Monthly Archives

April 2021

୧୩୪ ଜଣଙ୍କୁ ଭତ୍ତା ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ କୁସମେଲ ପଞ୍ଚାୟତରେ ସମିତି ସଭ୍ୟା ଜ୍ୟୋତ୍ସାମୟୀ ନାଗ ଓ କାର୍ୟ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଦଳେଇଙ୍କ ଉପସ୍ଥିତରେ କରୋନା କଟକଣାକୁ ପାଳନ କରି ୧୩୪ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ଓ କରୋନା
Read More...

ଆଦିବାସୀ ନେତା ଚକା ମାଝୀଙ୍କ ଅକାଳ ବିୟୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଯୁବାମାଲ ଗ୍ରାମର ଆଦିବାସୀ ନେତା ଚକା ଚରନ ମାଝୀ(୪୫)ଙ୍କ ଅକାଳ ବିୟୋଗ ଘଟିଛି, ଯାହାକୁ ନେଇ ଏବେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଅଖିଲ ଭାରତୀୟ ଅଣ ସଂଗଠିତ ଶ୍ରମିକ ମଜଦୂର କଂଗ୍ରେସ ଜିଲ୍ଲା ସଂଯୋଜକ, ବ୍ଳକ
Read More...

ହୃଦଘାତରେ ଆଇନଜୀବୀଙ୍କ ପରଲୋକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ (୫୦)ଙ୍କ ହୃଦଘାତରେ ଗୁରୁବାର ସକାଳେ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାଇ ଶ୍ରୀ ମାଝୀ ସବୁଦିନ ଭଳି ଗୁରୁବାର ସକାଳେ କୁଶଙ୍ଗ ଛକରୁ ଚା’ ପିଇବା ପରେ
Read More...

କୋଭିଡ୍‌ କଟକଣା ପାଇଁ ପଦକ୍ଷେପ : ଚଳିତ ଏପ୍ରିଲ ମାସରେ କୋଭିଡ୍ ନିୟମାବଳୀ ଉଲଂଘନ କରିଥିବା ଲୋକଙ୍କଠାରୁ ୫କୋଟି ୬୬…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ କଟକଣା ପାଇଁ ରାଜ୍ୟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ଏପ୍ରିଲ ମାସରେ ମାସ୍କ ପିନ୍ଧିନଥିବା ତଥା ସାମାଜିକ ଦୂରତା ରକ୍ଷା ନକରି କୋଭିଡ୍ ନିୟମାବଳୀ ଉଲଂଘନ କରିଥିବା ଦେଢଲକ୍ଷ ଲୋକଙ୍କଠାରୁ ପ୍ରାୟ ୫କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା ଜରିମାନା
Read More...

କରେନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି

ନୂଆଦିଲ୍ଲୀ : ଆଜି କରୋନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସୋଲି ସୋରାବାଜିଙ୍କ ପୂରା ନାମ ହେଉଛି ଜାହାଙ୍ଗୀର ସୋରାବାଜି । ସେ ୧୯୮୯ରୁ ୯୦ ଓ ପୁଣି ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩.୮୬ ଲକ୍ଷରୁ ଅଧିକ କରୋନା ମାମଲା, ୩୪୯୮ ଜୀବନ ହାନୀ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ହେବା ପରିବର୍ତ୍ତେ କ୍ରମାଗତ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୩.୮୬ ଲକ୍ଷରୁ ଅଧିକ ନୂତନ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଛି ।
Read More...

୧୫ କୋଟିରୁ ଅଧିକ ଟିକାକରଣ କଭରେଜ ସହ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

ଗତ ୨୪ ଘଣ୍ଟାରେ ୨୧ ଲକ୍ଷରୁ ଅଧିକ ଡୋଜ ପ୍ରଦାନ କରାଯାଇଛିଗତ ୨୪ ଘଣ୍ଟାରେ ୨.୬୯ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତିକୋଭିଡ ମୃତ୍ୟୁହାର ହ୍ରାସ ପାଇ ୧.୧୧% ହୋଇଛି୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ହୋଇନାହିଁ ନୂଆଦିଲ୍ଲୀ, (ପିଆଇବି) : କୋଭିଡ ୧୯ ମହାମାରୀ
Read More...

କୋଭିଡ ପରିଚାଳନାରେ ସେନାର ପଦକ୍ଷେପ ଓ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ସେନା ମୁଖ୍ୟ ଜେନେରାଲ ଏମ. ଏମ. ନରଭଣେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । କୋଭିଡ ପରିଚାଳନାରେ ସେନା ନେଉଥିବା ପଦକ୍ଷେପ ନେଇ ସେମାନେ ଆଲୋଚନା କରିଥିଲେ । ଜେନେରୋଲ ଏମ.ଏମ. ନରଭଣେ ସେନାର ମେଡିକାଲ ଷ୍ଟାଫ ବିଭିନ୍ନ ରାଜ୍ୟ
Read More...

ଇଏସଆଇସି ହସପିଟାଲ ଗୁଡିକ ପାଇଁ କୋଭିଡ-୧୯ ଚିକିତ୍ସା ସୁବିଧା ଥିବା ଡ୍ୟାଶବୋର୍ଡ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ୟ୍ୟ କରୁଥିବା କର୍ମଚାରୀ ରାଜ୍ୟ ବୀମା ନିଗମ (ଇ ଏସ ଆଇ ସି) ସାଂପ୍ରତିକ କରୋନା ମହାମାରୀ ସମୟରେ ନିଜର ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିବାକୁ ଯାଇ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଏହି ନୂଆ ପଦକ୍ଷେପରେ
Read More...

ଇନ୍ଦ୍ରଧନୁ ମାର୍କେଟକୁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ତଥା ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା କଡାକଡି ଭାବରେ କୋଭିଡ ନିୟମ ପାଳନ କରାଯିବା ପାଇଁ କୁହାଯାଇଛି । ତେବେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ
Read More...