Daily Archives

ବଣାଇ ଉପଖଣ୍ଡ ପାଲଟିଛି ନିଶାଦ୍ରବ୍ୟର ଗନ୍ତାଘର

ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଉପଖଣ୍ଡରେ ବ୍ୟାପିଲାଣି ଅଫିମ ଚାଷ ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡରେ ଥିବା ଘଞ୍ଚ ଜଙ୍ଗଲରେ ପୂର୍ବରୁ ଗଞ୍ଜେଇ ଚାଷ ହେଉଥିବା ବେଳେ ଏବେ ଅଫିମ ଚାଷ କରାଯାଉଥିବା ଆଲୋଚନା ହେଉଛି । ଅଞ୍ଚଳରେ ଅଧିକାଂଶ ଗାଁ ଗୁଡ଼ିକରେ ବ୍ୟାପକ
Read More...

ଅଙ୍ଗନୱାଡି କେନ୍ଦ୍ରସ୍ତରୀୟ ପୋଷଣ ପଖୱଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ଖପୁରିଡ଼ିହି କଲ୍ୟାଣ ମଣ୍ଡପଠାରେ ଅଙ୍ଗନୱାଡି କର୍ମୀ ସଲମା ବେଗମଙ୍କ ନେତୃତ୍ୱରେ କେନ୍ଦ୍ରସ୍ତରୀୟ ପୋଷଣ ପଖୱଡ଼ା ଦିବସ ପାଳନ କରାଯାଇଥିଲା । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଦୁର୍ଯ୍ୟୋଧନ ବିଶି, ଗନ୍ଧମାର୍ଦ୍ଦନ
Read More...

ବରସୁଆଁରେ ଉତ୍କଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁ ଖଣି ଅଂଚଳରେ ଥିବା ଓଡିଆ ଅନୁଷ୍ଠାନ 'ପ୍ରଗତି' ତରଫରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ତୁଜୁଙ୍ଗ ଗ୍ରାମରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଣ୍ଡକାମାଲ ପଞ୍ଚାୟତ ତୁଜୁଙ୍ଗ ଗ୍ରାମରେ ୧୯୬୭ ମସିହାରୁ ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇଆସୁଛି । ମହୋତ୍ସବର ପ୍ରଥମ ଦିନରେ ମଞ୍ଚରେ ଆଦ୍ୟ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ ନାଟକ ପରିବେଷଣ ହୋଇଥିଲା । ଉକ୍ତ
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁରର ନେତ୍ତୃବର୍ଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଅଞ୍ଚଳର ବିଜେପି ନେତ୍ତୃବର୍ଗ ତଥା ବିଧାନସଭାର କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ କିପରି ଆଗାମୀ ଦିନରେ ବିଜୟ ଲାଭ ହେବ ସେ
Read More...

ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସରେ ବଲାଙ୍ଗିର ଜିଲ୍ଲାର ସଫଳତା : ରେଡକ୍ରସ ମେଳା ପାଇଁ ଜାତୀୟ ସ୍ତରରେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ନିଳାଚଳ ପଲିଟେକ୍‌ନିକ୍‌ଠାରେ ୫ ଦିନ ବ୍ୟାପି ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୨୫ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ଦଳଗତ ନୃତ୍ୟ, ସଂଗୀତ ଗାନ,
Read More...

ନକଲି ସାର୍ଟିଫିକେଟ ମାମଲା : ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହେଲା ରାଜସାକ୍ଷୀଙ୍କ ବୟାନ ରେକର୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେଇ ତନାଘନା ତଦନ୍ତ ଜାରି ରଖିଛି । ସବୁ ଦିଗରେ ତନ୍ନ ତନ୍ନ ଖୋଳତାଡ଼ ସହ ବିଭିନ୍ନ ଦିଗରେ ରହିଥିବା ସମ୍ଭାବ୍ୟ ଲିଙ୍କ୍‌ ସଂପର୍କରେ ତଦନ୍ତକୁ ଜୋର୍‌ଦାର୍ କରିଛି
Read More...

ମା’ ଚାମୁଣ୍ଡା ହେଣ୍ଡବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ପୁରୁଷୋତ୍ତମପୁର ଚାମ୍ପିୟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କୁଶପଲ୍ଲୀରେ ୧୦ ଦିନ ଧରି ଚାଲିଥିବା ମା' ଚାମୁଣ୍ଡା ହେଣ୍ଡବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସ ତଥା ଫାଇନାଲ୍‌ ମ୍ୟାଚ୍‌ରେ ସାତୁଳୀ ଟିମ୍‌ ସହ ପୁରୁଷୋତ୍ତମପୁର ଟିମ୍‌ ମଧ୍ୟରେ
Read More...

ସାରଙ୍ଗପୁରରେ ଚବିଶ ପ୍ରହରୀ ନାମଯଜ୍ଞ ଶୁଭାରମ୍ଭ : କଳସ ଯାତ୍ରାରେ ଶତାଧିକ ମହିଳାଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅଧିନସ୍ଥ ସାରଙ୍ଗପୁର ଗ୍ରାମରେ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କଳସ ଯାତ୍ରାରେ ଶତାଧିକ ମହିଳାମାନେ ଯୋଗଦାନ କରିଥିଲେ । ଏହି ୨୪ ପ୍ରହରୀ ନାମଯଜ୍ଞ ୪ ଦିନ ବ୍ୟାପି ହେବାକୁ ଯାଉଥିବା
Read More...

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ : ନାବାଳକଙ୍କ ମଳଦ୍ୱାରରେ ପଶିଗଲା ଶାବଳ

ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ହେଲା ସଫଳ ଅସ୍ତ୍ରୋପଚାର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି । ଛାତରୁ ଖସିପଡ଼ିବା ବେଳେ ନାବାଳକଙ୍କ ମଳଦ୍ୱାରରେ ଶାବଳ ପଶି ଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା
Read More...