pakka

କରେନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି

bbehera

ନୂଆଦିଲ୍ଲୀ : ଆଜି କରୋନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସୋଲି ସୋରାବାଜିଙ୍କ ପୂରା ନାମ ହେଉଛି ଜାହାଙ୍ଗୀର ସୋରାବାଜି । ସେ ୧୯୮୯ରୁ ୯୦ ଓ ପୁଣି ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ତୁଲାଇଥିଲେ । ସୋଲି ସୋରେବାଜିଙ୍କ ଜନ୍ମ ୧୯୩୦ରେ ବମ୍ବେଠାରେ ହୋଇଥିଲା ସେ ୧୯୫୩ରେ ବମ୍ବେ ହାଇକୋର୍ଟରେ ପ୍ରାକ୍ଟିସ୍ କରୁଥିଲେ । ୧୯୭୧ ମସିହାରେ ସେ ସୁପ୍ରିମକୋର୍ଟର ସିନିୟର କାଉଡସିଲ ଭାବେ ନିଯୁକ୍ତ ହୋଇଥିଲେ ।

jay balangir
Leave A Reply

Your email address will not be published.

fifteen − 7 =