Daily Archives

କିଷାନ କଂଗ୍ରେସର ବ୍ଲକସ୍ତରୀୟ କିଷାନ ଚିନ୍ତନ ଶିବିର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ହିଞ୍ଜିଳି ବ୍ଲକ ଗଣ୍ଡଳା ଗ୍ରାମ କାଳୁଆ ମନ୍ଦିରଠାରେ କିଷାନ କଂଗ୍ରେସ ତରଫରୁ ବ୍ଲକସ୍ତରୀୟ କିଷାନ ଚିନ୍ତନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା
Read More...

ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ା ପ୍ରଗତି ଯୁବକ ସଂଘ ପକ୍ଷରୁ ୯ମ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ସନ୍ଧ୍ୟାରେ କଳସ ଶୋଭାଯାତ୍ରା ହୋଇଯାଇଛି । ଅପରାହ୍ନରେ ଦେଓଗାଁ ସୋନଗଡ ନଦୀରୁ ଶତାଧିକ ମହିଳାଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରବିବାର
Read More...

ଛୁଇବନ୍ଧ ଛକଠାରେ ସଡକ ଦୁର୍ଘଟଣା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରୋଡ ସ୍ଥିତ ଛୁଇବନ୍ଧ ଛକଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ, ଅନୁଗୁଲ ଜିଲ୍ଲାର ଅରୁଣ ଗଡାଇ(୩୦) ସ୍ଥାନୀୟ ଏକ ମିଲ୍‌ ଠାରେ କାମ କରୁଥିବା ବେଳେ ହୋଟେଲକୁ ଖାଇ ଯାଉଥିବା ସମୟରେ ଏକ ବୋଲେରୋ ତାଙ୍କୁ ଧକ୍କା
Read More...

ଜଗର୍ସ ପାର୍କ ଓ ଚିଲ୍‌ଡ୍ରେନ ପାର୍କ ଜଗିବ ସିସିଟିଭି କ୍ୟାମେରା

ବଲାଙ୍ଗିିର, (କେପିଏନ୍‌ଏସ୍‌) : ଦିନକୁ ଦିନ ଅସାମାଜିକ କାମ ବଢି ବଢି ଚାଲିଥିବା ବେଳେ ସହରରେ ଥିବା ପାର୍କ ଗୁଡିକରେ ମଧ୍ୟ ଅସାମାଜିକ କାମ ସହ ଚୋରି ଓ ଲୁଟ୍‌ ହେଉଛି । ତେବେ ଏଥିପ୍ରତି ଧ୍ୟାନ ଦେଇ ସହରର ଜଗର୍ସ ପାର୍କ ଓ ଚିଲ୍‌ଡ୍ରେନ ପାର୍କରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୨୦ଟି କ୍ୟାମେରା
Read More...

ରାଜେନ୍ଦ୍ର ୟୁନିର୍ଭସିଟି ଛକରୁ ବୁଲେଟ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାଜେନ୍ଦ୍ର ୟୁନିର୍ଭସିଟି ଛକର ଏକ ବୁଲେଟ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଲୋଇସିଂହା ଅଂଚଳର ବ୍ୟବସାୟୀ ଜଗତପତି ଜାନୀ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ଅଭିଯୋଗ ଭତ୍ତି କରି ବଲାଙ୍ଗିର ଟାଉନ ଥାନା ପୋଲିସ ଏକ ମାମାଲା
Read More...

ଲେମ୍ବୁପାଲିରେ ହାତୀ ଆତଙ୍କ

ସୁବର୍ଣ୍ଣପୁର : ଲେମ୍ବୁପାଲି ଗାଁରେ ଖେଳିଯାଇଛି ହାତୀ ଆତଙ୍କ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲେମ୍ବୁପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ୧୩ ଟିକିଆ ହାତୀପଲ । ବଲାଙ୍ଗିର ଜିଲ୍ଲା ଆଠଗାଁ ରେଞ୍ଜରୁ ଏହି ହାତୀପଲ ଆସିଥିବା ସୂଚନା ମିଳିଛି । କୁମ୍ଭାରମୁଣ୍ଡା ଫରେଷ୍ଟର ଦୀନେଶ କୁମାର
Read More...

ପୁଇଁତଲା ଥାନା ଅଂଚଳର ନାବାଳିକା ଦୁଷ୍କର୍ମ ମାମାଲା : ଦୀର୍ଘ ଚାରି ମାସ ପରେ ମୁଖ୍ୟ ଅଭିଯୁକ୍ତ ହେଲା ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଂଚଳର ନାବାଳିକା ଦୁଷ୍କର୍ମ ମାମାଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଗତ ଜୁନ୍‌ ମାସରେ ପୁଇଁତଲା ଥାନା ଅଂଚଳରେ ଜଣେ ନାବାଳିକା ବଳତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା
Read More...

ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ତାଇକଣ୍ଡୋ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରିଜର୍ଭ ପୋଲିସ ଇଣ୍ଡୋର ହଲ୍‌ରେ ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ଜିଲ୍ଲାସ୍ତରୀୟ ପୁମସେଇ ଓ ଖିରୋଗୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସମ୍ବାଦ ଏଜିଏମ୍‌ ଅରିବିନ୍ଦ ଦାସ ଅତିଥି ରୂପେ ଯୋଗ ଦେଇ ଫିତା କାଟି
Read More...

ବିଦ୍ୟୁତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହାନୁଭୂତିରେ ପୂରଣ କରାଯିବ : ସିଇଓ ଅରବିନ୍ଦ ସିଂ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଦ୍ୟୁତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହାନୁଭୂତି ସହ ପୂରଣ କରାଯିବ ବୋଲି ଟିପିଏସଓଡିଏଲ ମୁଖ୍ୟ (ସିଇଓ) ଅରବିନ୍ଦ ସିଂ ପ୍ରକାଶ କରିଛନ୍ତି । ଓଏସଇବି ଶ୍ରମିକ ମହାସଂଘର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଏକ
Read More...

ପାଂଚଗଛିଆ ଛକ ଠାରେ ବାଇକ ଦୁର୍ଘଟଣା : ୨ ମୃତ, ୧ ଗୁରୁତର

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ସହରରର ଅଏଁଠାପାଲି ଥାନା ଅନ୍ତର୍ଗତ ପାଂଚଗଛିଆ ଛକ ଠାରେ ବାଇକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣଙ୍କୁ ପୋଲିସ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।
Read More...