Daily Archives

କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଦିନ ପାରମ୍ପରିକ ଅଖିମୁଠି ପୂଜା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଏହି କୃଷିଭିତ୍ତିକ ପରମ୍ପରା ଛତ୍ରପୁର ବ୍ଲକ୍ ଚମାଖଣ୍ଡି ନିକଟସ୍ଥ ବି.ତୋଟାପଲ୍ଲୀ ଗ୍ରାମରେ ଜିଲ୍ଲା କୃଷି ସହାୟକ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି
Read More...

ଜୟଦେବ ଜୟନ୍ତୀ ସମାରୋହ ଓ ଗୀତିକବି ସମାଜର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୀତିକବି ସମାଜ ତରଫରୁ ଓଡିଶାର ମହାନ ଭକ୍ତକବି ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଓ ସଂଗଠନର ବିଂଶତମ ବାର୍ଷିକୋତ୍ସବ ଜଗଦା ସ୍ଥିତ ମା' ବାଟ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁଙ୍କ
Read More...

‘କବିତା ଆପଣଙ୍କର – ସୁର ଓ ସ୍ଵର ମୋର’ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : 'ଜୟଦେବ କଳା ବିକାଶ କେନ୍ଦ୍ର' ଆନୁକୁଲ୍ୟରେ ଜଗଦା ସାଂସ୍କୃତିକ ପରିଷଦ ସଭା ପ୍ରକୋଷ୍ଠରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ଆହୁତ ଏହି ସମ୍ମିଳନୀରେ ମୁଖ୍ୟତଃ ଏକ ଅଭିନବ
Read More...

କୃଷକ ସଙ୍ଗଠନର ଅକ୍ଷୟ ତୃତୀୟା ଓ ଅଖିମୁଠି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକ ଓ ମଳମୁଣ୍ଡା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୃଷିଭିତ୍ତିକ ଗଣ ପର୍ବ ଅକ୍ଷୟ ତୃତୀୟା ଉତ୍ସବ ଉତ୍ସାହ ଉଦ୍ଦୀପନା ସହ ଧୁମ୍‌ଧାମ୍‌ରେ ଗାଇସିଲାଟ ବ୍ଲକ ମଳମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି
Read More...

ଉପଖଣ୍ଡସ୍ତରୀୟ ପାଟଣାଗଡ଼ ଗଣ୍ଡାବଜା ମହୋତ୍ସବ- ୨୦୨୩ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ମୁହୁରୀ କଳା ପରିଷଦ କୁତମୁଣ୍ଡା ତରଫରୁ ଗତକାଲି ଉପଖଣ୍ଡସ୍ତରୀୟ ଗଣ୍ଡାବଜା ମହୋତ୍ସବ ୨୦୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତେଜରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମନୋଜ ବାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ
Read More...

ନେତାଜୀ ଆଜାଦ ହିନ୍ଦ୍ କ୍ଲବ୍ ପକ୍ଷରୁ ଜଳସେବା କେନ୍ଦ୍ର ସ୍ଥାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିନକୁ ଦିନ ଭୁବନେଶ୍ୱରରେ ତାପମାତ୍ରା ବଢ଼ି ଚାଲିଥିବାରୁ ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ୟୁନିଟ୍ ୯ ସ୍ଥିତ ଆଇଡିବିଆଇ ବ୍ୟାଙ୍କ୍ ନିକଟରେ ନେତାଜୀ ଆଜାଦ ହିନ୍ଦ୍ କ୍ଲବ୍ ପକ୍ଷରୁ ଏକ ଜଳସେବା କେନ୍ଦ୍ର ସ୍ଥାପନ କରାଯାଇଛି । ଜୟ ଓଡ଼ିଶା ଏହି ମହତ୍
Read More...

ଝରନିପାଲି ପଂଚାୟତରେ ୨୦୨୦ ମସିହାର କୃଷି ବୀମା ଟଙ୍କା ପାଇବାରୁ ବଂଚିତ ଥିବା ନେଇ ଅନେକ ଚାଷୀମାନଙ୍କ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ପଂଚାୟତରେ କୃଷି ବୀମା ଟଙ୍କା ପାଇବାରେ ବଂଚିତ ଶହ ଶହ ଚାଷୀ । ଏହିଭଳି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଝରଣିପାଲି ଗ୍ରାମର ଚାଷୀମାନେ । ଅଭିଯୋଗ ଅନୁସାରେ ୨୦୨୦ ମସିହାରେ ଚାଷୀମାନେ ପ୍ରିମିୟମ ଟଙ୍କା ଭରସୂଜା ସେବା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ । ସୂଚନା ଅନୁସାରେ ରମ୍ଭା ଥାନା ହୁମାଫାଣ୍ଡି ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଷ୍ଟେଟବ୍ୟାଙ୍କ ସମୁଖରେ ଅପରାହ୍ନ ୩ଟାରେ ଏକ କଣ୍ଟେନର ଟ୍ରକ ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା । ଫଳରେ
Read More...

ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ର ଉଦ୍‌ଘାଟନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସହାୟତାରେ ୧୮ ବର୍ଷରୁ ଅଧିକ ବୟସର କିଶୋରୀ ବାଳିକାମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ରକୁ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟଅତିଥି ଭାବରେ ଯୋଗଦାନ ପୂର୍ବକ ଉଦ୍‌ଘାଟନ କରିଛନ୍ତି । ବାପା
Read More...

ଅଖିମୁଠି ଅନୁକୂଳ ସହ ବଲାଙ୍ଗିର ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲର୍କିପାଲି ସ୍ଥିତ ରାଜେନ୍ଦ୍ର ଏକ୍ସପେରିମେଣ୍ଟାଲ କୃଷି ଫାର୍ମଠାରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ତଥା ଅଖିମୁଠି ଅନୁକୂଳ ପର୍ବ ପାଳିତ
Read More...