pakka

ସଇଁନ୍ତଲା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାରେ ନୂତନ ଥାନା ଅଧିକାରୀ ଭାବରେ ସଂଗ୍ରାମ କେଶରୀ ପଟ୍ଟନାୟକ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ବଲାଙ୍ଗିର ଆଦର୍ଶ ଥାନା ଅଧିକାରୀ ଭାବରେ କାର୍ୟ୍ୟ ତୁଲାଉଥିଲେ । ସଇଁନ୍ତଲା ଥାନାରେ ଆଗରୁ ବାରିଣୀ ଦାସ ଥାନା ଅଧିକାରୀ ଭାବେ କାର୍ୟ୍ୟ ତୁଲାଉ ଥିଲେ, କିନ୍ତୁ ତାଙ୍କୁ ଲରମ୍ଭାକୁ ବଦଳି ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲାରେ ଅନେକ ପୁଲିସ ଅଧିକାରୀଙ୍କ ଅଦଳବଦଳ ହୋଇଥିବା ବେଳେ ଶ୍ରୀ ପଟ୍ଟନାୟକ ସଇଁନ୍ତଲା ଥାନାରେ ଯୋଗ ଦେବା ପରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ବିଶେଷ ଉନ୍ନତି ଆସିବ ବୋଲି ସାଧାରଣରେ ବିଶ୍ୱାସ କରାଯାଉଛି ।

jay balangir
Leave A Reply

Your email address will not be published.

sixteen − 11 =

error: Content is protected !!