Monthly Archives

April 2022

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧବୃଦ୍ଧା ହନ୍ତସନ୍ତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ନିକଟବର୍ତ୍ତୀ ନର୍ଲା ବ୍ଲକ୍ ଅନ୍ତର୍ଗତ ଭାଟେଲ ଗ୍ରାମର ବୃଦ୍ଧ ଦମ୍ପତି ଦୂତିଆ ଝରା(୭୬) ଓ ସ୍ତ୍ରୀ ଉର୍ମିଳା ଝରା (୭୧) ନିଜର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଜମା ହେଇଛି କି ନାହିଁ ତାହା ଯାଞ୍ଚ କାରାଇ ଟଙ୍କା ଉଠାଇବା ପାଇଁ ମ. ରାମପୁର ଭାରତୀୟ ଷ୍ଟେଟ୍
Read More...

ରାଜ୍ୟସ୍ତରୀୟ ବାଳଶ୍ରମିକ ଉଚ୍ଛେଦ ପରାମର୍ଶ କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ସେବାଜଗତ ତାଲିମକେନ୍ଦ୍ରଠାରେ ଓଡ଼ିଶା ବାଳଶ୍ରମିକ ଉଚ୍ଛେଦ ଅଭିଯାନର ବାଳଶ୍ରମିକ ଉଚ୍ଛେଦ ପାଇଁ ସାରା ଓଡ଼ିଶାରେ କିପରି କାର୍ଯ୍ୟକଳାପ ହୋଇପାରିବ, ସେ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ସେବା ଜଗତ ସଂପାଦକ ସତ୍ୟ ନାରାୟଣ
Read More...

ଦାଦନର ଛାତିଥରା ଦୃଶ୍ୟ : କେରଳରେ ଜୀବନ ସଂଗ୍ରାମରେ ଅନାଥ ଅଶୋକ ମାଝୀ

ମ.ରାମପୁର, (ହେମନ୍ତ ସାହୁ) : ଦାଦନ ଦୁଃଖର ଅନ୍ତ ହେଉନି । ଗୋଟିଏ ପରେ ଗୋଟିଏ ଦାଦନର ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଆଉ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଉର୍ଲଦାନା ପଞ୍ଚାୟତର ଯୁବକ ଅଶୋକ ମାଝୀ ପ୍ରାୟ ପାଞ୍ଚ ବର୍ଷ ହେଲା କେରଳ
Read More...

କବି ରୋହିତ ନାୟକଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଯୁବ କବିଙ୍କ ଅସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସମ୍ବଲପୁରୀ ଭାଷା ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି ଅଟେ । କବିଙ୍କ ସାହିତ୍ୟ କୃତିକୁ ଲୋକ ଲୋଚନକୁ ଆଣିବା ସହ କବି ପରିବାରଙ୍କୁ ସରକାରୀ ସହାୟତା ଦିଆଗଲେ କବିଙ୍କ ପ୍ରତି
Read More...

ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନିବାସୀ ସତ୍ୟନାରାୟଣ ସାହୁ (୬୪)ଙ୍କ ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ସ୍ୱର୍ଗତ ସାହୁ କିଛି ମାସ ହେଲା ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ପ୍ରଧାନ ଶିକ୍ଷକ ରୂପେ ବେଶ୍‌ ଲୋକପ୍ରିୟତା
Read More...

ମଦ ଦୋକାନ ସମ୍ମୁଖରେ ଯୁବକଙ୍କ ଉପରେ ଗୁଳିମାଡ଼ କଲେ ଦୁବୃର୍ତ୍ତ

ମହାକାଳପଡା : ମଦ ଦୋକାନ ସମ୍ମୁଖରେ ଯୁବକଙ୍କ ଉପରେ ଦୁବୃର୍ତ୍ତ ମାନେ ଗୁଳିମାଡ଼ କରିଥିବା ଜଣାପଡିଛି । ସୂଚନା ଅନୁସାରେ ୨ଟି ବାଇକରେ ୫ଜଣ ଯୁବକ ଆସି ମଦ ଦୋକାନ ନିକଟରେ ନେମ୍ବରା ଗ୍ରାମର ଲକ୍ଷ୍ମଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳି ଲକ୍ଷ୍ମଣଙ୍କ ଡାହାଣ ଗୋଡ ପାଦରେ ବାଜିଛି । ଗୁରୁତର
Read More...

ଅନୁସୂଚିତ ଜାତି ମୋର୍ଚ୍ଚାକୁ ସୁସଙ୍ଗଠିତ କରିବାକୁ ବିଜେପିର ଦୃଢ଼ ପ୍ରଚେଷ୍ଟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ପୌର ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ଓ ରମ୍ଭା ଏନ୍‌ଏସିର ଚେୟାରମ୍ୟାନ୍‌ ଆସନ ହାସଲ କରିବା ପରେ ବିଜେପିର ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି କଡା
Read More...

ୱାର୍ଡ ନଂ.୧ ଓ ୱାର୍ଡ ନଂ.୨ର ଡ୍ରେନ୍‌ ସଫେଇ ପ୍ରତି ବଲାଙ୍ଗିର ମ୍ୟୁନିସିପାଲିଟିର ଅଣଦେଖା : ସାଧାରଣରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାର୍ଡ ନଂ.୧ ଓ ୱାର୍ଡ ନଂ.୨ର ଡ୍ରେନ୍‌ ସଫେଇ ଉପରେ ବଲାଙ୍ଗିର ମ୍ୟୁନିସିପାଲିଟିର ଅଣଦେଖା ଯୋଗୁଁ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ଘନଉଥିବା ଜଣାପଡ଼ିଛି । ଉଲ୍ଲେଖ ଯୋଗ୍ୟ ଯେ, ଶାନ୍ତିପଡ଼ା ଛକରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟକୁ ଯାଉଥିବା ମୁଖ୍ୟ ରାସ୍ତାର ଦୁଇ
Read More...

ବଲାଙ୍ଗିର ଜିଲ୍ଲାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନର ସମ୍ମିଳନୀ କକ୍ଷଠାରେ ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରାଣୀଚିକିତ୍ସା ଦିବସ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ସରକାରୀ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଇଂରାଜୀ ପ୍ରାଧ୍ୟାପିକା ଶ୍ରୀମତୀ ପ୍ରଜ୍ଞା ପରିମିତା ମିଶ୍ରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଥିଲା । ଏଥିରେ ମହାବିଦ୍ୟାଳୟର
Read More...