Daily Archives

ଟିକ୍ରାପଡାରେ ଅଭାବନୀୟ ଘଟଣା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କ ମୃତ୍ୟୁ ଅଭିଯୋଗ

କ୍ଷତିପୂରଣ ପାଇଁ ସାଧାରଣରେ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡାର ବଡ଼ବାହାଲଠାରେ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଗୋଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏଥିରେ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଏଭଳି ୬ ଗୋଟି ବଳଦର
Read More...

ବରସୁଆଁରେ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁ ଖଣି ଅଂଚଳରେ ଥିବା ଓଡିଆ ଅନୁଷ୍ଠାନ 'ପ୍ରଗତି' ତରଫରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାରେ ପର୍ଶୁରାମଙ୍କ ଜନ୍ମୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ପର୍ଶୁରାମଙ୍କ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ପର୍ଶୁରାମ ସମାଜ ତରଫରୁ କିଭଳି ଧୁମ୍‌ଧାମ୍‌ରେ ଜନ୍ମୋତ୍ସବ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୨୨ତାରିଖରେ
Read More...

ରାଜାଘର ଛାଡିଦେଲେ ବିଜେଡିର ଆଉ କିଛି ନାହିଁ : ବିଜେଡି ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ବିଜେଡିର ମଙ୍ଗ ଧରିବା ପାଇଁ ବିଗତ କିଛି ବର୍ଷ ଦଳରେ ଅନ୍ତଃ ସଂଘର୍ଷ ଜାରି ରହିଥିବା ଦେଖିବାକୁ ମିଳିଛି । ଲଢେଇ ରହିଛି ହେବି ୱେଟ ମାନଙ୍କ ମଧ୍ୟରେ । ଗୋଟିଏ ପଟେ ରାଜାଘର ସିଂହଦେଓ ପରିବାର ତ' ଆଉ ଗୋଟିଏ ପଟେ ଜିଲ୍ଲା ବିଜେଡି ସଭାପତି ତଥା
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତରଫରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

କଳାହାଣ୍ଡି, (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା, ଗୋଛାଡେଙ୍ଗେନ ଓ ଡମ୍ କାର୍ଲଖୁଣ୍ଟା ଗ୍ରାମ ପଞ୍ଚାୟତଠାରେ ଆଜି ରବିବାର ଦିନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ.ରାମପୁର ଶାଖା ତରଫରୁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାଖା ପରିଚାଳକ
Read More...

ଅଦିନିଆ ବର୍ଷା : ଚାଷୀ ମୁଣ୍ଡରେ ଚଡକ

ମୁଗ, ବିରି, ଚିନାବାଦମ ଓ ଟମାଟୋ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗତ ଶୁକ୍ରବାର ରାତିରୁ ହୋଇଥିବା ଅଦିନିଆ ବର୍ଷା ପାଇଁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଓ ଫସଲ ହାନୀ ହୋଇଥିବା ବେଳେ ଚଳିତ ବର୍ଷର ରବି ଫସଲ ନଷ୍ଟ ହେବା ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି
Read More...

ଝିଅ ବିଦା ପାଇଁ ବସ୍‌ରେ ଯିବା ବେଳେ ବସ୍‌ରୁ ଖସିପଡ଼ି ଜଣେ ମୃତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁ ନିକଟରେ ବସ୍‌ରୁ ଖସିପଡ଼ି ଜଣେ ମୃତ । ମୃତ ବ୍ୟକ୍ତି ଜଣକ ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁର ତ୍ରିଲୋଚନ ବରିହା(୪୫) ବୋଲି ଜଣାଯାଇଛି । ସୂଚନା ଅନୁସାରେ କୁମାରଖାନ ଗାଁର ଏକ ବାହାଘରରୁ ଝିଅ ବିଦା ପାଇଁ ବସ୍‌ ଯୋଗେ ଝିଅ ଘର
Read More...

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍କଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ବଜାର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ
Read More...

ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮୮ତମ ଉତ୍କଳ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଓଡ଼ିଶାର ପରମ୍ପରା, ଐତିହ୍ୟ, ଚଳଣି ବହୁ ପ୍ରାଚୀନ ଏବଂ ଶ୍ରେଷ୍ଠ । ପ୍ରତ୍ୟେକ ଓଡ଼ିଆ ପ୍ରାଣଭରି ଏହାକୁ ଭଲପାଇ ଏହାର ରକ୍ଷା ପାଇଁ କାର୍ଯ୍ୟ କରିବା ଉଚିତ୍ । ଅନ୍ୟ ଭାଷା ଶିକ୍ଷା କର, କିନ୍ତୁ ନିଜର ସୁନ୍ଦର
Read More...

ବଲାଙ୍ଗିରରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିବାଦରେ ନାଗରିକ କମିଟିର ଗଣଧାରଣା ଏପ୍ରିଲ ୧୨ରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକଦା ବଲାଙ୍ଗିର ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ରୂପେ ପରିଗଣିତ ହୋଇଥିବା ବେଳେ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ଅବକ୍ଷୟ ଆଡକୁ ଗତି କରୁଛି । ତେଣୁ ଜିଲ୍ଲାରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟର ବିଭିନ୍ନ ଅସୁବିଧାର ପ୍ରତିବାଦରେ ଆସନ୍ତା ଏପ୍ରିଲ ୧୨ ତାରିଖ
Read More...