Browsing Tag

Newdelhi news

ରଜ ମହୋତ୍ସବ ପାଳିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଅହମ୍ମଦାବାଦ ପ୍ଳେନ୍ ଟ୍ରାଜେଡି ପାଇଁ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ : ରଜପର୍ବ ହେଉଛି ଓଡ଼ିଶାର ଏକ ପାରମ୍ପରିକ ପର୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପରମ୍ପରାକୁ ଗତ ଦୁଇବର୍ଷ ହେଲା ରାଷ୍ଟ୍ରପତି ଭବନରେ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଥିଲେ । ଏଠାରେ ଦୋଳି, ଓଡ଼ିଶାର ବିଭିନ୍ନ ସୁସ୍ୱାଦୁ ପିଠା ଓ ଅନ୍ୟ ଖାଦ୍ୟସାମଗ୍ରୀ ପ୍ରସ୍ତୁତ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ଜଣକ ଅକାଳ ବିୟୋଗ

ନୂଆଦିଲ୍ଲୀ : ପୋଲ ଉପରୁ ପିକଅପ ଖସି ୫ ଜଣକ ମୃତ୍ୟୁ । ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଞ୍ଜାବର ଲୁଧିଆନାରୁ ମଣ୍ଡିରେ ଆଇଆଇଟି କମାନ୍ଦ ଯାଉଥିଲା । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ
Read More...

ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ : ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ଆତଙ୍କ ଦେଖାଦେଇଛି । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ ମାମଲା । ଗତ ସପ୍ତାହେ ହେବ ଦେଶରେ ୨ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି । ଏହାରି ଭିତରେ ଦିଲ୍ଲୀରେ ପ୍ରଥମ କରୋଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପ୍ରଥମ ମୁଣ୍ଡ ନେଇଛି କରୋନାର ନୂଆ ଭାରିଏଣ୍ଟ ।
Read More...

ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନରେ ଆତଙ୍କ : ହଟିଲେ ସେନା ମୁଖ୍ୟ ଅସୀମ ମୁନିର

ନୂଆଦିଲ୍ଲୀ : ଭାରତର ଆଟାକ୍ ପରେ ପାକିସ୍ତାନରେ ଆତଙ୍କ । ତେବେ ଯାହା ଶୁଣିବାକୁ ମିଳିଛି ଏପରି ସ୍ଥିତିରେ ପାକିସ୍ତାନ ସରକାର ସେନା ମୁଖ୍ୟଙ୍କୁ ହଟାଇ ଦେଇଛନ୍ତି । ଅର୍ଥାତ୍ ତାଙ୍କୁ ହେପାଜତକୁ ନିଆଯାଇଛି । ଅସୀମ ମୁନୀରଙ୍କ ଉପରେ ତାଙ୍କର ବ୍ୟକ୍ତିଗତ ଏଜେଣ୍ଡା ଅନୁସରଣ କରିବାର ଅଭିଯୋଗ
Read More...

ସେନା-ନୌସେନା ବାୟୁସେନା ଦେଲା ପରିଣାମ : ପାକ୍‌ରେ ଭାରତ ଖେଳିଲା ରକ୍ତର ହୋଲି

ନୂଆଦିଲ୍ଲୀ : ପହଲଗାମ ପ୍ରତିଶୋଧ ଅପରେସନ ସିନ୍ଦୂର । ଲୁହ-ଲହୁର ହିସାବ ନେଇଛି ଭାରତ । ରକ୍ତର ହୋଲି ଖେଳି ନୀରିହ ଜୀବନ ନେଇ ୨୬ଜଣଙ୍କ ମଥାରୁ ସିନ୍ଦୂର ପୋଛିଥିବା ଆତଙ୍କୀ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପହଲଗାମ୍ ଗଣହତ୍ୟାର ବଦଲା ନେଇଛି ଭାରତ । ପାକିସ୍ତାନର ୯ଟି ସ୍ଥାନରେ
Read More...

ବୁଧବାର ସାରା ଦେଶରେ ବାଜିବ ସାଇରନ୍

ନୂଆଦିଲ୍ଲୀ : ଆତଙ୍କୀଙ୍କ ଉପରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଏଥିର ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଆରପାର ଲଢ଼େଇ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି । ମେ' ୭ ତାରିଖରେ ବାଜିବ ସାଇରନ । ଯୁଦ୍ଧ ସମୟରେ ଯେପରି ସାଇରନ ବାଜିଥାଏ ଠିକ ସେହିପରି ଶବ୍ଦ ଶୁଣିବାକୁ
Read More...

କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
Read More...

ଦୁଇ ସପ୍ତାହ ପରେ ଗୁଡ୍ ନ୍ୟୁଜ୍ ଦେବ ଆରବିଆଇ : କମିବ ହୋମ୍ ଲୋନ୍

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଆର୍ଥିକ ବର୍ଷ ୨୦୨୫-୨୬ ଲାଗି ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ସମ୍ପର୍କରେ ଘୋଷଣା କରିଛି । ଆର୍ଥିକ ବର୍ଷର ପ୍ରଥମ ଏମ୍‌ପିସି ବୈଠକ ଏପ୍ରିଲ ୭ ରୁ ୯ ଯାଏ ଅନୁଷ୍ଠିତ ହେବ । ଏହି ବୈଠକରେ ପୁଣି ଥରେ ରେପୋ ରେଟ୍‌ ହ୍ରାସ ହେବ
Read More...

କୋର୍ଟରୁମ୍‌ରୁ ‘ସ୍ପାଇଡର-ମ୍ୟାନ୍’ ଭଳି ଫେରାର ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ : ସାଉଥ୍‌ ଆଫ୍ରିକାର ଜୋହାନ୍ସବର୍ଗ କୋର୍ଟରେ ଏକ ଅଜବ ଘଟଣା ଘଟିଛି । ଜଣେ ଅଭିଯୁକ୍ତ ସେଠାରୁ ସ୍ପାଇଡର-ମ୍ୟାନ ଷ୍ଟାଇଲ୍‌ରେ ଫେରାର ହେବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଘଟଣା କୋର୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଠିଆ କରିଦେଇଛି । ଘଟଣା
Read More...

ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକ୍ ମୁହାଁମୁହିଁ

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଭାରତ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ବିଜୟ ଅଭିଯାନ ଆରମ୍ଭ କରିଛି । ଦ୍ୱିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ଆସନ୍ତାକାଲି (ରବିବାର) ଏହି ହାଇଭୋଲ୍ଟେଜ ମ୍ୟାଚ୍ ଖେଳାଯିବ ।
Read More...