Daily Archives

ଭୁବନେଶ୍ଵରରେ ଉଦଯାପିତ ହେଲା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ

● ବୈଠକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଲାଗି ପ୍ରତିବଦ୍ଧତାକୁ ଦୋହରାଇଲା ଭାରତ● ‘ଭବିଷ୍ୟତର କାର୍ଯ୍ୟକୁ ନେଇ ଆୟୋଜିତ ପ୍ରଦର୍ଶନୀରେ ଯୋଗ ଦେଲେ ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ ଓ ଉଦ୍ୟୋଗୀ● ବୈଠକ ଶେଷରେ ପ୍ରତିନିଧିମାନେ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
Read More...

ଜିଲ୍ଲାସ୍ତରୀୟ ସ୍ଵାଭିମାନ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ଓ ସମ୍ବାଦ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ସ୍ଵାଭିମାନ ଦିବସ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମା ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ
Read More...

ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର କରାଟେ ଦଳର ଜୟପୁର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୯ ଓ ୩୦ ତାରିଖ ରାଜସ୍ଥାନ ଜୟପୁରର ସ୍ୱାଇ ମାନସିଂ ଷ୍ଟଡିୟମଠାରେ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୯
Read More...

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତଭଣ୍ଡାରଠାରେ ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌) ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଡବ୍ଲୁଡିଏସ୍‌ର ଅଧ୍ୟକ୍ଷ ମେଜର ଡ. କଳ୍ପନା ଦାଶଙ୍କର
Read More...

ଜାତୀୟ ପଂଚାୟତିରାଜ ଦିବସ ଉପଲକ୍ଷେ କୃଷକ କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ଭାରତରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆର୍‌ଆଇ) ସୃଷ୍ଟି କରିଥିବା ସାମ୍ବିଧାନିକ ସଂଶୋଧନକୁ ପାଳନ କରିବା ପାଇଁ ୨୪ ଏପ୍ରିଲରେ ସାରା ଦେଶରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ସୁଇଚ୍‌ଅନ୍‌ ଫାଉଣ୍ଡେସନ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟ
Read More...

ମଧୁବାବୁ ଥିଲେ ଓଡ଼ିଶା ରାଜ୍ୟ ଗଠନର ମୁଖ୍ୟ ପୁରୋଧା : କବି କୃଷ୍ଣଚନ୍ଦ୍ର ତ୍ରିପାଠୀ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ପାଳନ କଲା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନୂଆ ଓଡ଼ିଶା ରାଜ୍ୟ ଗଠନ ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସ ମୁଖ୍ୟ ପୁରୋଧା ସାଜିଥିଲେ ବୋଲି ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରକାଶ କରିଛନ୍ତି
Read More...

ପୂଜ୍ୟ ପୂଜା ସମିତି ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳନ

ନିର୍ବାଚିତ ପ୍ରତିନିଧିଙ୍କୁ ଫେରାଇ ଆଣିବା ଅଧିକାର ଜନତାଙ୍କ ପାଖରେ ରହୁ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଶୁକ୍ରବାର ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧିନଗର ଛକ
Read More...

ବରଗଡ଼ ଏଫ୍‌ଏମ୍ ରିଲେ କେନ୍ଦ୍ର ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ଠାରେ ପ୍ରସାର ଭାରତୀ ପକ୍ଷରୁ ଏଫ୍‌ଏମ୍ ରେଡ଼ିଓ ଷ୍ଟେସନର ରିଲେ କେନ୍ଦ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ
Read More...

ଚନ୍ଦନଭାଟି କ୍ଲଷ୍ଟରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅଧିନସ୍ଥ ଚନ୍ଦନଭାଟି କ୍ଲଷ୍ଟରର ଦୁଇଜଣ ଶିକ୍ଷୟତ୍ରୀ ଶ୍ରୀମତୀ ସିପ୍ରା ଖୁଣ୍ଟିଆ ଓ ଶ୍ରୀମତୀ ସୂର୍ଯ୍ୟକାନ୍ତୀ ବହିଦାରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦାନ କରାଗଲା । ଏହି ସମ୍ବର୍ଦ୍ଧନା
Read More...

ଛତ୍ରପୁରଠାରେ ଇସକଫ ତରଫରୁ ଲେନିନଙ୍କ ଜନ୍ମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନଠାରେ ବିଶିଷ୍ଟ ସୋଭିଏତ ରୁଷ ରାଷ୍ଟ୍ରନୀତିଜ୍ଞ ସମାଜବାଦୀ ନେତା ଲେନିନଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଛତ୍ରପୁରର ବରିଷ୍ଠ ଆଇନଜ୍ଞ ତଥା ବିଶିଷ୍ଟ ସମାଜବାଦୀ ନେତା, ୮ଟି ବିଦେଶ ଭ୍ରମଣକାରୀ ସଂଗ୍ରାମୀ ପୁରୁଷ
Read More...