om academy

ଟାଉନ ପୋଲିସ ଦ୍ୱାରା ଚୋରି ହୋଇଥିବା ଲାପଟପ୍ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଦିନକୁ ଦିନ ଚୋରି ଡକାୟତି, ରାହାଜାନି, ଲୁଟ୍‌ତରାଜ, ହତ୍ୟାକାଣ୍ଡ ଭଳି ଅନେକ ଅପରାଧିକ କାମ ସହରରେ ବଢି ବଢି ଚାଲିଛି । ଏଥିପାଇଁ ଟାଉନ ପୋଲିସ ପକ୍ଷରୁ ସହରରେ ଘଡିକୁ ଘଡି ପିସିଆର୍‌ ଭେନ୍‌ ପଇଁତରା ମାରୁଥିବା ବେଳେ ପେଟ୍ରାଲିଂ ମଧ୍ୟ ଟାଉନ ପୋଲିସ ପକ୍ଷରୁ ବଢାଯାଇଥିବା ଜଣାପଡିଛି । ତେବେ ଏଇ ଦିନ କେଇଟା ଭିତରେ ସହର ଭିତରୁ ଏକ ଘରୁ ଚୋରି ହୋଇଥିବା ଲାପଟପ୍‌କୁ ବଲାଙ୍ଗିର ଟାଉନ ପୋଲିସ ଉଦ୍ଧାର କରିବା ସହ ଆଜି ଲାପଟପ୍‌ଟିକୁ ମାଲିକଙ୍କୁ ଟାଉନ ଥାନାକୁ ଡାକି ହସ୍ତାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.

1 × two =