାଳ ବାଲୁଙ୍କେଶ୍ୱର ପୀଠ ପାର୍ଶ୍ୱରେ ସତ୍ୟଭାମା ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧତ୍ସୋବ ସହ ଶ୍ରଦ୍ଧାଞ୍ଜଳି ସଭା ଡ. କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଧୂପ ଦୀପ ଦେଇ ଉଦ୍‌ଘାଟନ କରିଥିଲେ ପାଲା
Read More...

ଗ୍ରାମ୍ୟ ଉନ୍ନୟନ, ଶକ୍ତି ଏବଂ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗ୍ରାମ୍ୟ ଉନ୍ନୟନ, ଶକ୍ତି ଏବଂ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ସିଂ ଯୋଡା ବ୍ଲକର ନିର୍ମାଣାଧୀନ କାନପୁର
Read More...