Daily Archives

ବୈଶାଖୀ ବାଣିଜ୍ୟ ମେଳା ଉଦ୍‌ଘାଟିତ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜୁବିଲି ଟାଉନ ବଜାରସ୍ଥିତ ମହିଷାପାଟ ଛକ ନିକଟରେ ରବିବାର ସନ୍ଧ୍ୟାରେ 'ବୈଶାଖୀ ବାଣିଜ୍ୟ ମେଳା' ଉଦ୍‌ଘାଟିତ ହୋଇଯାଇଛି । ମେଳା ପରିସରରେ ୧୨୫ ଷ୍ଟଲ୍‌ ଖୋଲାଯାଇଛି । ୨୦୦ଟଙ୍କାର ମସଲା କିଣିଲେ ବିଭିନ୍ନ ପୁରସ୍କାର ରହିଛି । ସେହିପରି ମେଳାରେ
Read More...

ଶ୍ରଦ୍ଧାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ତାଲୁକ ଆଇନ ସେବା କମିଟି, ପାନପୋଷ, ରାଉରକେଲା ଆନୁକୁଲ୍ୟରେ ଶ୍ରଦ୍ଧା ଅନୁଷ୍ଠାନ ପରିସରରେ 'ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ' ପାଳିତ ହୋଇଯାଇଛି । ତାଲୁକ ଆଇନ କମିଟିର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲା ଜଜ୍ ଡ. ଭି.ସୁଜାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
Read More...

ସଡକ ଦୁର୍ଘଟଣା, ୫ ଗୁରୁତର

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆଠାରେ ସୋମବାର ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜଳ ସମ୍ପଦ ବିଭାଗର ଏକ ସରକାରୀ ଗାଡ଼ି ବାଇକ୍‌ରେ ଯାଉଥିବା ଲୋକଙ୍କୁ ପଛକୁ ପଛ ଧକ୍କା ଦେଇଛି । ଫଳରେ ୫ ଜଣ ଗୁରୁତର ହୋଇଛନ୍ତି ।
Read More...

ଡେଲାଙ୍ଗରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଆଭା କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କର୍ମଶାଳାରେ ଆଭାର ସଭାପତି ସୁଧୀର ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ମାସ ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
Read More...

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ତାଲୁକା ଆଇନ୍ ସେବା ସମିତି ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ଅତିରିକ୍ତ ଜିଲ୍ଲା ନ୍ୟାୟଧୀଶ ଶ୍ଵେତା ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଆଇନଜୀବୀ ଆଶିଷ କୁମାର ଚନ୍ଦନ, ଶ୍ରୀମତୀ
Read More...

ବଲାଙ୍ଗିରଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ମାନସିକ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରଠାରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ଏକ
Read More...

ରୋପୱେ ନିର୍ମାଣ ଦାବୀରେ ହରିଶଙ୍କରଠାରେ ଜଳ ସତ୍ୟାଗ୍ରହ

ପାଟଣାଗଡ, (ଗୋରେଖନାଥ ବରିହା) : କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କରଠାରେ ଏକ ଜଳ ସତ୍ୟାଗ୍ରହ ହୋଇଯାଇଛି । ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପ୍ରାୟ ୫୦ଟି ମୋଟର ସାଇକେଲ ଯୋଗେ ସତ୍ୟାଗ୍ରହୀମାନେ ଗନ୍ଧମାର୍ଦ୍ଦନ ବଞ୍ଚାଅ ସ୍ଲୋଗାନ ଦେଇ ହରିଶଙ୍କରଠାରେ ପହଞ୍ଚି ଥିଲେ ।
Read More...

ମାନ୍ଦଲା କ୍ଲଷ୍ଟର ଶିକ୍ଷକ ବୃନ୍ଦଙ୍କ କ୍ଷେତ୍ର ପରିଦର୍ଶନ ଓ ଶିକ୍ଷା ଭ୍ରମଣ

ସ୍ୱଚ୍ଛତା ହିଁ ସେବା ଉପରେ ଜନସଚେତନତା କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ଭାରତ ବର୍ଷରେ ଆଜାଦୀ କା ଆମୃତ ମହୋତ୍ସବ ପାଳିତ ହେଉଥିବା ବେଳେ ଦଶହରା ଛୁଟିରେ ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ଷେତ୍ର ପରିଦର୍ଶନ ଓ ଶିକ୍ଷା ପରିଭ୍ରମଣ
Read More...

ଉତ୍କଳମଣି ଗୋପବନ୍ଧୁ ୱେଲ୍‌ଫେୟାର ଟ୍ରଷ୍ଟ ପକ୍ଷରୁ ଗୋପନ୍ଧୁଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲ୍‌ଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ବାଲିଯୋଡି ଛକ ନିକଟସ୍ଥ ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୧୪୫ତମ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ
Read More...