Monthly Archives

August 2021

ଆସନ୍ତା ତା ୧ରୁ ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କ ପାଇଁ ୬୭ କେନ୍ଦ୍ରରେ ଟିକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟିକାକରଣସୁବର୍ଣ୍ଣପୁର ମ୍ୟୁନିସିପାଲିଟିର ୦୬ଟି କେନ୍ଦ୍ରରେ କେବଳ ୨ୟ ଡୋଜ ପାଇଁ ଅନଲାଇନ ପଂଜିକୃତ ହିତାଧିକାରୀଙ୍କୁ ଟିକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ପ୍ରଦୀପ ମିଶ୍ରଙ୍କ ଗଳ୍ପପାଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ଏକ ଗଳ୍ପ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବଲାଙ୍ଗିରର ବିଶିଷ୍ଟ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର । ଅନ୍‌ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା
Read More...

ଯୁବ ସାମ୍ବାଦିକ ଅଶ୍ୱିନୀ ଦାସ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଅଶ୍ୱିନୀ କୁମାର ଦାସଙ୍କୁ "ଗୁଡ୍‌ ସାମରିଟାନ" ଭାବରେ ସମ୍ମାନିତ କରିଛନ୍ତି ବରଗଡ଼ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ । ଏଥିପାଇଁ ଅଶ୍ୱିନୀଙ୍କୁ ୪ ହଜାର ଟଙ୍କାର ଚେକ୍‌ ସହ ପ୍ରଶଂସା
Read More...

ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ୱାଧିନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୭ଟା ସମୟରେ ଗାନ୍ଧିନଗରପଡା ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ଏକ ସାଇକେଲ ର‍୍ୟାଲି
Read More...

ଶାନ୍ତିପଡ଼ା ନବଦୁର୍ଗା ମେଢ଼ ପୂଜା ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶାନ୍ତିପଡ଼ା ନବଦୁର୍ଗା ମେଢ଼ ପୂଜା ସମ୍ପନ୍ନ ହୋଇଯାଇଛି । ଏହାପରେ ଦୁର୍ଗା ମୂର୍ତ୍ତି ତିଆରି ହେବ । ଏଥିରେ ପଣ୍ଡିତ ଶାନ୍ତ ମଣି ମିଶ୍ର, ସଞ୍ଜୟ ମିଶ୍ର ପୂଜା କରିବା ପାଇଁ ଆସିଥିବା ବେବେଳ ସଭାପତି ପାର୍ଥ କର୍ଣ୍ଣ, ସୁଶାନ୍ତ ଗଡୁଆ, ନାରାୟଣ ମହାକୁର,
Read More...

ଅଳିଆ ଆବର୍ଜନାମୟ ତୁଷୁରା ସହରର ମୁଖ୍ୟ ସ୍ଥାନ : ନୀରବ ଦ୍ରଷ୍ଟା ସାଜିଛି ଏନ୍‌ଏସି

ତୁଷୁରା, (ଅଜିତ କୁମାର ସାହୁ) : ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇପଡିଛି ତୁଷୁରା ସହରର ଥାନା ସାମ୍ନା ମିଲନ ଛକ । ନୀରବ ଦ୍ରଷ୍ଟା ସାଜିଛି ତୁଷୁରା ଏନ୍‌ଏସି । ସଂପୃକ୍ତ ସ୍ଥାନରେ ଅଳିଆ ଆବର୍ଜନା ବିଛାଡି ହୋଇ ପଡିରହିଥିବା ବେଳେ ବୁଲା ଗୋରୁଗାଈ ଅଳିଆ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
Read More...

କେହି ଭୂମିହୀନ ନ ରହିବାକୁ ଲକ୍ଷ୍ୟ : ତହସିଲଦାରଙ୍କୁ ତାଲିକା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ କେହି ଭୂମିହୀନ ନ ରହିବା ଲକ୍ଷ୍ୟ ନେଇ ୧୯୭୪ - ୭୫ ମସିହାରୁ ଭୂମିହୀନମାନଙ୍କ ପରିବାରକୁ ଚାରି ଡିସମିଲ ଘର ଡିହି ବିନା ପ୍ରିମିୟମରେ ଯୋଗାଇ ଦିଆଯାଉଥିଲା ପୁଣି ବସୁନ୍ଧରା ଯୋଜନାରେ ୧୦ ଡିସମିଲ୍‌
Read More...

ସ୍ୱାଧୀନତାର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ଅବସରରେ ସ୍ୱାଧୀନତା ସପ୍ତାହ ପାଳନ ସମ୍ମିଳନୀ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ
Read More...

ଦେଓଗାଁ ବ୍ଳକ ସହକାରୀ ଯନ୍ତ୍ରୀଙ୍କୁ ସାମ୍ବାଦିକଙ୍କ ଗାଳିଗୁଲଜ ପ୍ରତିବାଦରେ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ କଲମ ଛାଡ଼…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୭ ତାରିଖ ଦିନ ଦେଓଗାଁ ବ୍ଳକ ସହକାରୀ ଯନ୍ତ୍ରୀ ମୋହନ ମହାଲିଙ୍ଗଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିବା ନେଇ ଦେଓଗାଁ ଥାନାରେ ସେହି ଦିନ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗର ୩ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି
Read More...

ଦେଓଗାଁ ବ୍ଲକରେ ଜନ୍ମାଷ୍ଟମୀ ମହୋତ୍ସବ : ହରିବଂଶ ପୁରାଣର କୃଷ୍ଣ ଜନ୍ମ ପାରାୟଣ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ହରିବଂଶ ପୁରାଣର ଦ୍ୱିତୀୟ ଖଣ୍ଡ କୃଷ୍ଣଜନ୍ମ ପାରାୟଣ ହୋଇଥିଲା । ପୂଜକ ଭାବେ ପଣ୍ଡିତ ବାଳକୃ‌ଷ୍ଣ କର ଓ ସହଯୋଗୀ କାହ୍ନା ମିଶ୍ର
Read More...