Monthly Archives

April 2022

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଣ୍ଟାକୁଟୁରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁସାରେ, ମା' ମେଲୋଡି
Read More...

ଝାଡଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସମ୍ମିଳନୀ ଚାଇବସା ଶାଖା ଓ ଝାଡ଼ଖଣ୍ଡ ଉତ୍କଳୀୟ ଓ ମୂଳବାସୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଚାଇବସାଠାରେ ମଧୁବାବୁଙ୍କ ୧୭୪ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏଥିରେ ଉଭୟ ସଂସ୍ଥାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍କଳ ଗୌରବ
Read More...

ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ବ୍ୟାପକ ଟ୍ୟାଗିଂ ଓ ଅଧ୍ୟୟନ କାର୍ଯ୍ୟ ଜାରି

• ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗ ସହ ମିଶି ଜେଡଏସଆଇ ପକ୍ଷରୁ ନିଆଯାଉଛି ପଦକ୍ଷେପ ଭୁବନେଶ୍ୱର, (ପିଆଇବି) : ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ପାଇଁ ବ୍ୟାପକ ଟ୍ୟାଗିଂ ଓ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି । ଏଥିପାଇଁ କେନ୍ଦ୍ର
Read More...

ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଶିଶୁଙ୍କ ସାମଗ୍ରିକ ବିକାଶ, ମାତୃଭାଷାରେ ଶିକ୍ଷାଲାଭ ସହସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବ-ଧର୍ମେନ୍ଦ୍ର ପ୍ରଧାନ • ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ• ଜାତୀୟ ଶିକ୍ଷା ନୀତି ସିଦ୍ଧାନ୍ତ ହେଲେ ଜାତୀୟ ପାଠ୍ୟକ୍ରମ ରୂପରେଖ ହେଉଛି ପଥ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୩ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୪ ମଇ ୨୦୨୨ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସୃଷ୍ଟି ହେବାର
Read More...

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଅଂଶୁଘାତ ପ୍ରତି ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିପ୍ରେକ୍ଷୀରେ ଅଂଶୁଘାତ ପ୍ରତି ସଚେତନ ରୁହନ୍ତୁ । ଅଂଶୁଘାତରେ ପୀଡିତ ବ୍ୟକ୍ତିଙ୍କୁ ଛାଇ ଜାଗାରେ ଶୁଆଇ ରଖନ୍ତୁ । ଓଦା କନା କିମ୍ବା ଗାମୁଛାରେ ପୋଛିବା ସହ ଆବଶ୍ୟକ ସ୍ଥଳେ ମୁଣ୍ଡରେ ଥଣ୍ଡା ପାଣି ଢାଳନ୍ତୁ । ଓଆର୍‌ଏସ,
Read More...

ଏପ୍ରିଲ ମାସର ଖରା ଉପରେ ପିଇବାର ପାଣିର ଅଭାବ

ଦେଓଗାଁ, (ମନୀଷ କୁମାର ସାହୁ) : କେବଳ ମଣିଷ ପାଇଁ ନୁହେଁ ସମସ୍ତ ଗୃହ ପଳିତ ପଶୁ, ବନ୍ୟଜନ୍ତୁ ସହ ସମସ୍ତ ପଶୁ ପକ୍ଷୀମାନେ ମଧ୍ୟ ପାନୀୟ ଜଳ ପାଇବାର ମୌଳିକ ଅଧିକାର ଅଛି । ଏହି ସୁବିଧା ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବାର ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ । ହେଲେ ପଶୁ ପକ୍ଷୀ କଥା ପଚାରେ କିଏ
Read More...

ନିରବୀ ଗଲା ପୁଷ୍ପାଞ୍ଜଳିଙ୍କ ପ୍ରେରଣାର ସ୍ୱର

ବରଗଡ, (ନିରୋଜ କୁମାର ପାଣୀ) : ସକାଳ ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀ ନାରୀଙ୍କ କ୍ଷେତ୍ରରେ ନିଆରା । ଏମିତି ଜଣେ ମହିଳା ଥିଲେ ଏନ୍‌ଏସି ୱାର୍ଡ ନମ୍ୱର୍ ୧୦ ରେ । ଯିଏ ସକାଳ ପାହିଲେ ଖବର କାଗଜ ପଢ଼ିବା ସହ ସାଧାରଣ ମଣିଷର ସ୍ୱରକୁ ଲୋକଲୋଚନକୁ
Read More...

ଶିକ୍ଷକ ଦିବସ ସାହୁଙ୍କ ବଦାନ୍ୟତା : ଭିକ୍ଷାବୃତ୍ତି କରୁଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରି ମାତୃନିକେତନରେ କଲେ ଥଇଥାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ସହର ମାନଙ୍କରେ ଅନେକ ଅସହାୟ ବ୍ୟକ୍ତିମାନେ ଭିକ୍ଷାବୃତ୍ତି କରି ନିଜର ପେଟ ପୋଷିବା ପାଇଁ ବାଧ୍ୟ ହୋଇଥାନ୍ତି । ସେମାନେ ଅନେକ ଲୋକଙ୍କ ନିନ୍ଦା, ଅପବାଦ ସହିଥାନ୍ତି । ଖୁବ କମ୍‌ ଲୋକ ଅଛନ୍ତି ଯେଉଁମାନେ ଏଭଳି ବ୍ୟକ୍ତିଙ୍କ ବେଦନା ଅନୁଭବ କରି
Read More...