Daily Archives

ଯାଦବ ଭବନରେ ମନ୍ଦିର ପ୍ରତିଷ୍ଠା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନରେ ବିଜୟା ଦଶମୀ ଦଶହରା ପୂଜା ପାଳନ ହୋଇଥିବା ବେଳେ ନବ ନିର୍ମିତ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ନୀତି ନିୟମ ଅନୁସାରେ ହୋମ, ଯଜ୍ଞ ସହ ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ ଛବିଳ ବଗର୍ତ୍ତି ଓ ଦୁତି ବାହନ ଚନ୍ଦନ ।
Read More...

୧୨ତମ ତିହାର ଲୋକ ମହୋତ୍ସବ ଉଦ୍‌ଯାପିତ

'ଭାଷା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଲୋକ ମହୋତ୍ସବ ଆୟୋଜନ ଏକ ଅନନ୍ୟ ଉଦ୍ୟମ ଅଟେ' ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆମ ଅଞ୍ଚଳର 'ଭାଷା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଲୋକ ମହୋତ୍ସବ ଆୟୋଜନ ଏକ ଅନନ୍ୟ ଉଦ୍ୟମ' ବୋଲି ଅତାବିରା ଠାରେ ଅନୁଷ୍ଠିତ ୧୨ତମ
Read More...

ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଏକାଦଶାହ ଉପଲକ୍ଷେ ହନୁମାନ ବାଟିକାଠାରେ ପି ପି ରାୟଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରବାସୀ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
Read More...

ଡେଲାଙ୍ଗରେ ଦୁର୍ଗାପୂଜା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶାରଦୀୟ ଦୁର୍ଗାପୂଜା ତଥା ବିଜୟା ଦଶମୀ ତିଥିରେ ମା' ଦୁର୍ଗା ମହିଷାସୁରକୁ ବଦ୍ଧ କରି ଧରାପୃଷ୍ଠରୁ ଦାନବ ଶକ୍ତିକୁ ଲୋପ କରି ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ଜୟ ନେଇ ଯୁଗେ ଯୁଗେ ମା' ଦୁର୍ଗାଙ୍କ ପୂଜା ଭାରତର କୋଣ ଅନୁକୋଣରେ
Read More...

ଦେଶୀ ମାଛ ମଡ଼କ : ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି । ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ
Read More...

ଧୁମାଭଟାରେ କ୍ଷତ୍ରୀୟ ସମାଜର ବିଶାଳ ଖଣ୍ଡା ଓ ମଶାଲ ଯାତ୍ରା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପବିତ୍ର ବିଜୟା ଦଶମୀ ଦିନ କ୍ଷତ୍ରୀୟ ସମାଜର ଏକ ବିଶାଳ ଖଣ୍ଡା ଓ ମଶାଲ ଶୋଭାଯାତ୍ରା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟାଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାରେ ଇଷ୍ଟ ଦେବୀ ମା' ବସ୍ତ୍ରେନ୍ ମନ୍ଦିରରୁ ମଶାଲ ବାହାର କରି ଗାଁ ପରିକ୍ରମା କରି
Read More...

ମୁରିବାହାଲରେ ରାବଣ ପୋଡ଼ି ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଏମୁଣ୍ଡ ହନୁମାନ ଛକ ଠାରେ ଗୁଏମୁଣ୍ଡ, କନସିଲ ଓ ମୁଣ୍ଡପଦର ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ପରିଷଦ ଶ୍ରୀମତୀ
Read More...

ପଦ୍ମପୁର ବିଧାନସଭା ଆସନ ଖାଲି ହେବା ନେଇ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବିଧାନସଭାର ବରଗଡ ଜିଲ୍ଲାର ୦୧- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରୁ ଷୋଡଶ ବିଧାନସଭାକୁ ନିର୍ବାଚିତ ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କର ଚଳିତ ମାସ ୩ ତାରିଖ (ସୋମବାର) ଦିନ ପରଲୋକ ଘଟିଛି । ତାଙ୍କ ବିୟୋଗରେ ବାଚସ୍ପତି ବିକ୍ରମ
Read More...

ଗୌଡଗୋଠ ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ଗାଁରେ ମହାଳୟା ଅମାବାସ୍ୟା ଦିନ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇ ବରୁଆ ଦେହରେ ଦେବୀ ଆବିର୍ଭାବ ହୋଇଥିଲେ । ରବିବାର ଦିନରୁ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ବିଧିପୂର୍ବକ ପୂଜାର୍ଚ୍ଚନା ଓ ବୁଧବାର ଦିନ ଦେଝାରରେ ପୂଜାର୍ଚ୍ଚନା ପରେ
Read More...

ଉଡାରରେ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରେ ଦୁର୍ଗାପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସିଦ୍ଧାର୍ଥ ନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଅତିଥି ଭାବେ ଘୁଚିପାଲି ସ୍କୁଲ ପ୍ରଧାନ
Read More...