Daily Archives

ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷଙ୍କ ଦୁର୍ଗା ତନ୍ତୀଙ୍କ ଟାଟା ପାୱାର ସହିତ ବୈଠକ…

ସମସ୍ୟାର ସମାଧାନ ପାଇଁ ଦୃଢ଼ ଇଛାଶକ୍ତି ଦରକାର - ବିଧାୟକ ଦୁର୍ଗା ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ନିମିତ୍ତ ରଘୁନାଥପଲ୍ଲୀ ବିଧାୟକ
Read More...

ମ୍ୟୁଜିକ୍ ସେଲିବ୍ରେସନ୍ ପକ୍ଷରୁ କିଶୋର କୁମାରଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସେଲିବ୍ରସନ ତରଫରୁ ରାଉରକେଲା କ୍ଲବ ଠାରେ ପ୍ରସିଦ୍ଧ କିମ୍ବଦନ୍ତୀ ସଙ୍ଗୀତଶିଳ୍ପୀ କିଶୋର କୁମାରଙ୍କ ୯୭ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନର ମୁଖ୍ୟ ନନ୍ଦନ ମୁଖାର୍ଜୀଙ୍କ ଅଧକ୍ଷତା ଓ କବିତା ମାହାତୋଙ୍କ ସଂଯୋଜନାରେ ଆୟୋଜିତ
Read More...

ପଶ୍ଚିମ ଓଡ଼ିଶା ୱେବ୍‌ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ

ଡିଜିଟାଲ ମିଡିଆର ଭୂମିକା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ - ବକ୍ତା ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ୱେବ୍‌ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ସୋମବାର ବରଗଡ଼ ସ୍ଥିତ ଯଦୁମଣି ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ଅସିତ କୁମାର ସ୍ୱାଇଁଙ୍କ
Read More...

ବିଲଡରଙ୍କ ବିରୋଧରେ ବଡ଼ ଅଭିଯୋଗ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସୋସାଇଟି ବାସିନ୍ଦା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରର ହରିଓମ ସୋସାଇଟିର ବାସିନ୍ଦାମାନେ ଅର୍ଜୁନ ରିଏଲଟରର ମାଲିକ ଚପାତି ମଲ୍ଲିକାର୍ଜୁନ ରାଓଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୋସାଇଟି ପକ୍ଷରୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଏସ୍‌ଡିପିଓଙ୍କୁ ଲିଖିତ
Read More...

ଟିଟିଲାଗଡ ପ୍ରଭାବତୀ ପବ୍ଲିକ୍ ସ୍କୁଲରେ ଇନ୍‌ଭେଷ୍ଟିଚର ସେରିମୋନି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣି ଶିକ୍ଷାନୁଷ୍ଠାନ ମଧ୍ୟରୁ ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ଅନ୍ୟତମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦାୟିତ୍ୱ ଭାର ପ୍ରଦାନ ଉତ୍ସବ ଯାହାକି ଇନ୍‌ଭେଷ୍ଟିଚର ସେରୀମୋନି
Read More...

ବିଶିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ପରଲୋକ : ସିନେ ଜଗତରେ ଶୋକର ଛାୟା

ମୁମ୍ବାଇ, (କେପିଏନ୍‌ଏସ୍‌) : ଚଳଚ୍ଚିତ୍ର ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। 'ଗଜନୀ' ଏବଂ 'ଲଗାନ୍' ଭଳି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ ପାଇଁ ଜଣାଶୁଣା ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ
Read More...

ସମ୍ବଲପୁରୀ ଭାଷାର ମାନ୍ୟତା ପାଇଁ ଆମରଣ ଅନଶନ

ବରଗଡ଼, (ମୁନ୍ନା ସାହୁ) : ସମ୍ବଲପୁରୀ ଭାଷାର ମାନ୍ୟତା ପାଇଁ ଆମରଣ ଅନଶନରେ ବସିଥିବା କୋଶଲ ସଂଗ୍ରାମୀ ସୁଶାନ୍ତ ମିଶ୍ରଙ୍କ ସମର୍ଥନରେ ବିଜେଡିର ଏକ ପ୍ରତିନିଧି ଦଳ ଗାନ୍ଧୀଛକକୁ ପହଂଚିଥିଲେ । ମଙ୍ଗଳବାର ଦିବା ୧୧ ଘଣ୍ଟା ସମୟରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ସଭାପତି
Read More...

ରାତ୍ର ଜଗୁଆଳି ନବୀନ ସିନ୍ଧିରିଆଙ୍କ ପରଲୋକ

ଅଗଣିତ ଛାତ୍ରଛାତ୍ରୀ ଓ କର୍ମଚାରୀ ମହଲରେ ଶୋକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସୋନପୁର କଲେଜର ପ୍ରାକ୍ତନ କର୍ମଚାରୀ ତଥା ରାତ୍ର ଜଗୁଆଳି ଶ୍ରୀ ନବୀନ ସିନ୍ଧିରିଆ (୮୪) ବର୍ଷଙ୍କ ନିଜ କଳିଙ୍ଗ ନଗର ସ୍ଥିତ ବାସ ଭବନ ଠାରେ ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ
Read More...

ସୋନପୁର ଠାରେ ହାପ୍ ଡେଲି ଷ୍ଟୋରର ଶୁଭ ଉଦ୍‌ଘାଟନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଖଦାଳପଡା ରୋଡ ପୁଷ୍ପଲତା ଗ୍ୟାସ ଏଜେନ୍ସୀ କ୍ୟାମ୍ପସ ଠାରେ "ହାପ୍ ଡେଲି ଷ୍ଟୋର" ଓଡ଼ିଶାର ୧୮ ନମ୍ବର ଶାଖା ଶୁଭ ଉଦ୍‌ଘାଟନ ହୋଇଯାଇଛି । କମ୍ପାନୀର ଏମ୍‌ଡି ଆର୍‌ଜି ଚନ୍ଦ୍ର ମୋଗନ୍‌ଙ୍କ ପରାମର୍ଶ କ୍ରମେ ମୁଖ୍ୟ ଅତିଥି ଭାବେ ଦିନେଶ
Read More...

ପୁଇଁତଲାରେ ଋଣ ନାଁରେ ବଡ଼ ଠକେଇ : ଜଣେ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ପୋଲିସ ଋଣ ଦେବାର ପ୍ରଲୋଭନ ଦେଇ ଠକେଇ କରୁଥିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଅଞ୍ଜନ କୁମାର ନାଗ ଲୋକଙ୍କୁ ସହଜରେ ଋଣ ମିଳିବ ବୋଲି କହି ଆଧାର, ପାନ୍, ବ୍ୟାଙ୍କ ବିବରଣୀ ଓ ଓଟିପି ସଂଗ୍ରହ କରି ଅନଲାଇନ୍
Read More...