Daily Archives

ଘେଁସରେ ମେଲନ୍‌ ମେସନ୍‌ -୨୦୨୩ ଉଦ୍‌ଯାପିତ

ରାଜସ୍ଥାନର ଅନୁବାଦକ ଦୀନେଶ ମାଲିଙ୍କ ସମେତ ୬ ପ୍ରତୀଭା ସମ୍ମାନିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ସମ୍ବଲପୁରୀ/କୋଶଲି ଭାଷାର ସ୍ୱୀକୃତି ପାଇଁ ଏକତ୍ରିତ ହୋଇ କାମ କରିବା ହିଁ ବର୍ତ୍ତମାନ ସମୟର ଆହ୍ୱାନ ଅଟେ । ଭାଷା, ସାହିତ୍ୟ ସ୍ୱୀକୃତିର ମୂଲ୍ୟାଙ୍କନରେ ସମବେତ ମାନସିକତା
Read More...

କୈବର୍ତ୍ତ ସମାଜର ମହାନାୟକ ଆକୁଳାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡିଶା କୈବର୍ତ୍ତ ମହାସଭା ଯୋବ୍ରା, କଟକ ଆନୁକୂଲ୍ୟରେ ମହାସଭା ସମାଜର ମହାନାୟକ ଆକୁଳାନନ୍ଦ ବେହେରାଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ରାଷ୍ଟ୍ର ତଥା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସାନଭି ଓ ଏଏଫ୍‌ସିସି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ଟି ସାନଭି ଓ ଆବ୍ରାହମ ଦଳ ମଧ୍ୟରେ ହୋଇଥିଲା । ଆବ୍ରାହମ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୬୪
Read More...

୨୦ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଧାରୋଲ ଗ୍ରାମଠାରେ ଦେଶୀ ବଏଜ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ୨୦ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଲଲିତ ଜଗତ ଓ ସମ୍ମାନିତ ଅତିଥି ଦୁଃଶାସନ କୁମ୍ଭାର ଉପସ୍ଥିତ
Read More...

ବାଳସୁଧାର ଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଟିସ୍କୋ ସ୍ଥିତ ବାଳସୁଧାର ଗୃହଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୃହର ଅନ୍ତେବାସୀଙ୍କ ସହ ସମୟ ବିତାଇ ବିଭିନ୍ନ ନୃତ୍ୟ, ସଂଗୀତ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା
Read More...

ଆସନ୍ତା ଜୁଲାଇରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଲୋୟର ସୁକତେଲ ପ୍ରକଳ୍ପ : ଉନ୍ନୟନ କମିଶନର ଅନୁ ଗର୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜୁଲାଇରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଲୋୟର ସୁକତେଲ ପ୍ରକଳ୍ପ ବୋଲି କ୍ଷେତ୍ର ପରିଦର୍ଶନରେ ଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ଉନ୍ନୟନ କମିଶନର ଅନୁ ଗର୍ଗ ବଲାଙ୍ଗିର ଜିଲ୍ଲା
Read More...

ଡ. ମାନଭଞ୍ଜନ ପ୍ରଧାନ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଲେଜ ରୋଡ ସ୍ଥିତ ବିଜୟନଗର ନିବାସୀ ପ୍ରଫେସର ଡ. ମାନଭଞ୍ଜନ ପ୍ରଧାନଙ୍କ ଆଜି ସକାଳ ୭ ଘ.ରେ ନିଜ ବାସଭବନରେ ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସତୀଭଟାରେ ଜନ୍ମିତ ସ୍ୱର୍ଗତ ପ୍ରଧାନ ଏକାଧାରରେ ଜଣେ ଶିକ୍ଷାବିତ, ସାହିତ୍ୟିକ, ସୁବକ୍ତା ଓ
Read More...

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅନ୍ୱେଷା ଛାତ୍ରୀ ନିବାସ ପରିଦର୍ଶନ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ରେ ରାଜ୍ୟ ସରକାରଙ୍କ ଦ୍ୱାରା ଅବସ୍ଥାପିତ ଅନ୍ୱେଷା ଆଦିବାସୀ ଛାତ୍ରୀ ନିବାସ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ପରିଦର୍ଶନ କରିଛନ୍ତି । ଶ୍ରୀମତୀ ଗର୍ଗ ଏହି ଛାତ୍ରୀ ନିବାସକୁ ଆସି ପ୍ରଥମେ ଛାତ୍ରୀମାନେ କିଭଳି ରହୁଛନ୍ତି,
Read More...

ନକଲି ସାର୍ଟଫିକେଟ୍‌ କାରବାର : କ୍ରାଇମ୍‌ ବ୍ରାଞ୍ଚ ତଦନ୍ତର ୨ ସପ୍ତାହ ପରେ ବି ଗିରଫ୍‌ ସଂଖ୍ୟା ବଢିନି !

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜାଲ୍‌ ସାର୍ଟଫିକେଟ୍‌ କାରବାର ପ୍ରଥମେ ଲୋକଲୋଚନକୁ ଆସିଥିବା ବେଳେ ପରେ ପରେ ସାରା ଓଡିଶାରେ ଏହାର କଳଙ୍କିତ ଚେର ଲମ୍ବିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସରକାରୀ ବିଭାଗରେ ନକଲି ସାର୍ଟିଫିକେଟ୍‌ ବଳରେ ଲୋକେ ଚାକିରି କରୁଥିବା କଥା ବି
Read More...

ବିଜ୍ଞାନ ସାହିତ୍ୟ ପରିଷଦର ବୈଠକ : ବିଜ୍ଞାନ ମଧୁପର ଛାତ୍ରାର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ବିଜ୍ଞାନ ମଧୁପର ଏକ ଛାତ୍ରାର୍ପଣ ଉତ୍ସବ ସଭାପତି ପ୍ରଫେସର ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର
Read More...