ପଞ୍ଚମ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ
ଭୁବନେଶ୍ୱର : ପଞ୍ଚମ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ । ଫେଲ ହେଲେ ପରବର୍ତ୍ତି ଶ୍ରେଣୀକୁ ଆଉ ଯାଇ ପାରିବେନି । ଆଉ ଥରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡିବ । ୨ ମାସ ଭିତରେ ଆଉ ଥରେ ପରୀକ୍ଷା ଦେବାକୁ ପଡିବ। ଯଦି ପାସ ହେବେ ତେବେ ପରର୍ବତ୍ତୀ ଶ୍ରେଣୀରେ ପଢିବେ ।!-->…
Read More...
Read More...