Daily Archives

ଆଗାମୀ ବୈଶାଖ ମେଳା ପାଇଁ ସମୀକ୍ଷା ବୈଠକରେ ବରଗଡ଼ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଶୁକ୍ରବାର ଆଗକୁ ହେବାକୁ ଥିବା (ମଇ ୧ରୁ ୫ ତାରିଖ) ବୈଶାଖ ମେଳାର ୩୫ ଜଣିଆ ପରିଚାଳନା କମିଟି ସହ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ବୈଠକରେ ଯୋଗ ଦେଇ ସମୀକ୍ଷା କରିଥିଲେ
Read More...

ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମରେ ରାମନବମୀ ଉତ୍ସବ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମରେ ମାର୍ଚ୍ଚ ୩୦ ତାରିଖ ପବିତ୍ର ରାମନବମୀ ଦିନଠାରୁ ୭/୪/୨୦୨୩ ତାରିଖ ୯ ଦିନ ପର୍ଯ୍ୟନ୍ତ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଯଜ୍ଞକତ୍‌ର୍ତ୍ତା ଭାବେ ଗ୍ରାମର ସରପଂଚ ଓ ପୂର୍ବତନ ସମିତି
Read More...

ଗୋପବନ୍ଧୁ ପାଠାଗାରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି, ଗୋପବନ୍ଧୁ ପାଠାଗାର ଏବଂ ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପାଠାଗାର ସଭାପତି ଇଂ. ନବଘନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମହିଳା ସମିତିର
Read More...

ସରିଲା ରାବଣ ବଧ ଓ ଶ୍ରୀରାମଙ୍କ ଅଭିଷେକ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମଳ ବ୍ଲକର ସମସ୍ତ ଅନୁଷ୍ଠାନରେ ପ୍ରଭୁ ଶ୍ରୀରାମ ଭଗବାନଙ୍କ ବିଜୟ ଏବଂ ରାବଣ ବଧ ହୋଇଯାଇଛି । ହରଭଙ୍ଗା ବ୍ଲକ ଦେବଗଡ଼ ଗ୍ରାମର ୨୦୦ ବର୍ଷର ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ଶ୍ରୀରାମ ଲୀଳା ତଥା
Read More...

ସୁବଲୟା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

ବିରମହାରାଜପୁର : ବିରମହାରାଜପୁର ଅନ୍ତର୍ଗତ ସୁବଲୟା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ରଥଙ୍କ ସଭାପତିତ୍ୱରେ ତଥା ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ଚନ୍ଦ୍ରମଣି ବାଘଙ୍କର ସଂଯୋଜନାରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ ।
Read More...

ଜଷ୍ଟିସ ମହାନ୍ତିଙ୍କ ରାଉରକେଲା ଗସ୍ତ ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦର କେନ୍ଦ୍ରୀୟ କମିଟି ତରଫରୁ ଜଷ୍ଟିସ ମନୋରଂଜନ ମହାନ୍ତି ରାଉରକେଲା ଶାଖାର କାର୍ଯ୍ୟକାରିତା ଅନୁଧ୍ୟାନ କରିବାକୁ ଆସି ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗତ ୫ ତାରିଖ ଦିନ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ
Read More...

ଗୋଇନ୍ଦାମୁଣ୍ଡାରେ ଆଂଚଳିକ ଯାଦବ ସମାଜ ବୈଠକ : ନୂତନ କର୍ମକର୍ତ୍ତା ନିର୍ବାଚନ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ଗୋଇନ୍ଦାମୁଣ୍ଡା ଠାରେ ରାଜପୁର-ବୋରପଦର-ରିଂଜା ଆଂଚଳିକ ଯାଦବ ସମାଜର ସାଂଗଠନିକ ବୈଠକ ବ୍ଲକ ସଭାପତି ଗରୁଡଧ୍ୱଜ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମାଜିକ ସଂଗଠନର ଦୃଢତା, ନିଶାମୁକ୍ତ ସମାଜ ଗଠନ ଉପରେ
Read More...

ସାପ କାମୁଡାରେ ମହିଳା ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେର୍ମେଲି ଗ୍ରାମର ମଥୁରା ସାହୁ(୪୮) ଘର ଓଲେଇବା ପାଇଁ ଝାଡୁ ଆଣିବା ସମୟରେ ଝାଡୁରେ ଲୁଚି ରହିଥିବା ଏକ ବିଷଧର ସାପ ତାଙ୍କ ହାତରେ କାମୁଡି ଦେଇଥିଲା । ତେବେ ଗୁରୁତର
Read More...

ଦୟଣାଚୋରି ସାହିତ୍ୟ ଆସର

ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହାସିକ ପ୍ରସିଦ୍ଧ ଦୟଣାଚୋରି ଯାତ୍ରା କୁଞ୍ଜ ମେଳନ ଉପଲକ୍ଷେ ଘୋରଡିଆ ନୋଡାଲ ହାଇସ୍କୁଲ ପରିସରରେ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଓ ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ତରଫରୁ
Read More...

ମ. ରାମପୁର ରାମଲୀଳା ମହୋତ୍ସବ

ପ୍ରଥମ ଦିନରେ ଦର୍ଶକଙ୍କୁ ବାନ୍ଧି ରଖିଲା ଆଦ୍ୟ କାଣ୍ଡଆଜି ମଞ୍ଚସ୍ଥ ହେବ 'ଅଯୋଧ୍ୟା କାଣ୍ଡ' ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ରାମଲୀଳାର ପ୍ରଥମ ତଥା ଉଦ୍‌ଘାଟନୀ ରଜନୀରେ ଆଦ୍ୟ କାଣ୍ଡ
Read More...