Daily Archives

ପାଟଣାଗଡର ଗ୍ରାମାଞ୍ଚଳଗୁଡିକ ଉତ୍ସବ ମୁଖର, ଭାଇ ଜିଉନ୍ତିଆ ଓଷା ପାଳିତ, ହେଲେ ହଜି ଯାଉଛି ଡାଲଖାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଭାଇ ଜିଉନ୍ତିଆ ଓଷା ଉତ୍ସବ ମୁଖର ହୋଇଉଠିଛି । ହେଲେ ହଜି ଯାଉଛି ଡାଲଖାଇ ନାଚ ଗୀତ ପରମ୍ପରା । ଦୁର୍ଗା ଅଷ୍ଟମୀ ଦିନ ଭଉଣୀ ମାନେ ଭାଇର ମଙ୍ଗଳ ମନାସି ମା' ଦୂର୍ଗାଙ୍କ ପୂଜା କରିବା ସହ ଉପବାସ ରହି
Read More...

ଟାଉନ ପୋଲିସ ଦ୍ୱାରା ଚୋରି ହୋଇଥିବା ଲାପଟପ୍ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଦିନକୁ ଦିନ ଚୋରି ଡକାୟତି, ରାହାଜାନି, ଲୁଟ୍‌ତରାଜ, ହତ୍ୟାକାଣ୍ଡ ଭଳି ଅନେକ ଅପରାଧିକ କାମ ସହରରେ ବଢି ବଢି ଚାଲିଛି । ଏଥିପାଇଁ ଟାଉନ ପୋଲିସ ପକ୍ଷରୁ ସହରରେ ଘଡିକୁ ଘଡି ପିସିଆର୍‌ ଭେନ୍‌ ପଇଁତରା ମାରୁଥିବା ବେଳେ ପେଟ୍ରାଲିଂ ମଧ୍ୟ ଟାଉନ ପୋଲିସ
Read More...

ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମଠାରେ ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ମୁରିବାହାଲ ବ୍ଲକ ସଭାପତି ବୈଧୃତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧର୍ମ ପରାୟଣ ବ୍ୟକ୍ତି ତଥା ବିଶିଷ୍ଟ ପୂଜକ ଶିବଚରଣ ପାଢ଼ୀଙ୍କର ୯୬ ବର୍ଷ ବୟସରେ ୩ ତାରିଖ ସନ୍ଧ୍ୟା ସମୟରେ ପରଲୋକ ହୋଇଯାଇଛି । ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ମୂଳ ନିବାସୀ ଶିବଚରଣ ପାଢ଼ୀଙ୍କର ବଲାଙ୍ଗିର ସ୍ଥିତ ରୁଗୁଡ଼ିପଡା
Read More...

ମହାନବମୀରେ କୁମାରୀ ପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଆଜି ମୃଣୟୀ ମୂର୍ତ୍ତିଙ୍କ ନିକଟରେ ମହାନବମୀ ପୂଜା ଧୂମଧାମରେ ପାଳନ କରାଯାଉଛି । ଏହି ଅବସରରେ କୋଏଲନଗର ସ୍ଥିତ ଡି ବ୍ଲକ ପୂଜା ମଣ୍ଡପଠାରେ କୁମାରୀ ପୂଜାର ଆୟୋଜନ କରାଯାଇଥିଲା । ପୂଜା
Read More...

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା ମହିଳା ଗୃପ ତରଫରୁ ଶାରଦୀୟ ପୂଜା ଅବସରରେ ଝିରପାଣି ଜଗନ୍ନାଥ ମନ୍ଦିର ପରିସରରେ ଦାଣ୍ଡିଆନୃତ୍ୟ ଆୟୋଜନ କରାଯାଇଥିଲା । ଏକତା ଗୃପର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ବର୍ଷ ବର୍ଷ ଧରି ଅନ୍‌ଲାଇନ କରି କାଳିଆ ଯୋଜନା ସହ ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ଷ ବର୍ଷ ଧରି ଅନ୍‌ଲାଇନ କରି କାଳିଆ ଯୋଜନା ସହ ଭତ୍ତା ଓ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ଥିବା ଭଳି ଅଭିଯୋଗ ଆସିଛି ପଦ୍ମପୁର ବ୍ଲକ ଦହେଗାଁ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଡ଼ିହି ଗାଁରୁ । ସୂଚନା ଅନୁସାରେ ବ୍ରାହ୍ମଣଡ଼ିହି ଗାଁର ଗୁରୁବାରୁ ସାହାଣୀ ଦିନ
Read More...

ଦଶହରା ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ପବିତ୍ର ଦଶହରା ଅବସରରେ ବରଗଡ଼ ବ୍ଲକ ଅନ୍ତର୍ଗତ ପୋଡ଼ମୁଣ୍ଡା ଗ୍ରାମରେ ଆଜି ମା' ଭବାନୀ କଲ୍ୟାଣ ସଙ୍ଘ, ପୋଡ଼ମୁଣ୍ଡା ଓ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ "ଆମ ଓଡ଼ିଶା" ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । ମୁଖ୍ୟ ଅତିଥି ଭାବରେ
Read More...

କବି ବିିଧୁଭୂଷଣ ଗୁରୁଙ୍କ ଜୟନ୍ତୀ ପାଳିତ : ଜାତିର ପରିଚୟ ସୃଷ୍ଟି କରିବାକୁ ହେଲେ ପୂଜ୍ୟପୂଜା ନିତାନ୍ତ ଜରୁରୀ ବୋଲି ମତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପତିତପାବନ ଏକାଡେମୀ ସଭାକକ୍ଷରେ ବିଧୁଭୂଷଣ ଗୁରୁଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଧୁଭୂଷଣ ଗୁରୁ ସ୍ମୃତି ପରିଷଦ ସଂରକ୍ଷକ ଡା. ଭକ୍ତପ୍ରସାଦ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ
Read More...

ଖପ୍ରାଖୋଲରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ପରିସରରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଧାୟକ ତଥା ରାଜ୍ୟ ବିଧାନସଭା ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ
Read More...
error: Content is protected !!