Daily Archives

ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଦେଶବ୍ୟାପୀ ସର୍ବେକ୍ଷଣ କରିବ ଏନଏସଏସଓ

• ଚୂଡ଼ାନ୍ତ ସର୍ବେକ୍ଷଣ ପୂର୍ବରୁ ଓଡ଼ିଶାରେ ହେବ ପରୀକ୍ଷାମୂଳକ ସର୍ଭେ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ପରିଚାଳନା ଡିଭିଜନର ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ୧୯୫୦ ମସିହା ଠାରୁ ବିଭିନ୍ନ
Read More...

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବାବା ସାହେବଙ୍କ ଜନ୍ମ ଜୟନ୍ତୀରେ ସାମିଲ ହେବା ପାଇଁ ଆହ୍ୱାନ କଲା ଦଳିତ ମହାସଂଘ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବିଭିନ୍ନ ସମୟରେ ଜାତି ଓ ଧର୍ମକୁ ଆଳ କରି ସମ୍ବିଧାନର ବଳି ଦିଆଯାଉଥିବା ଦେଖିବାକୁ ମିଳୁଛି । ସମ୍ବିଧାନ ଦେଶର ଶେଷ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ତିଆରି ହୋଇଛି । କିନ୍ତୁ ବିଭିନ୍ନ ଦଳ ତାଙ୍କ ରାଜନୈତିକ ଆକାଂକ୍ଷାକୁ ପୁରା କରିବା ପାଇଁ ବାରମ୍ବାର
Read More...

ଜି-୨୦ ଜନଭାଗିଦାରୀ : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜାତୀୟ ୱେବିନାର ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଏକ ପ୍ରମୁଖ (ଆଙ୍କର) ଶିକ୍ଷାନୁଷ୍ଠାନ ଭାବେ ସାମିଲ ହୋଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି । କେନ୍ଦ୍ର
Read More...

ଶ୍ରୀ ହନୁମାନ ଜୟନ୍ତୀ ଓ ଆମ୍ବେଦକର ଜୟନ୍ତୀ ପାଳନ ନେଇ ପୋଲିସର ଶାନ୍ତି ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ଶୁକ୍ରବାର ଦିନ ଶ୍ରୀ ହନୁମାନ ଜୟନ୍ତୀ ଓ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକର ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ଗୁରୁବାର ସଂଧ୍ୟା ସାଢେ ୬ଟାରେ ଥାନା ଅଭ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ହନୁମାନ
Read More...

ପୂର୍ବ ଓଡିଶାର କବିଙ୍କ ମୁହଁରେ ଜୟ କୋଶଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ଖୁଟପାଲି ଗାଁର ଝିଅ ଓ କୋମନା ଗାଁର ବୋହୂ ମୀରାବାଈ ପାଣିଗ୍ରାହୀ କୋଶଲି କୁଇନ୍‌ କୋଶଲ ଭାଷାର ଚାଲି ଚଲଣୀ, ନୀତି ସଂସ୍କାର ଉପରେ କବିତା ବାନ୍ଧି ନିଜେ ସ୍ୱର ସଂଯୋଜନା କରି ଗାଇଛନ୍ତି । ସୋସିଆଲ ମିଡ଼ିଆ ଓ
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୋଟିଏ ଦିନରେ ଦୁଇ ହାତୀ ମୃତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଗୁରୁଣ୍ଡିଆ ଅଞ୍ଚଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ଡିଭିଜନର ଜରଡ଼ା ରେଞ୍ଜର ଲଛଡା ନିକଟବର୍ତ୍ତୀ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ହାତୀଟିର
Read More...

ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ପକ୍ଷରୁ ବାଇକ୍‌ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରରେ ଏକ ବିଶାଳ ମଟର ସାଇକେଲ ରାଲି ଦେଖିବାକୁ ମିଳିଛି । ଭାରତ ମାତାଙ୍କ ଜୟ ଧ୍ୱନି ସହ ‘ଜୟ ଶ୍ରୀରାମ’ ନାରାରେ ସହର କମ୍ପି ଉଠିଛି । ବଲାଙ୍ଗିରର ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ପକ୍ଷରୁ ଏହି ବାଇକ ରାଲିର ଆୟୋଜନ ହୋଇଥିବା
Read More...

ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ ପାଇଁ ସହାୟକ ହେଉଛି ପୁନର୍ବାସ କେନ୍ଦ୍ର

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ସରକାରୀ ଚିକିତ୍ସାଳୟ ନିକଟରେ ଥିବା ଜଗନ୍ନାଥ କଲୋନୀଠାରେ ଜିଲ୍ଲା ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ରର ସହଯୋଗ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇ ପ୍ରତ୍ୟେକ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଓ ଉତ୍ସବ ପ୍ରମୁଖ ଚୈତନ୍ୟ ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ
Read More...

ପଞ୍ଚ ଶମ୍ଭୁ ମିଳନରେ ୨୦୦୩ ମାଟ୍ରିକ ବ୍ୟାଚ୍‌ର ‘ସେବା ହିଁ ଧର୍ମ, ସେବା ହିଁ କର୍ମ’ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବସଷ୍ଟାଣ୍ଡ ପରିସରରେ ପଞ୍ଚ ଶମ୍ଭୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ତେବେ ଏହି ଶମ୍ଭୁ ମିଳନ ସମୟରେ ପ୍ରଚଣ୍ଡ ରୌଦ୍ରତାପରେ ସମସ୍ତେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୩ ମାଟ୍ରିକ
Read More...