pakka

କୋଭିଡ୍‌ କଟକଣା ପାଇଁ ପଦକ୍ଷେପ : ଚଳିତ ଏପ୍ରିଲ ମାସରେ କୋଭିଡ୍ ନିୟମାବଳୀ ଉଲଂଘନ କରିଥିବା ଲୋକଙ୍କଠାରୁ ୫କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ କଟକଣା ପାଇଁ ରାଜ୍ୟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ଏପ୍ରିଲ ମାସରେ ମାସ୍କ ପିନ୍ଧିନଥିବା ତଥା ସାମାଜିକ ଦୂରତା ରକ୍ଷା ନକରି କୋଭିଡ୍ ନିୟମାବଳୀ ଉଲଂଘନ କରିଥିବା ଦେଢଲକ୍ଷ ଲୋକଙ୍କଠାରୁ ପ୍ରାୟ ୫କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ୩୫୦ଟି କୋଚିଂ ସେଣ୍ଟର ଏବଂ ଦୋକାନ ସିଲ୍ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

five × 1 =