ଖୁଜେନପାଲି ଗାଁର ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୧.୯.୨୨ ରାତିରେ ଖୁଜେନପାଲି ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଗାଁର ସୁରେଶ ଭୁଏଙ୍କୁ ହତ୍ୟା କରି ତାଙ୍କ ଉପରେ କିଛି ବାଉଁଶ ଘୋଡାଇ ଦେଇଇ ତାଙ୍କୁ ଲୁଚାଇ ଦିଆଯାଇଥିଲା । ତେବେ ଏହି ଘଟଣାର ଖବର ପାଇ ବଲାଙ୍ଗିର ସଦର ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାକୁ ସଠିକ ଭାବରେ ତଦନ୍ତ କରି ଆଜି ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଖୁଜେନପାଲି ଗାଁର ମିକୁ ଓରଫ ପ୍ରବୀର କୁମାର ପଟ୍ଟନାୟକ ବୋଲି ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three − two =

error: Content is protected !!