Monthly Archives

April 2022

ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ ନିକଟ ଗୋଷ୍ଠୀ କେନ୍ଦ୍ରରେ ହେବ ଜେଏମ୍‌ଏଫ୍‌ସି କୋର୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଜମିରେ ଜେଏମ୍‌ଏଫ୍‌ସି କୋର୍ଟ ନିର୍ମାଣ ପାଇଁ ଶୁକ୍ରବାର ଦିନ ଜିଲ୍ଲା ଜଜ୍ ଲୋକନାଥ ମହାପାତ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହାସହ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଗୋଷ୍ଠୀ
Read More...

ମେ’ ୧୫ରେ ମହାନଦୀ ଉତ୍ସବ ସହ ସାହିତ୍ୟ ସଂଗମ ସମାରୋହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ଓଡିଶା ସାହିତ୍ୟ ଏକାଡେମୀ ଓ ସଂଗମ ଆଳତି କମିଟିର ମିଳିତ ସହଯୋଗରେ ସାହିତ୍ୟ, ସଂସ୍କୃତିର ନିଆରା କାର୍ଯ୍ୟକ୍ରମ "ସାହିତ୍ୟ ସଂଗମ" ଆସନ୍ତା ମେ ୧୫ ତାରିଖ (ରବିବାର)ରେ
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ପ୍ରତୀକାତ୍ମକ ସଂସଦ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ଏହି ଦୃଷ୍ଟିକୋଣରୁ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଗଣତନ୍ତ୍ରର ମନ୍ଦିର ରୂପେ ପରିଚିତ ଭାରତୀୟ ସଂସଦର ବିଧି ବ୍ୟବସ୍ଥା ବିଷୟରେ ସବୁ ଛାତ୍ରଛାତ୍ରୀ ମାନେ ଅବଗତ ହେବା ଉଚିତ । ଏହି ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟର
Read More...

ସ୍କୁଲ ବାରଣ୍ଡାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ନିଆଳି : କଟକ ସଦର ଥାନା ଅନ୍ତର୍ଗତ ଶଂଖତରାସ ହାଇସ୍କୁଲ ବାରଣ୍ଡାରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତକ ନିକଟସ୍ଥ ଗାଁର ହୋଇଥିବା ସୂଚନା ମିଳିଛି । ମୃତ୍ୟୁର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।
Read More...

ପୋଖରୀରେ ବୁଡି ନାବାଳିକା ମୃତ

ଭବାନୀପାଟଣା, (ପି.କେ ସାହୁ) : ଭବାନୀପାଟଣା ସଦରଥାନା ଅର୍ନ୍ତଗତ ତେନ୍ତୁଲିପଦର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ପୋଖରୀରେ ବୁଡି ଜଣେ ୫ବର୍ଷର ନାବାଳିକା ଗଜପତି ସାହୁଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ନେଇ ତେନ୍ତୁଲିପଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । କୁନି ଝିଅର ମୃତ୍ୟୁ ଘଟଣା
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିଆରା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ ଉଇ ଫର ୟୁ ୟୁଥ୍ କ୍ଲବ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଅଛି । ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟରେ ଅନୁଷ୍ଠାନ ପକ୍ଷରୁ "ସାମୁହିକ ଜନ୍ମ ଉତ୍ସବ" ପାଳନ କରାଯାଇଅଛି । ଏହି
Read More...

ଭୁଶୁଡିଲା ପୁରାତନ ଐତିହସମ୍ପର୍ଣ୍ଣ କୋଠା : ୪ ମୃତ, ୧ ଗୁରୁତର

ହାଇଦ୍ରାବାଦ : ତେଲେଙ୍ଗାନାର ୟାଦାଦ୍ରୀ-ଭୋଙ୍ଗୀର ଜିଲ୍ଲାର ମନ୍ଦିର ନଗର ୟାଦାଗିରିଗୁଟ୍ଟାରେ ଗତକାଲି ଐତିହ କୋଠାର ଛାୟା ଭୁଶୁଡ଼ି ପଡ଼ିବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ପୋଲିସର କହିବା ଅନୁସାରେ ପାଖାପାଖି ୨୦ ବର୍ଷ ପୁରୁଣା ଏହି କୋଠାର ତଳ
Read More...

ଗୁଦେରପାଲି କଲ୍ୟାଣ ମଣ୍ଡପର ବିକାଶ କେବେ : ସାଧାରଣରେ ପ୍ରଶ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ୨୦୧୬ ମସିହାରୁ କାମ ଆରମ୍ଭ ହୋଇଥିବା ଏକ ମାତ୍ର ନିମ୍ନ ମାନର ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ଅଧାରେ ପଡ଼ିରହିଛି । ସ୍ଥାନୀୟ ଜନ ପ୍ରତିନିଧିଙ୍କ ଅଣଦେଖା
Read More...

ନାବାଳିକା ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧାହେଲା ପ୍ରେମିକ

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ନାବାଳିକା ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧାହେଲା ପ୍ରେମିକ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ପ୍ରେମିକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ଆଶିଷ୍ ଜେନା । ସୂଚନା ମୁତାବକ, ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ
Read More...

ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ସହ ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ଚଣ୍ଡିଖୋଲ : ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ସହ ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବଣିଆରୀ ଗ୍ରାମର ଦୁଇ ଘରୁ ବିଳମ୍ବିତ ରାତିରେ ଚୋର ମାନେ ପଶି ୨ ଲକ୍ଷ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା
Read More...
error: Content is protected !!