Monthly Archives

April 2021

ନୂତନ ଏସ୍‌ଡିପିଓଙ୍କ ଯୋଗଦାନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଥାନାରେ ନୂତନ ଏସ୍‌ଡ଼ିପିଓ ଭାବେ ଯୋଗଦାନ କରିଛନ୍ତି ଡିଏସ୍‌ପି. ଜ୍ୟୋତିର୍ମୟ ଭୁକ୍ତା । ଏହା ପୂର୍ବରୁ ସୁରେଶ ନାଏକ ପାଟଣାଗଡ଼ରେ ଏସ୍‌ଡିପିଓ ଭାବେ କାର୍ଯ୍ୟ ତୁଳାଉଥିଲେ । ତାଙ୍କୁ ବଦଳି ହେବା ପରେ ଶ୍ରୀ ଭୁକ୍ତା ଗତ ୨୬ ତାରିଖ ଦିନ ଯୋଗଦାନ
Read More...

ଆଜି ରାଜ୍ୟରେ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରରେ ତଥା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଜି ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩କୁ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ସଇଁନ୍ତଲା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାରେ ନୂତନ ଥାନା ଅଧିକାରୀ ଭାବରେ ସଂଗ୍ରାମ କେଶରୀ ପଟ୍ଟନାୟକ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ବଲାଙ୍ଗିର ଆଦର୍ଶ ଥାନା ଅଧିକାରୀ ଭାବରେ କାର୍ୟ୍ୟ ତୁଲାଉଥିଲେ । ସଇଁନ୍ତଲା ଥାନାରେ ଆଗରୁ ବାରିଣୀ ଦାସ ଥାନା ଅଧିକାରୀ
Read More...

ଆଇପିଏଲ ମହାସମର : ଆଜି କୋହଲି-ରାହୁଲ ମଧ୍ୟରେ ଲଢେ଼ଇ

ପରାଜୟଧାରାକୁ ନେଇ ପଞ୍ଜାବ ଚିନ୍ତିତ, ବିଜୟଧାରା ବଜାୟ ପାଇଁ ବାଙ୍ଗାଲୋର ବ୍ୟଗ୍ରଅହମଦାବାଦ : ଶୁକ୍ରବାର ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କରିବ ନୂଆ ନାଁ ନେଇ ଖେଳୁଥିବା ପଞ୍ଜାବ କିଙ୍ଗ୍ସ । ୬ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଦୃଢ଼
Read More...

କୋଲକାତାର ପରାଜୟ ଧାରା ବଜାୟ : ୭ ୱିକେଟରେ ଜିତିଲା ଦିଲ୍ଲୀ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ କୋଲକତାକୁ ୭ ଓ୍ବିକେଟରେ ସହଜରେ ପରାସ୍ତ କରିଛି । ଆଜି ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ଓଭରରେ ୬
Read More...

ହେଲୁଆ ହେଲେ ହେବ୍‌ଲେଇ ଦେସି ସମିଆଁ : ହୁସିଆର୍‌ ହ’, ଥାବେ ରହ : ଦିନୁଁ ଦିନ୍‌କେ ଆର୍‌ ଆର୍‌ ଲହଁକୁଛେ କରୋନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହେଲୁଆ ହେଲେ ହେବ୍‌ଲେଇ ଦେସି ସମିଆଁ । ହୁସିଆର୍‌ ହ’, ଥାବେ ରହ । ଦିନୁଁ ଦିନ୍‌କେ ଆର୍‌ ଆର୍‌ ଲହଁକୁଛେ କରୋନା । ମାଡ଼ି ବସୁଛେ ଯାହିଁ ପାର୍‌ଲେ ତାହିଁ । ବଲାଙ୍ଗିର ଜିଲ୍ଲା ଥି ଫେର୍‌ ଆଏଜ୍‌ ୪୫୯ ଜନ ନୂଆଁ କରୋନା ରୋଗୀ ବାହାରିଛନ୍‌ । ଜିଲ୍ଲା ପ୍ରଶାସନ
Read More...

ପରିବା ହାଟରେ ଚାଲିଥିଲା ବାଘଛାଲ ଡିଲ : ଚଢାଉ କଲା ଏସଟିଏଫ ଟିମ : ବଡ ବ୍ୟବସାୟୀ ଫେରାର, ଛୋଟ ବେପାରୀ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବନ୍ଧନଝୁଲି ହାଟରେ ଚାଲିଥିଲା ବାଘ ଛାଲ କିଣା ବିକାର ଗୋପନ ଡିଲ । ସୂଚନା ପାଇ ସେମାନଙ୍କୁ ଧରିବା ପାଇଁ ଜାଲ ବୁଣିଥିଲା ଥିଲା ସ୍ୱତନ୍ତ୍ର ଟାସ୍କଫୋର୍ସ ପୋଲିସ । ହେଲେ ଛଦ୍ମବେଶୀ ପୋଲିସକୁ ଦେଖି ଚଢ଼ଉର ବାସ୍ନା ଠଉରାଇ ସେଠାରୁ ଚମ୍ପଟ ମାରିବାକୁ
Read More...

ବର୍ଜ୍ୟବସ୍ତୁ ପରିଚାଳନା ନେଇ ସଚେତନତା କର୍ମଶାଳା

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ବ୍ଲକର ବୀରନରସିଂପୁର ସ୍ଥିତ ନର୍ସରୀ ଠାରେ ଗୁରୁବାର ଜିଲ୍ଲା ଜଳ ଓ ପରିମଳ ମିଶନ ତରଫରୁ କଠିନ ଓ ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ପଞ୍ଚାୟତ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ଅଧିକାରୀ
Read More...

ବିଇଡି ପରୀକ୍ଷା ଓ ସାର୍ଟିଫିକେଟ୍ ରାକେଟ : ୩୫ହଜାର ଟଙ୍କା ଠକେଇ ନେଇ ଅଭିଯୋଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ହୋଇଥିବା ଅଭିଯୋଗ ହେଉଥିବା ବେଳେ ଆଜି ଆଉ ଏକ ମାମଲା ସାମ୍ନାକୁ ଆସିବା ସହ ଏନେଇ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଅନଲାଇନ ଜରିଆରେ ବିଇଡି ପରୀକ୍ଷା ଓ ସାର୍ଟିଫିକେଟ୍ କରାଇ ଦେବା
Read More...