Monthly Archives

April 2023

ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ

5T ସଚିବଙ୍କ କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କଲେ ବାଇଶ କୋଟି ଟଙ୍କା5T ଉପକ୍ରମରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ ବିକାଶ କାମଆବଶ୍ୟକତା ଭିତ୍ତିରେ ଲୋକଙ୍କୁ ଜମି ମଧ୍ୟ ଦିଆଯିବଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ଦେଶର ପ୍ରଥମ
Read More...

ବ୍ୟାଙ୍କ ଅଫ୍‌ ବୋରୋଦାର ସିଇଓ ହେଲେ ବଲାଙ୍ଗିରର ଦେବଦତ୍ତ ଚାନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟାଙ୍କ ଅଫ୍‌ ବୋରୋଦାର ସିଇଓ ହୋଇଛନ୍ତି ବଲାଙ୍ଗିରର ଦେବଦତ୍ତ ଚାନ୍ଦ । ଦେବଦତ୍ତ ବଲାଙ୍ଗିର ସହରର ପ୍ୟାଲେସ୍‌ଲାଇନ ଠାରେ ଜନ୍ମଗ୍ରହଣ କରିଥିବା ବେଳେ ସେ ଭୁବନେଶ୍ୱର ସ୍ଥିତ କଲେଜ ଅଫ ଆଗ୍ରିକଲ୍‌ଚର୍‌ ଇନ୍‌ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜିର ଡିଗ୍ରୀଧାରୀ
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସ୍ଥାନୀୟ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ପ୍ରାଙ୍ଗଣରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ସମ୍ମାନାର୍ଥେ ଏକ ଭବ୍ୟ ସଭାକାର୍ଯ୍ୟ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଘାସିରାମ ସାହୁ ସଭାରେ ଅଧ୍ୟକ୍ଷତା
Read More...

ଆଗଲପୁରରେ କରୋନା ସଂକ୍ରମଣ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳରେ କରୋନା ରୋଗ ବ୍ୟାପିବାରେ ଲାଗିଥିବା ଯୋଗୁଁ ଅଂଚଳର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ସଚେତନତା ବୈଠକ ହୋଇଥିବା ନେଇ ଇନଚାର୍ଜ ଡ. ବେଣୁଧର ପଧାନ ସୂଚନା ଦେଇଛନ୍ତି । ଉକ୍ତ କେନ୍ଦ୍ର ଅଧିନସ୍ଥ ରୋତ,
Read More...

ଶିକ୍ଷକ ବଦନ ସୁନ୍ଦର ମେହେରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ପଞ୍ଚାୟତ ହାଇସ୍କୁଲରେ କାର୍ଯ୍ୟରତ ଥିବା ସାହିତ୍ୟ ଶିକ୍ଷକ ବଦନ ସୁନ୍ଦର ମେହେରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍କୁଲ ପରିଚାଳନା କମିଟିର
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ
Read More...

ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଭୁବନେଶ୍ଵର ସୋମ ହସପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ତାଙ୍କ ମରଶରୀର ତାଙ୍କ ଗ୍ରାମ ବାଦିକଟାରେ
Read More...

ସାତବନ୍ଧ ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର, ଲାଉମୁଣ୍ଡା ପଞ୍ଚାୟତ ସାତବନ୍ଧ ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞରେ ପିଙ୍କୁ ନାଏକ ଏବଂ ତାଙ୍କ ଧର୍ମପତ୍ନୀ ଡଲି ନାଏକ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ନାମଯଜ୍ଞ କମିଟି
Read More...

ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆସନ୍ତା ମେ’ ୧ରେ ଉଦ୍‌ଯାପିତ ହେବ

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତଙ୍କର ଏବେ ଅସମ୍ଭାଳ ଭିଡ଼ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଦକ୍ଷିଣ ଓଡ଼ିଶାର ଶାକ୍ତଧର୍ମର ଏକ ମହନୀୟ ପରମ୍ପରା ଅଟେ । ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ଭାରତ ପ୍ରସିଦ୍ଧ
Read More...

ସୁରଭି କୃଷି ବିକାଶ ସମିତିର ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲିସ୍ଥିତ ସୁରଭି ଶୋଧ ଏବଂ ବିକାଶ କେନ୍ଦ୍ରଠାରେ ସୁରଭି କୃଷି ବିକାଶ ସମିତିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରଭି ଶୋଧର ସଂଯୋଜକ ଅଶୋକ ଛାପଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...