Daily Archives

ଖଟିଆ-ରାମଚନ୍ଦ୍ରପୁରର ହରିଜନବସ୍ତିର ଦୁର୍ଘଟଣାଗ୍ରସ୍ତ ମୃତକ ଦୁଇ ଜଣ ଯୁବକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବୀ ନେଇ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ଼ ଅଘଟଣ, ସେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଁ ରାସ୍ତାରେ ଆଲୋକ ବ୍ୟବସ୍ଥା ନ ଥିଲା । ବାଟରେ ଅଟକାଇଲେ ଦୁଇଜଣ । କହିଲେ, ପଥର କୁଆଁରିରୁ ପଥର ବ୍ଲାଷ୍ଟ ହେଉଛି । ଟିକିଏ ରହିଯାଅ । ସମୟ ସେତେବେଳେ ପ୍ରାୟତଃ ରାତି ଆଠ ଘଣ୍ଟା ହୋଇଥିବ ।
Read More...

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ

ପୋଷଣଯୁକ୍ତ ଖାଦ୍ୟ ଅଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ବଲାଙ୍ଗିର ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ
Read More...

ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମ୍‌ବ୍ରାଞ୍ଚ । ଗତକାଲି ସିଭିଲ କୋର୍ଟରେ ଅଧିକ ତଦନ୍ତ ପାଇଁ ମାନ୍ୟବର ଅଦାଲତଙ୍କ ପାଖରେ ରିଲାଏନ୍ସ ଏଜୁକେସନର ମାଲିକ ମନୋଜ ମିଶ୍ର ଏବଂ ତାଙ୍କ
Read More...

ପଞ୍ଚଭୂତରେ ଲୀନ ହେଲେ ଯବାନ ପ୍ରତାପ ନିଆଲ

ବେଲପଡା, (ଭୋଜରାଜ ଦଣ୍ଡସେନା) : ପଞ୍ଚଭୂତରେ ଲୀନ ହେଲେ ଯବାନ ପ୍ରତାପ ନିଆଲ । କାନ୍ଦ ବୋବାଲିରେ ଫାଟି ପଡୁଛି ବାଗଉଡାର ଗାଁ । ଆଜି ଯବାନଙ୍କ ମରଶରୀର ନିଜ ଜନ୍ମମାଟିକୁ ପହଞ୍ଚିଥିବା ବେଳେ ତାଙ୍କୁ ସ୍ୱତନ୍ତ୍ର ଗାଡିରେ ଗାଁକୁ ଅଣାଯାଇଥିଲା । ଆଜି ସ୍ୱର୍ଗତ ଯବାନଙ୍କୁ ସହସମ୍ମାନ ସହିତ ଗାର୍ଡ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଓଡ଼ିଶା ସରକାର, ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ଆଦେଶ ଅନୁଯାୟୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ନବାଗତ ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଚୂଡାମଣି ବାରିକଙ୍କ ନିର୍ଦେଶ ମତେ
Read More...

ବରିହାପାଲିରେ ରାମନବମୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମରେ ପବିତ୍ର ଶ୍ରୀରାମ ନବମୀ ପୂଜା ମହୋତ୍ସବ ବେଶ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଚଳିତ ମାସ ଏକ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।ପ୍ରଥମ ଦିନରେ
Read More...

ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ କୁମାର ପ୍ରଧାନ ସଭାପତିତ୍ୱ କରି ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ୩୦ନଂ ଜୋନର
Read More...

ପୂର୍ବତନ କାଉନସିଲରଙ୍କ ଅକାଳ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୬ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଅଖଣ୍ଡ ସେଠଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସେ ବଲାଙ୍ଗିର ସହରରେ କଂଗ୍ରେସ ରାଜନୀତିର ଏକ ଜଣାଶୁଣା ଚେହେରା ଥିବା ବେଳେ ପ୍ରାୟ ସମସ୍ତ ବର୍ଗରେ ଲୋକପ୍ରିୟତା ହାସଲ କରିଥିଲେ । ଗତ ରାତିରେ ତାଙ୍କୁ ବୁର୍ଲା
Read More...

ଟିଟିଲାଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କେତୋଟି ପଞ୍ଚାୟତର ଜଳ ସମସ୍ୟାର ସମାଧାନ ନିମନ୍ତେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମ
Read More...

ବାସନ୍ତିକ ରାମଚଣ୍ଡୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ବିଷା ଶହେ କୁଳ କୁଲତା ସମାଜର ଇଷ୍ଟ ଦେବୀ ମା' ରଣେଶ୍ୱରୀ ରାମଚଣ୍ଡୀ ମନ୍ଦିର ଅବସ୍ଥିତ । ଏହି ପ୍ରସିଦ୍ଧ ମନ୍ଦିର ପରିସରରେ ବୁଧବାର ବାସନ୍ତିକ ଚଣ୍ଡୀ
Read More...