ସରକାରୀ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଇଂରାଜୀ ପ୍ରାଧ୍ୟାପିକା ଶ୍ରୀମତୀ ପ୍ରଜ୍ଞା ପରିମିତା ମିଶ୍ରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଗଣ ଉପସ୍ଥିତ ରହି ଶ୍ରୀମତୀ ମିଶ୍ରଙ୍କ ନିରଳସ ଓ ନିଃସ୍ୱାର୍ଥପର ସେବାର ଭୂୟସୀ ପ୍ରଶଂସା କରି ସ୍ମୃତିଚାରଣ କରିଥିଲେ ଓ ସେବା ନିବୃତ୍ତ ଅବଶିଷ୍ଟ ଜୀବନ ଅପାର ଶାନ୍ତି ଓ ସୁସ୍ଥ-ନିରାମୟତାରେ ଅତିବାହିତ ହେଉ ବୋଲି କାମନା କରିଥିଲେ ।

Leave A Reply

Your email address will not be published.

16 − 9 =

error: Content is protected !!