Daily Archives

ମନହିରା ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ସାପ୍ତାହିକ ବଜାରକୁ ଉଦ୍‌ଘାଟନ କଲେ ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମନହିରା ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ସାପ୍ତାହିକ ବଜାରକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ । ଏଥିପାଇଁ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିବା ସହ ବ୍ଲକ ଅଧ୍ୟକ୍ଷାଙ୍କୁ ଧନ୍ୟବାଦ
Read More...

ଖପ୍ରାଖୋଲ ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଖପ୍ରାଖୋଲ, (ଅଶୋକ ବାଗ) : ଆଜି ଅପରାହ୍ନରେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସରପଞ୍ଚ ସଂଘର ସଦସ୍ୟମାନଙ୍କ ପକ୍ଷରୁ ପୁଷ୍ପଗୁଛ ଏବଂ ଉପଢୌକନ ଦେଇ ଶ୍ରୀ ରାଉତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
Read More...

ରାଜବୋଡାସମ୍ବର ଚିତ୍ର ବାନ୍ଧ ବାନ୍ଧି ଚର୍ଚ୍ଚାରେ ଉତ୍ତର ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧୀନସ୍ଥ ଖଇରପାଲି (ଗୁଠୁର୍ଲା) ଗ୍ରାମର ବାନ୍ଧ ଶିଳ୍ପୀ ଉତ୍ତର ମେହେର ରାଜବୋଡାସମ୍ବର ଚିତ୍ର ବାନ୍ଧ ବାନ୍ଧି ଚର୍ଚ୍ଚାରେ । ଆଗରୁ ବିଜୁ ପଟ୍ଟନାୟକ, ମହାତ୍ମାଗାନ୍ଧୀଙ୍କ ଚିତ୍ରକୁ ବାନ୍ଧରେ ବାନ୍ଧି ଲୁଗା ବୁଣି ଚର୍ଚ୍ଚାରେ ଥିଲେ । ଚଳିତ ବର୍ଷ
Read More...

ଧାମରା ସଂଘର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶ ଯେତେବେଳେ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଥାଏ ଠିକ୍ ସେହି ସମୟରେ ଜଣେ ଜଣେ ଯୁଗ ପୁରୁଷମାନେ ଜନ୍ମ ନେଇଥାନ୍ତି । ବିପ୍ଳବୀ ତଥା ଜାତୀୟ କବି ବାଞ୍ଛାନିଧି ମହାନ୍ତି ଜଣେ ସେହିପରି ଯୁଗ ପୁରୁଷ ଥିଲେ । ଯାହାଙ୍କର କଠୋର ପରିଶ୍ରମ ଦୃଢ଼ ନେତୃତ୍ୱ ସାରା
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତ୍ତୃତ୍ୱରେ ଛତ୍ରପୁର ସହରରେ ଗୁରୁବାର ଏକ ଶୋଭାଯାତ୍ରା ବାହାରିଥିଲା । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଶୋଭାଯାତ୍ରା ପହଞ୍ଚି
Read More...

ଗୋପାଳପୁର ବନ୍ଦର ପକ୍ଷରୁ ବିୟୁଟିସିଆନ୍‌ ଶିକ୍ଷା ଓ ତାଲିମ କେନ୍ଦ୍ର ଉଦ୍‌ଘାଟିତ

• ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ଦିଗରେ ଏକ ନିଆରା ପଦକ୍ଷେପ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କୁ
Read More...

ବଲାଙ୍ଗିର ରାମଲୀଳା ନାଟକ ଶେଷ ପର୍ବ : ରାବଣ ବଧ ସହ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ପୁରାତନ ରାମଜୀ ନାଟକ ସଂସ୍ଥା ଦ୍ୱାରା ଦୀର୍ଘ ୧୭ ଦିନ ଧରି ଚାଲି ଆସୁଥିବା ଯାତ୍ରା ଉଦ୍‌ଯାପିତ ହୋଇଯାଇଅଛି । ରାମଲୀଳା ଅନ୍ତିମ ଦିନରେ ରାବଣ ବଧ ସହ ପାରମ୍ପାରିକ ରୀତିରେ ପରିବେଷଣ ହୋଇଥିବା ବେଳେ କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ତରଣୀସେନ ବଧ,
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଆବ୍ରାହମ ଓ ତୁଷାର ରୟାଲ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସର ପ୍ରଥମ ମ୍ୟାଚଟି ଆବ୍ରାହମ ଓ ସ୍ୱରାଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆବ୍ରାହମ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ୨ ୱିକେଟ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ଦିବସ ମହାସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ଦିବସ ସଦରମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ପାଳିତ ହୋଇଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ
Read More...

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଶ୍ମଶାନ ସଫେଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ହିଁ ଧର୍ମ, ସ୍ୱଚ୍ଛତା ହିଁ କର୍ମ, ସ୍ୱଚ୍ଛତା ହିଁ ସେବା ଭାବନାକୁ ପାଥେୟ କରି ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ବଲାଙ୍ଗିର ବିଭୁତିପଡା ସ୍ଥିତ ଶ୍ମଶାନ ବା ସ୍ୱର୍ଗଦ୍ୱାର ସ୍ଥଳର ପରିସରରେ ସଫେଇ କାର୍ଯ୍ୟ କରାଯାଇଛି । ଶିଶୁ ଓ ମହିଳା ବିକାଶ
Read More...